ଦେଖନ୍ତୁ EXCLUSIVE ଭିଡ଼ିଓ : ହେ ଭଗବାନ… ଉଦ୍ଧାର କରିବାକୁ ଯାଇ ଜିଅଁନ୍ତା ଜଳିଗଲେ….

ହଁ ଦର୍ଶକ ବନ୍ଧୁ ମୃତ୍ୟୁଯେ କେତେବେଳେ କେଉଁ ମୁହୂର୍ତ୍ତ ରେ ଆସିବ ସେ କଥା କେହି କରିପାରିବେ ନାହିଁ | ରାଜ୍ୟ ର ସଡ଼କ ଦୁର୍ଘଟଣା ଦିନକୁ ଦିନ ବଢିବାରେ ଲାଗିଛି ହେଲେ ଲୋକମାନେ ଏଥି ପ୍ରତି ଦୃଷ୍ଟି ଆକର୍ଷଣ କରୁନାହାନ୍ତି କି ସେମାନେ ସତର୍କ ବି ହେଉନାହାଁନ୍ତି ଯାହା ଫଳ ରେ ଏମିତି ଦିନ କୁ ଦିନ ସଡ଼କ ଦୁର୍ଘଟଣା ବଢିବାରେ ଲାଗିଛି, ଓ ଆଜିର ଯୁବ ପିଢ଼ି ମାନେ ସେମାନଙ୍କ ବହୁତ ଜୋର ରେ ବେପରୁଆ ଗାଡି ଚାଳନା ପାଇଁ ଆଜି ଏମିତି ଦୁର୍ଘଟଣା ମାନ ଦେଖିବାକୁ ମିଳୁଛି |

ଏମିତି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ର ବଡ଼ ପଣ୍ଡୁ ସର ବ୍ରିଜ ଉପରେ, ମିଳିଥିବା ସୂଚନା ଅନୁଯାୟୀ ରାତି ପ୍ରାୟ 1.45 ହବ ପାରାଦ୍ୱୀପ ରୁ ନୟାଗଡ଼ ତେଲ ନେଇ ଫେରୁଥିବା ଟ୍ୟାଙ୍କର, ଦୃତ ଗତିରେ ଯାଉଥିବା ବେଳେ ନୟାଗଡ ସ୍ଥିତ ବଡ ପଣ୍ଡୁ ସର ବ୍ରିଜ ଉପରେ ତାହାର ଭାରସାମ୍ୟ ହରାଇ 100 ଫୁଟ ତଳକୁ ଖୋସିପୋଡିଥିଲା,ଗାଡି ଭିତରେ ରହିଯାଇଥିଲେ, ଡ୍ରାଇଭର ଓ ତାର ହେଲ୍ପର, ଜୀବନ ବଞ୍ଚାଇବାକୁ ଜୋର ରେ ଚିତ୍କାର କରୁଥିଲେ |

ହେଲେ ବହୁତ ସମୟ ଧରି ଆଖ ପାଖରେ କେହି ଉପସ୍ଥିତ ନଥିଲେ, କିଛି ସମୟ ପରେ ସେଇ ରାସ୍ତା 2 ଜଣ ଯୁବକ ସେଇ ରାସ୍ତାରେ ଯାଉଥିଲେ, ଟ୍ୟାଙ୍କର ରେ ଫୋସି ରହିଥିବା ଦୁଇଜଣ ସେମାନେ ଜୀବନ ବଞ୍ଚାଇବାକୁ କରୁଥିବା ଚିତ୍କାର ବ୍ରିଜ ଉପରେ ଥିବା ଯୁବକଙ୍କୁ ଶୁଣା ଯାଇଥିଲା, ଓ ସେମାନେ ଟ୍ୟାଙ୍କରେ ଫୋସି ରହିଥିବା ଡ୍ରାଇଭର ଓ ହେଲ୍ପର ଙ୍କୁ ବଞ୍ଚାଇ ବାକୁ ବ୍ରିଜ ତଳକୁ ଯାଇ ଟ୍ୟାଙ୍କ ରେ ଫୋସି ଥିବା ଦୁଇଜଣ ଙ୍କୁ ବଞ୍ଚାଇ ବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ ହେଲେ କିଏ ଜାଣି ଥିଲା ସମୟର ଖେଳ ମୃତ୍ୟୁ ଯେ ଏମିତି ଟ୍ୟାଙ୍କର ସେମାନଙ୍କୁ ଅପେକ୍ଷା କରିଛି ତାହା କେହି ବି ଜାଣିନଥିଲି |

ମୃତ୍ୟୁ ମୁଖ ରେ ପଡିଥିବା ଡ୍ରାଇଭର ଓ ହେଲ୍ପର ଙ୍କୁ ବଞ୍ଚାଇ ବାକୁ ଯାଇ ସେମାନେ ୨ ଜଣ ମଧ୍ଯ ସେଇ ଟ୍ୟାଙ୍କର ରେ ମୃତ୍ୟୁ ର ମହା ଜାଲ ରେ ଫୋସିଯାଇଥିଲେ,ଯେତେବେଳେ ଏ ଦୁଇ ଜଣ ଟ୍ୟାଙ୍କର ଫୋସିଥିବା ଉଦ୍ଧାର କରିବା ବେଳେ, ଟ୍ୟାଙ୍କର ଟି ହଠାତ ବିସ୍ଫୋରଣ ହେଇଥିଲା ଓ ଘଟଣା ସ୍ଥଳ ରେ ଡ୍ରାଇଭର ଓ ହେଲ୍ପର ଙ୍କ ସମତେ 2 ଜଣ ଉଦ୍ଧାର କାରୀ ମଧ୍ୟ୍ୟ ଜୀୟାନ୍ତ ଜୋଲିଯାଇଥିଲେ, ଘଟଣା ସ୍ଥଳ ରେ ଏମିତି ଅଗ୍ନି କାଣ୍ଡ ଦେଖି ନୟାଗଡ ବାସୀ ବାସୀ ଥରୀ ଉଠିଥିଲେ ରାତି ଅଧ ରେ ଏମିତି ଭୟା ବୋହ ବିସ୍ଫୋରଣ ଯାହା ସମସ୍ତ ଙ୍କୁ ଚକିତ କରିଥିଲା, ତେବେ ଏହା କାହିଁକି ଏମିତି ହେଇଥିଲା ତାହାର ତଦନ୍ତ ଚାଲିଛି ବୋଲି କୁହା ଯାଇଛି, ତାହାଲେ ଦର୍ଶକ ବନ୍ଧୁ ଏହି ଘଟଣା ର ପୁରା ଭିଜୁଆଲ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment