ଥାନାରେ ଅଭିନେତ୍ରୀ !! ହଠାତ ଏମିତି କଣ ହେଲା, କଣ ସତରେ ଏମିତି… ଭିଡ଼ିଓ ଦେଖିଲେ ହୋସ ଉଡିଯିବ, ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି ଏକ ନୂଆ ଫ୍ଲିମର ଭିଡିଓ | ଆଉ ଯେଉଁଠି ହିରୋଇନ ଜଣଙ୍କ ବୋଖାଣି ବାକୁ ଲାଗିଛନ୍ତି ତାଙ୍କର ଫ୍ଲିମ ବିଷୟରେ କିଛି ଅଭୁଲା କଥା | ଆଉ ତାହା ବ୍ୟତୀତ ଲଭ ଷ୍ଟୋରୀ କୁ ନେଇକି ହୋଇଥିବା ଏହି ଫ୍ଲିମ ଟି ସମସ୍ତଙ୍କୁ ବେଶ ପସନ୍ଦ ଆସିବ ବୋଲି ସମସ୍ତଙ୍କର ଆଶା ରହିଛି | ଆଉ ଏଠାରେ ଦେଖିବାକୁ ମିଳିଛି କି ହିରୋଇନ ଯାଇକି ପହଞ୍ଚିଯାଇଛନ୍ତି ସୁଟିଂ ସେଟ ରୁ ପୋଲିସ ଷ୍ଟେସନ ରେ ଆଉ ଯାହା ଅଭିନୟ ର ଗୋଟିଏ ପାର୍ଟ ଥିଲା ବୋଲି କୁହାଯାଉଛି | ଆଉ ଯେଉଁଥିରେ ବହୁତ ସୁନ୍ଦର ଭାବରେ ଅଭିନୟ ହୋଇଛି ବୋଲି କହିଛନ୍ତି ହିରୋଇନ ଜଣଙ୍କ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡିଓ ଉପରେ ଆସନ୍ତୁ ନଜର ପକାଇବା |

ଯାହା କୁହାଯାଉଛି କି ଏକ ସମ୍ପୂର୍ଣ୍ଣ ଭିନ୍ନ ଆଉ ନୂଆ ଧରଣର ଏକ ଫ୍ଲିମ ଟି ବର୍ତ୍ତମାନ ରିଲିଜ ହେବାକୁ ଯାଉଛି | ଆଉ ଯେଉଁ ଫ୍ଲିମ. ର ନାଁ ଟି ହେଉଛି “ତୋ ବିନା ” | ଆଉ ଯେଉଁ ଫ୍ଲିମ ରେ ବେଶ ସୁନ୍ଦର ଭାବରେ ତାଙ୍କର ଅଭିନୟ ର ଝଲକ ଦେଖାଇ ସମସ୍ତଙ୍କ ର ମନକୁ କିଣି ନେଇଛନ୍ତି ହିରୋଇନ ଜଣଙ୍କ ବୋଲି କୁହାଯାଉଛି | ତେବେ ଯାହା କୁହାଯାଉଛି କି ଏହି ଫ୍ଲିମ ଟି ହିରୋଇନ ଜଣଙ୍କର ପ୍ରଥମ ଫ୍ଲିମ ଆଉ ଯେଉଁଥିପାଇଁ ସେ ଟିକିଏ ନର୍ଭସ ମଧ୍ୟ ଅଛନ୍ତି କି ନ୍ତୁ ସେ ତାଙ୍କର ବେଷ୍ଟ ଦେବା ପାଇଁ ସବୁବେଳେ ଚେଷ୍ଟା କରିକି ଆସୁଛନ୍ତି ବୋଲି କୁହାଯାଉଛି |

ଆଉ ଏଠାରେ ସେ କହିଛନ୍ତି କି ତାଙ୍କର କ ଆଟିଷ୍ଟ ଭାବରେ କାମ କରିବା ପାଇଁ ଲାଗିଛନ୍ତି ଦେବବ୍ରତ | ଆଉ ନୂଆ ଏକ ଲଭ ସହିତ ରୋମାନ୍ସ ଓ ରୋମାଣ୍ଟିକ ଏକ୍ସନ ଫ୍ଲିମ ଟେ ହୋଇଛି ବୋଲି କହିଛନ୍ତି ହିରୋଇନ ଜଣଙ୍କ ଆଉ ଯେଉଁଠି ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ସୁଟିଂ ଚାଲିଛି | ଆଉ ଯେଉଁଠି କୁହାଯାଉଛି କି ହିରୋଇନ ଜଣଙ୍କ ପୋଲିସ ଷ୍ଟେସନ କୁ ଯାଇଛନ୍ତି ତାଙ୍କର ହିରୋଙ୍କ ନାଁ ରେ ଅଭିଯୋଗ ଦେବା ପାଇଁ | ଆଉଁ ଯାହା ତାଙ୍କ ଫ୍ଲିମ ର ଅଭିନୟ ର ଏକ ଅଂଶ ବୋଲି ମଧ୍ୟ କୁହାଯାଉଛି |

ତେବେ ଏହି ହିରୋଇନ ଜଣଙ୍କ ର ପ୍ରଥମ ଫ୍ଲିମ ହୋଇଥିବାରୁ ରେ ନର୍ଭସ ଅଛନ୍ତି କିନ୍ତୁ ସେ ତାଙ୍କର ଚେଷ୍ଟା ଚଳାଇଛନ୍ତି ଆଉ ଆଗକୁ ଆହୁରି ଭଲ ରେ ଅଭିନୟ କରିବେ ବୋଲି ମଧ୍ୟ କହିବା ପାଇଁ ଲାଗିଛନ୍ତି | ଆଉ ଫ୍ଲିମ ଟିକୁ ଦେଖିବା ପାଇଁ ଦର୍ଶକ ମାନଙ୍କୁ କହିବା ସହିତ ବହୁତ ସାରା ଭଲ ପାଇବା ଦେବା କଥା ମଧ୍ୟ କହିଛନ୍ତି | ଯାହା ବର୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡିଆରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment