ଭଗବାନ ଏହି ଦୁନିଆଁ କୁ ସୃଷ୍ଟି କରିବା ବେଳେ ମଣିଷ ମଣିଷ ମଧ୍ୟରେ କୌଣସି ଜାତି ,ରଙ୍ଗ , ଧର୍ମ ର ମଣିଷ ଜାତି କୁ ଭାଗ କରି ସୃଷ୍ଟି କରି ନଥିଲେ। ସେ କେବଳ ପୁରୁଷ ଓ ମଣିଷ ଜାତି ଭାବ ରେ ମାନବ ଜାତି କୁ ଦୁଇ ଭାଗ ରେ ଭାଗ କରିଥିଲେ। ମାତ୍ର ଏହି ମଣିଷ ସମାଜ ଭେଦଭାବ ସୃଷ୍ଟି କରିଛି ଆଉ ଜାତି ସୃଷ୍ଟି କରିଛି। ସେହି ଜାତି ଜାତି ମଧ୍ୟରେ ଥିବା ଭେଦଭାବ କୁ ନେଇ କେତେ ପ୍ରକାରର ଘଟଣା ଦୁର୍ଘଟଣା ବିଷୟ ରେ ଆପଣ ଦେଖୁଥିବେ। ତେବେ ବର୍ତ୍ତମାନ ଏହିଭଳି ଏକ ଘଟଣା ବିଷୟରେ ଚାରିଆଡେ ଚର୍ଚ୍ଚା ଚାଲିଛି ଯାହା ବିଷୟ ରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।
ତେବେ ଘଟଣା ଟି କିଛି ଏହିପରି ରହିଛି କି କେତେକ ନିଚ ଜାତି ର ମହିଳା ମାନ ଙ୍କୁ ଅପର ଜାତି ର ଲୋକେ ଅତ୍ୟନ୍ତ ଖରାପ ତଥା ଅଶୀଳ ବ୍ୟବହାର କରିଛନ୍ତି। ତେବେ ମହିଳା ଜଣଙ୍କ କହିଛନ୍ତି କି ସେମାନେ ବର୍ତ୍ତମାନ ନିଜ ଘର ଭିତ ର କୁ ଯାଇ ପାରୁ ନାହାନ୍ତି, ଆଉ ତାଙ୍କ ଜାତି ଭାଇ ଙ୍କୁ ଅଟକାଇ ସେହିପରି ରାତ୍ରି ରେ ସେହି ନିଛଟିଆ ଜାଗା ରେ ରହୁଛନ୍ତି। ଖାଲି ଏତିକି ନୁହେଁ ବରଂ ସେମାନେ ତାଙ୍କୁ ବହୁତ ଅଶୀଳ ଓ ଖରାପ ବ୍ୟବହାର କରୁଛନ୍ତି। ନୀଚ ଜାତି ର ବୋଲି ତାଙ୍କର ମଜାକ ବନାଇ ମଜା ନେଉଛନ୍ତି।
ତେବେ ମହିଳା ଜଣଙ୍କ କହିଛନ୍ତି ଯେ , ଜଣେ ଯୁବକ ତାଙ୍କୁ କହିଛନ୍ତି କି ରାତି ରେ ମଜା ଆସୁ ନାହିଁ, ଦିନ ରେ ଆସ। ଖାଲି ଏତିକି ନୁହେଁ ବରଂ ଜଣେ ବ୍ୟକ୍ତି ସେହି ମହିଳା ଙ୍କ ର ବ୍ଲାଉଜ ଚିରି ଦେଇଛନ୍ତି ଆହୁରି ଖରାପ କଥା ସବୁ କହିଛନ୍ତି। ଜଣେ ମହିଳା ଙ୍କ ପାଇଁ ଅନ୍ୟ ମହିଳା ଙ୍କୁ ମଧ୍ୟ ବାଡ଼ ପିଟା କରିଛନ୍ତି। ତେବେ ଗତ ଦୁଇ ଦିନ ହେବ ସେମାନେ ସେହିପରି ବସିଛନ୍ତି ତାଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ କେହି ନାହାନ୍ତି।ତେବେ ନୀଚ ଜାତି ବୋଲି କଣ ତାଙ୍କୁ ଏହିପରି ବ୍ୟବହାର କରିବ।
ତେବେ ସେମାନ ଙ୍କ ର ଦାବି ରହିଛି କି ମୋଦି ସରକାର ଆସନ୍ତୁ ଆଉ ତାଙ୍କର ଏହି ସମସ୍ୟା କୁ ଶୁଣନ୍ତୁ ଏବଂ ସମାଧାନ ମଧ୍ୟ କରନ୍ତୁ। ନଚେତ ସେମାନେ ଆତ୍ମହତ୍ୟା କରିବେ କାରଣ ଏହିଭଳି ଦେହ ନେଇ ବିନା ନ୍ୟାୟ ରେ ସେମାନେ ତାଙ୍କ ସ୍ୱାମୀ ପାଖକୁ ଯାଇ ପାରିବେ ନାହିଁ। ତାଙ୍କୁ ନୀଚ ଜାତି ବୋଲି ଯେଉଁ ମଜାକ କରି ଦିଆ ଯାଇଛି ତାହାର ଫଳ ସେମାନ ଙ୍କୁ ମିଳିବା ଦରକାର। ତେବେ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେଉଛି ଏବଂ ଲୋକମାନେ ମଧ୍ୟ ଏହାକୁ ସମର୍ଥନ ମଧ୍ୟ କରିଛନ୍ତି। ତେବେ ଆପଣ ମଧ୍ୟ ଶୁଣନ୍ତୁ ଏହି ମହିଳା ଜଣଙ୍କ କଣ କହିଛନ୍ତି ବୋଲି ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।