UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଗୋଟିଏ ପରିବାରର ୪ ଭାଇ ଭଉଣୀ… ସଂଘର୍ଷର କାହାଣୀ ଶୁଣିଲେ ଗୋଡ ତଳୁ ମାଟି ଖସିଯିବ…

ହଁ ଦର୍ଶକ ବନ୍ଧୁ ବର୍ତ୍ତମାନ ସେସିଆଲ ମିଡ଼ିଆରେ ଏଭଳି ଏକା ଘଟଣା ଭାଇରାଲ ହେଉଛି ଯାହା ବିଷୟରେ ଆପଣ ବି ଦେଖିଲେ ବା ଜାଣିଲେ ସହଜରେ ବିଶ୍ୱାସ କରିପାରିବେ ନାହିଁ | ତେବେ ଆପଣ ମାନଙ୍କ ସମସ୍ତଙ୍କ ମନରେ ଗୋଟିଏ ସନ୍ଦେହ ଆସୁଥିବ କି କଣ ସେ ଘଟଣା ଆଉ ଯାହା ପାଇଁ ସେସିଆଲ ମିଡ଼ିଆରେ ଏତେ ପରିମାଣରେ କଥାଟି ଭାଇରାଲ ହେଉଛି | ତେବେ ଆସନ୍ତୁ ସେମିତି ଏକା ଭାଇରାଲ ଭିଡିଓ ଉପରେ ନଜର ପକାଇବା | ଯୋଉଁ ଭିଡିଓ ରେ ଗୋଟିଏ ପରିବାରରେ 4 ଜଣ ପାଇଛନ୍ତି ସଫଳତା ତାହା ପୁଣି IAS ଏବଂ IPS ପରୀକ୍ଷାରେ | ଆସନ୍ତୁ ତାହେଲେ ସେଭଳି ଏକା ଘଟଣା ବିଷୟରେ ଟିକିଏ ନଜର ପକାଇବା |

ତେବେ ଆପଣ ମାନେ ଜାଣିଥିବେ କି ଆଜିକାଲି ଶିକ୍ଷା ବ୍ୟବସ୍ଥା ର କେତେ ଉନ୍ନତି ଘଟିଲାଣି | ପିଲାମାନଙ୍କର ସେହିଭଳି ଭାବରେ ବୃଦ୍ଧିର ମଧ୍ୟ ବିକାଶ ଘଟୁଛି | ଆଉ ଯୋଉଥିରେ କୌଣସି ପରୀକ୍ଷା ରେ ଉତୀର୍ଣ୍ଣ ହେବାକୁ ହେଲେ ବହୁତ ପରିଶ୍ରମ ମଧ୍ୟ କରିବାକୁ ପଡିଥାଏ | ତେବେ IAS ଏବଂ ଇପ୍ସିତା ଭଳି ପରୀକ୍ଷାରେ ପାସ କରିବା ପାଇଁ ହେଲେ ପିଲାମାନଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଥାଏ | ତାହା ଛଡା ଏହି ପରୀକ୍ଷାରେ ପିଲାମାନେ ବହୁତ କଷ୍ଟ କରିଲା ପରେ ମଧ୍ୟ ପରୀକ୍ଷରେ ପାସ କରିପାରନ୍ତି ନାହିଁ |

ଆଉ କିଏ କିଏ ମଧ୍ୟ ବହୁତ ଥର ଚେଷ୍ଟା କରିଲା ପରେ ପରୀକ୍ଷା ରେ ପାସ ହେଇଥାନ୍ତି |. ତେବେ ବର୍ତ୍ତମାନ ଯେଉଁ ଭିଡିଓ ଟି ଭାଇରାଲ ହେଉଚ୍ଛି ଯାହା ଏହି ପରୀକ୍ଷା କୁ ନେଇକି IAS ଏବଂ IPS ପାଇବା ପାଇଁ ଦେଉଥିବା UPSC ପରୀକ୍ଷା କଥା କୁହାଯାଉଛି | ଆଉ ଯୋଉଠି ଗୋଟିଏ ପରିବାରରେ ଭାଇ ଓ ଭଉଣୀ ମିଶିକି 4 ଜଣା ଏହି ପରୀକ୍ଷା ରେ ପାସ ହେଇଯାଇଛନ୍ତି | ଆଉ ଯେଉଁ ଘଟଣା ତାଙ୍କର ସମଗ୍ର ପରିବାରରେ ଚହଳ ଖେଳାଇ ଦେଇଛି |

ତେବେ ଏଭଳି ଏକା ଘଟଣା ଘଟିଛି ଉତ୍ତରପ୍ରଦେଶ ର ଗୋଟିଏ ପରିବାରରେ, ଆଉ ବାପା ହେଉଛନ୍ତି ଅନିଲ ପ୍ରକାଶ ମିଶ୍ର, ଆଉ ଗୋଟିଏ ଘରେ ଚାରି ଚାରି ଜଣା ପିଲାମାନେ ଙ୍କର ଏହି ଭଳି ସଫଳତା କୁ ଦେଖି ସମସ୍ତଙ୍କ ମନରେ ବେଶ ଆଗ୍ରହ ଉଠିଛି | ଆଉ ଚାରିଜଣ ସମାଜ ସେବାରେ ପୁରାପୁରି ଲାଗି ପଡିଥିବାର ଯାହା ଜଣା ପଡିଛି | ତେବେ ବାପା ଜଣେ ଘରେଇ ବ୍ୟାଙ୍କ ରେ କାମ କରି ନିଜର ପିଲାମାନଙ୍କୁ ପଶିଥିଲେ ଆଉ ପାଠ ପଢାଇବା ଉପରେ ଗୁରୁତ୍ୱ ଦେଇଥିଲେ | ସେମାନଙ୍କ ମଧ୍ୟରୁ ୟାଗେସ ମିଶ୍ର IPS ଅଫିସର, ସେହିଭଳି କ୍ଷମା ମିଶ୍ର IPS ଅଫିସର ବେଳେ ମାଧୁରୀ ମିଶ୍ର ମଧ୍ୟ UPSC ପରୀକ୍ଷା ରେ କୃତକାର୍ଯ୍ୟ ହେଇଥିବା ବେଳେ ସାନ ଭାଇ ମଧ୍ୟ 2015 ରେ କୃତକାର୍ଯ୍ୟ ହେଇଛନ୍ତି | ତେବେ ଗୋଟିଏ ପରିବାର ରେ 4 ଜଣ ଏଭଳି ସଫଳତା ବର୍ତ୍ତମାନ ସେସିଆଲ ମିଡ଼ିଆରେ ଭାଇରାଲ ଵେବରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment