ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | କିନ୍ତୁ ଅର୍ଚନା ନାଗ ଙ୍କ କଥା ଏବେ ପ୍ରାୟ ଚର୍ଚ୍ଚା ର ବିଷୟ ପାଲଟିଛି | ଆଉ କେଉଁ ଭଳି ଭାବରେ ସ୍ୱାମୀ ଜଗବନ୍ଧୁ ଓ ସ୍ତ୍ରୀ ଅର୍ଚନା ମିଶିକି ଲୋକ ମାନ ଙ୍କୁ ତାଙ୍କର ପ୍ରେମ ଜାଲରେ ଫୋସାଉଥିଲେ ତାହା ମଧ୍ୟ ଆଜି ଜଣା ପଡିଛି | ଆଉ ସବୁଠାରୁ ବଡ଼ କଥା ହେଉଛି ଆଜି ଜଗବନ୍ଧୁ ଙ୍କୁ ପୋଲିସ ଖୋଜି ପାଇଛି ଓ ତାଙ୍କୁ ଥାନା କୁ ମଧ୍ୟ ନେଇଯିବା କଥା ସୂଚନା ମିଳିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଏହି ଘଟଣା ଟି ଉପରେ ଟିକିଏ ନଜର ପକାଇବା |
ତେବେ ମିଳିଥିବା ସୂଚନା ରୁ ଯାହା ଜଣା ପଡିଛି କି ଅର୍ଚନା ନାଗ ଓ ତାଙ୍କ ର ସ୍ୱାମୀ ଙ୍କର କଳା କାରନାମା ଓ ଦେହ ବ୍ୟବସାୟ କରିକି କେଉଁ ଭଳି ଭାବରେ ବଡ଼ ବଡ଼ିଆ ମାନଙ୍କୁ ଫସେଇ ଟଙ୍କା ଲୁଟୁଥିଲେ ସେହି କଥା ଧରା ପଡିବା ପରେ ପୋଲିସ ଅର୍ଚନା ନାଗ ଙ୍କୁ ଗିରଫ କରିଥିଲା ଆଉ ତାଙ୍କୁ ଥାନା ରେ ମଧ୍ୟ ରଖିଥିଲା | କିନ୍ତୁ ସେତିକି ବେଳେ ଖୋସି ଯାଇଥିଲେ ସ୍ୱାମୀ ଜଗବନ୍ଧୁ ଆଉ ତାଙ୍କର କିଛି ବି ପତ୍ତା ମିଳୁ ନଥିବା ବେଳେ, ବର୍ତ୍ତମାନ ତାଙ୍କର ସମସ୍ତ ତଥ୍ୟ ଜଣା ପଡି ଯାଇଛି |
ଆଉ ଯାହା କୁହା ଯାଉଛି କି ଭୁବନେଶ୍ୱର ସ୍ଥିତ ସତ୍ୟବିହାର ନିକଟରେ ତାଙ୍କର ଆଲିସନ ଘର ଭିତରେ ଲୁଚିକି ରହିଥିଲେ ସ୍ୱାମୀ ଜଗବନ୍ଧୁ ବୋଲି ଜଣା ପଡିଛି | ଆଉ ଯାହା କୁହାଯାଉଛି ହନିଟ୍ରାପ ପଛରେ ମାଷ୍ଟର ମାଇଣ୍ଡ ଥିଲା ଅର୍ଚନା ଙ୍କ ସ୍ୱାମୀ ଜଗବନ୍ଧୁ | ତେବେ ଏହି ସବୁ କାମ ଆରମ୍ଭ ହୋଇଥିଲା ଯେତେବେଳେ ଅର୍ଚନା ନାଗ ବିବାହ କରିଥିଲା ଜଗବନ୍ଧୁ ଙ୍କୁ | ତେବେ ବିବାହ ପରେ ଜଗବନ୍ଧୁ ଙ୍କ ମନରେ ଏହିଭଳି ବୁଦ୍ଧ ଆସିଥିଲା ବୋଲି କୁହାଯାଉଛି | ତେବେ ସେ ପ୍ରଥମେ ଧନୀ ଲୋକ ବଡ ବଡ଼ିଆ ବିଲଡର, ବିଜନେସମେନ ମାନଙ୍କର ନା ର ଏକ ତାଲିକା ପ୍ରସ୍ତୁତ କରିଥିଲେ |
ଆଉ ସ୍ୱାମୀ ଙ୍କ କଥା ଅନୁସାରେ ଅର୍ଚନା ମଧ୍ୟ ତାହାକୁ ଫୋଲ କରୁଥିଲେ ଆଉ ସେହି ନା ଅନୁସାରେ ଜଣଙ୍କ ପରେ ଜଣଙ୍କୁ ପ୍ରଥମେ ଫୋନ ରେ ମେସେଜ ତାହା ପରେ କୋଲ କରୁଥିଲେ | ତାହା ପରେ ହନିଟ୍ରାପ ରେ ଫୋସାଉଥିଲେ ବଡ ବଡ଼ିଆ ମାନଙ୍କୁ | ଆଉ ତାଙ୍କ ପାଖରୁ ମୋଟା ଅଙ୍କରେ ଟଙ୍କା ମଧ୍ୟ ଲୁଟିବାକୁ ଲାଗିଥିଲେ ଓ କୋଟି କୋଟି ଟଙ୍କା ରଜଗାର କରି ତାଙ୍କର ଏହି ଭଳି ଭାବରେ ଆଲିସନ ଘର ଉଠାଇଥିଲେ | ଆଉ ବର୍ତ୍ତମାନ ଜଗବନ୍ଧୁ ଧରା ପଡିଛି ପୋଲିସ ମଧ୍ୟ ତାଙ୍କୁ ବାନ୍ଧି ଥାନା କୁ ନେଇ ଯାଇଛି | ଆଉ ଯେଉଁ କଥା ରି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।