ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ସେହି ଭିଡିଓ ଭିତରେ କେତେକ ଏଭଳି ଭିଡିଓ ଥାଏ ଯାହାକୁ ଦେଖିଲେ ଆମକୁ ଖୁସି ଲାଗୁଥିବା ବେଳେ ଆଉ କେତେକ ଭିଡିଓ ଦେଖିଲେ ଆମ ଆଖିରୁ ମଧ୍ୟ ଲୁହ ଚାଲି ଆସିଥାଏ | ତେବେ ଠିକ ସେହିଭଳି କିଛି ଭିଡିଓ ଦେଖିବାକୁ ମିଳିଛି ଏଠାରେ ଆଉ ଯାହା କୁ ଦେଖିଲେ ଆପଣ ମାନେ ମଧ୍ୟ କାନ୍ଦିଯିବେ | ଆଉ ଯେଉଁଠି କନେଷ୍ଟବଳ ଜଣଙ୍କ ତାଙ୍କର ମା ଙ୍କ ସହିତ କଥା ହେଉଥିବା ସମୟରେ କାନ୍ଦି ପକାଇଛନ୍ତି କାରଣ ଛୋଟ ପର୍ବ ଚାଲିଥିବା ସମୟରେ ତାଙ୍କୁ ଛୁଟି ମିଳିନାହିଁ ବୋଲି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡିଓ ଟି ଉପରେ ଟିକିଏ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ କନେଷ୍ଟବଳ ଜଣଙ୍କ ହେଉଛନ୍ତି କିଶନ ନଗର ଏସପି ଅଫିସରେ କାର୍ଯ୍ୟରତ ଅଜୟ କୁମାର ସିଂ |ଆଉ ଯାହା ଦେଖିବାକୁ ମିଳିଛି କି ଅଜୟ ଛୋଟ ପର୍ବ ପାଇଁ ଡିଉଟି କୁ ବାହାରି ଥିବା ସମୟରେ ରାସ୍ତାରେ ତାଙ୍କର ନାଁ ଫୋନ କରିଥିଲେ ଆଉ ଛୋଟ ପର୍ବ ରେ ଘରକୁ ଯିବା ପାଇଁ ମଧ୍ୟ କହିଥିଲେ | ଆଉ ଘରେ ସମସ୍ତେ ସାଙ୍ଗ ହେଇକି ପର୍ବ ପାଳିବେ ବୋଲି ମଧ୍ୟ କହିଥିଲେ କିନ୍ତୁ ମନା କରି ଦେଇଥିଲେ କନେଷ୍ଟବଳ ଜଣଙ୍କ |
ଆଉ କହିଥିଲେ କି ଛୋଟ ପର୍ବ ପାଇଁ ମେଳା ରେ ଭିଡ଼ ରହିବ ଆଉ ସେଥିପାଇଁ ତାଙ୍କର ଡିଉଟି ଅଛି ଆଉ ସେଥିପାଇଁ ତାଙ୍କୁ ଛୁଟି ମିଳି ପାରିଲା ନାହିଁ ବୋଲି | ଆଉ ଏତିକି କହିବା ସମୟରେ ଅଜୟ ଙ୍କ ଆଖିରୁ ପାଣି ଆସିଯାଇଥିଲା | ଆଉ ସେ ସଙ୍ଗେ ସଙ୍ଗେ ଫୋନ ବି ରଖି ଦେଇଥିଲେ | ଆଉ ଏମିତି ଗୋଟିଏ ପର୍ବ ଯେଉଥିରେ ତାଙ୍କର ପରିବାର ମାନେ ଏକାଠି ହେଇକି ଖୁସି ମଜା କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସେ ନିଜର ଡିଉଟି ରେ ଲାଗିଛନ୍ତି ଆଉ ପରିବାର ସହିତ ଏତେ ବଡ଼ ପର୍ବ ରେ ମଧ୍ୟ ଯୋଗ ଦେଇପାରୁ ନାହାନ୍ତି | ଆଉ ଯାହାକୁ ନେଇକି ସେ ବହୁତ ଦୁଃଖ ପ୍ରକାଶ କରିଥିଲେ ବୋଲି ଜଣା ପଡିଛି |
ଆଉ ଯେଉଁଠି ଦେଶ ସେବା ଆଗରେ ନିଜ ପରିବାରକୁ ମଧ୍ୟ ପଛରେ ପକେଇଛନ୍ତି ଏହି ପୋଲିସ ବାବୁ ଜଣଙ୍କ | ଆଉ ଯେତେବେଳେ ଦେଶ ସାରା ଲୋକ ପର୍ବ ର ମଜା ନେଉଛନ୍ତି ତାଙ୍କର ପରିବାର ସହିତ ମିଶିକି ସେତେବେଳେ ନିଜର ଡିଉଟି କରୁଛନ୍ତି ପୋଲିସ ବାବୁ ମାନେ | ଆଉ ଏଠାରେ ପୋଲିସ ବାବୁଙ୍କ କାନ୍ଦିବା କୁ ଦେଖିକି ଜାଣି ହେଉଛି କି ତାଙ୍କର ମନରେ କେତେ ଦୁଃଖ ରହିଛି ତଥାପି ସେ ଦେଶ ପାଇଁ କାମ କରୁଛନ୍ତି | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡିଆରେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।