TV ଶିରିଏଲ ରେ ବାଲ୍ୟ ଅଭିନେତ୍ରୀ କ୍ରୀଷ୍ଣା ଏବେ ହୋଇ ଗଲେଣି ବଡ଼ ଓ ଦେଖା ଯାଉଛନ୍ତି ଖୁବ୍ ସୁନ୍ଦର….

ଆପଣ ମାନେ କଲର୍ଶ ଟିଭି ରେ ପ୍ରସାରିତ ହେଉଥିବା ଆପଣ ମାନେ କଲର୍ଶ ଟିଭି ରେ ପ୍ରସାରିତ ହେଉଥିବା ଶ୍ରୀ କ୍ରୀଷ୍ଣା ସିରିଏଲ ନିହାତି ଭାବେ ଦେଖିଥିବେ । ଏହି ସିରିଏଲ ର ତେଲିକାଷ୍ଟ ପୁର୍ନବାର ହେବା ପାଇଁ ଯାଉଛି । ତେବେ ଏହି ସିରିଏଲ ଟି ବର୍ତ୍ତମାନ ଟପ୍ ଫାଇବ ସିରିଏଲ ରେ ରହି ପାରିଛି। ତେବେ ଏହି ସିରିଏଲ ଟି ପୂର୍ଣ୍ଣ ପ୍ରସାରଣ ହେବା ପରେ ଏହି ସିରିଏଲ ର ସବୁ କଳାକାର ମାନେ ପୁଣି ଥରେ ଲାଇମ୍ ଲାଇଟ୍ ର ଶିକାର ହୋଇଛନ୍ତି । ତେବେ ଚର୍ଚ୍ଚିତ ଚେହେରା ମାନଙ୍କ ମଧ୍ୟରେ ସବୁଠୁ ଚର୍ଚ୍ଚିତ ଚେହେରା ହେଉଛନ୍ତି ଏହି ସିରିଏଲ ର ଦ୍ରିତୀ ଭାଟିଆ ଯିଏକି ଶ୍ରୀ କୃଷ୍ଣ ଙ୍କ ଚରିତ୍ର ଅଭିନୟ କରିଥିଲେ ।

ତେବେ ୨୦୦୮ ମସିହା ରେ ଏହି ଆଧ୍ୟାତ୍ମିକ ଧାରାବାହିକ ଶ୍ରୀ କୃଷ୍ଣ ଧାରାବାହିକ ଟି ଆରମ୍ଭ ହୋଇଥିଲା ।ସେହି ସମୟ ରେ ଦ୍ରିତୀ ଭାଟିଆ ମାତ୍ର ଅଢେଇ ବର୍ଷ ର ଥିଲେ । ତେବେ ଏତେ ଛୋଟ ବୟସ ରୁ ସେ ନିଜର ଅଭିନୟ ଯାଦୁ ରେ ସମସ୍ତଙ୍କୁ ବାନ୍ଧି ରଖିଥିଲେ । ତାଙ୍କର ଅଭିନୟ ପାଇଁ ତାଙ୍କର ସେତେବେଳେ ବହୁତ୍ ଫ୍ୟାନ ମାନେ ଥିଲେ । ସେ ଏହି ଚରିତ୍ର କୁ ଖୁବ୍ ଭଲ ଭାବରେ ରିପ୍ରେସେନ୍ତ୍ କରି ପାରିଥିଲେ । ଏତେ ଛୋଟ ବୟସ ରୁ ସେ ଏତେ ଚମତ୍କାର ଅଭିନୟ କରିଥିଲେ ଯେ ଆଜି ବି ସେ ଚର୍ଚ୍ଚା ରେ ରହିଛନ୍ତି ।

ତେବେ ଆଧ୍ୟାତ୍ମିକତା ସିରିଏଲ୍ ରେ ଭଗବାନ ଶ୍ରୀକୃଷ୍ଣ ଙ୍କ ଅଭିନୟ କରି ସାରି ଥିବା ଚାଇଲ୍ଡ ଅକ୍ଟ୍ରିସ୍ ଦ୍ରୀତୀ ଭାଟିଆ ବର୍ତ୍ତମାନ ପ୍ରାୟ 14 ବର୍ଷ ର ହୋଇ ସାରିଛନ୍ତି ।ଆଉ ସେ ପିଲା ବେଳ ଭଳି ଏବେ ଖୁବ୍ ସୁନ୍ଦର୍ ମଧ୍ୟ ଦେଖା ଯାଇଛନ୍ତି। ତେବେ ଆପଣ ଙ୍କୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ ଲୋକ ମାନେ ସେହି ସମୟରେ ଦ୍ରିତି ଭାଟିଆ ଙ୍କୁ ଏତେ ଭଲ ପାଉଥିଲେ ଯେ ସେ ତାଙ୍କୁ ସତ ଶ୍ରୀ କୃଷ୍ଣ ଭାବି ନେଇଥିଲେ ଆଉ ଏହି କଥା ର ଖୁଲସ ନିଜେ ଦ୍ରିତି ଭାଟିଆ କରିଥିଲେ ।

ତେବେ ଏହି ସିରିଏଲ ଟିକୁ ରମନନ୍ଦ ସାଗର ଙ୍କ ପୁଅ ମୋତି ସାଗର ଙ୍କ ଦ୍ଵାରା ସ୍ଥାପିତ କରା ଯାଇଥିଲା ଓ ଏହି ଧାରାବାହିକ ରେ ଦ୍ରୀତୀ ଭାଟିଆ ଶ୍ରୀ କୃଷ୍ଣ ଚରିତ୍ର ରେ ଅଭିନୟ କରି ଥିଲେ । ସେ ଏତେ କମ୍ ବୟସ ରୁ ଏତେ ଚମତ୍କାର ଅଭିନୟ ପ୍ରଦର୍ଶନ କରିବେ ବୋଲି କେହି ଭାବି ନଥିଲେ ।

ସେ କେବଳ କୃଷ୍ଣ ଚରିତ୍ର ରେ ନୁହଁ ଇସ୍ ପ୍ୟାର କୁ କ୍ୟ ନାମ ଦୁ ସିରିଏଲ୍ ରେ ଧୃତୀ ଦୋନ୍ତ ୱାରି ଚାଚୁ ଙ୍କ ସହିତ ମଧ୍ୟ ନଜର ଆସିଥିଲେ । ତେବେ ଏବେ ତାଙ୍କୁ ୧୪ ବର୍ଷ ହୋଇ ସାରିଛି ଆଉ ସେ ପିଲା ବେଳ ଭଳି ଖୁବ୍ ସୁନ୍ଦର୍ ଓ ମାସୁମ୍ ଦେଖା ଯାଉଛନ୍ତି । ଆପଣ ମଧ୍ୟ ତାଙ୍କ ଫଟୋ ଦେଖିଲେ ନିଜେ ଜାଣି ପାରିବେ ଯେ ପୂର୍ବ ପରି କେତେ ସୁନ୍ଦର୍ ଦେଖା ଯାଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment