ଉଠ ଅପା ଉଠ…ତ ଭାଇ ଡାକୁଛି.. ରାଜେଶ୍ୱରୀ ( Rajeswari ) ଙ୍କୁ ନିଦରୁ ଉଠେଇବାକୁ ଚେଷ୍ଟା କଲେ ଭାଇ.. ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଆସିଯିବ, ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ବର୍ତ୍ତମାନ ଯୁଆଡେ ଯିବ ସେହି ଗୋଟିଏ ଖବର ଚାରିଆଡେ ଦେଖିବାକୁ ମିଳୁଛି ତାହା ହେଉଛି ରାଜେଶ୍ୱରୀ ଙ୍କ ମୃତ୍ୟୁ ର ଘଟଣା | ତାହା ବ୍ୟତୀତ ରାଜେଶ୍ୱରୀ ଙ୍କ ବିୟୋଗରେ ସାରା ଚଳଚିତ୍ର ଜଗତରେ ଦୁଃଖର ଛାୟା ଖେଳାଇ ଦେଇଛି | ତେବେ ଓଡ଼ିଆ ଚଳଚିତ୍ର ଜଗତର ଜଣେ ସୁନାମ ଧନ୍ୟା , ତଥା ଟେଲି ଜଗତର ଜଣାଶୁଣା ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ର ବିଳମ୍ବିତ ରାତିରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଥିବାରୁ ଘଟଣା ବର୍ତ୍ତମାନ ଚାରି ଆଡେ ଚହଳ ସୃଷ୍ଟି କରିଛି | ତେବେ ଟେଲି ଅଭିନେତ୍ରୀ ରାଜେଶ୍ୱରୀ କର୍କଟ ରୋଗରେ ଆକ୍ରାନ୍ତ ଥିଲେ ଯାହା ପାଇଁ ତାଙ୍କ ମୃତ୍ୟୁ ହେଇଛି ବୋଲି କୁହାଯାଇଛି | ତେବେ ତାଙ୍କର ଏଭଳି ମୃତ୍ୟୁ ସାରା କଳାକାର ଜଗତରେ ଖେଳେଇ ଦେଇଥିଲା ଶୋକ ର ଛାୟା | ତାହା ସହିତ ରାଜେଶ୍ୱରୀ ଙ୍କର ଏପରି ବିୟୋଗ କୁ ବିଶ୍ୱାସ କରିପାରୁନାହାନ୍ତି ତାଙ୍କର ପରିବାର ଲୋକ ସହଜ ରେ |

ଆଉ ଖାଲି ସେତିକି ନୁହଁ ରାଜେଶ୍ୱରୀ ଙ୍କ ବିୟୋଗ ରେ ମିଡ଼ିଆ ଆଗରେ କାନ୍ଦି ପକାଇଛନ୍ତି ତାଙ୍କର ପରିବାର ଲୋକ | ତେବେ ରାଜେଶ୍ୱରୀ ଥିଲେ ଜଣେ ମାନସିକ ଭାବରେ ବହୁତ ଷ୍ଟ୍ରଙ୍ଗ ଲେଡି, ତାଙ୍କୁ ଏତେ ବଡ଼ ଗୋଟିଏ ରୋଗ ହୋଇଥିଲେ ମଧ୍ୟ ସେ କେବେବି ଭାଙ୍ଗି ପଡି ନଥିଲେ | ଆଉ ସମସ୍ତଙ୍କୁ ଜୀବନର ରାସ୍ତାରେ ଆଗେଇଯିବା ପାଇଁ ପ୍ରେରଣା ଦେଉଥିବା ଲୋକ ଯେ ଏପରି ବିୟୋଗ ଘଟିବ ତାହା ଗ୍ରହଣ କରି ହେଉନି | ତେବେ ତାଙ୍କର ବିୟୋଗରେ ପରିବାର ଲୋକଙ୍କ ସହିତ ତାଙ୍କର ସାରା ଚଳଚିତ୍ର ଜଗତରେ ଦୁଃଖର ଛାୟା ଖେଳିଯାଇଛି |

ତେବେ ରାଜେଶ୍ୱରୀ ଙ୍କର ଶବ ଆସି ଯେତେବେଳେ ହସ୍ପିଟାଲ ରୁ ଆସି ଘରେ ପହଞ୍ଚି ଯାଇଥିଲା ଓ ତାଙ୍କର ଅନ୍ତିମ ସତ୍କାର ପାଇଁ ତାଙ୍କୁ ନେବା ପାଇଁ ପ୍ରସ୍ତୁତି ଚାଲିଥିଲା, ଠିକ ସେତିକି ବେଳେ ରାଜେଶ୍ୱରୀ ଙ୍କ ଭାଇ ତାଙ୍କ ପାଖକୁ ଆସିଥିଲେ ଆଉ ଭୋ ଭୋ ହୋଇକି କାନ୍ଦୁଥିଲେ | ଆଉ ତାଙ୍କର ଭାଇ ରାଜେଶ୍ୱରୀ ଙ୍କୁ ଅର୍ଥାତ ତାଙ୍କ ଭଉଣୀ ଙ୍କୁ ଡାକୁଥିଲେ ଆଉ ତାଙ୍କୁ ନିଦରୁ ମଧ୍ୟ ଉଠାଉଥିଲେ | ତେବେ ଭାଇ ଭଉଣୀ ଙ୍କର ସମ୍ପର୍କ ଯେ ଏତେ ନିବିଡ଼ ତାହା ଜଣେ ଭାଇ ହି ଜାଣିଥାଏ |

ଆଉ ଯୋଉଁଥି ପାଇଁ ରାଜେଶ୍ୱରୀ ଙ୍କର ବିୟୋଗ କୁ ସହଜରେ ଗ୍ରହଣ କରି ପାରିନାହାନ୍ତି ତାଙ୍କର ଭାଇ ଆଉ ଭଉଣୀ ଙ୍କ ଶବ ପାଖରେ ବାସି କାନ୍ଦିବାକୁ ଲାଗିଛନ୍ତି | ଆଉ ଭଉଣୀ ଙ୍କୁ ଉଠିବା ପାଇଁ କହୁଛନ୍ତି କିନ୍ତୁ ସେ ଭାଇଙ୍କର ଡାକ ଆଉ ରାଜେଶ୍ୱରୀ ଙ୍କୁ ଶୁଭାଯାଉନି କାରଣ ସେ ସବୁଦିନ ପାଇଁ ଆମକୁ ତଥା ଏହି ଦୁନିଆକୁ ପର କରି ଆର ପାରିକୁ ଚାଲିଯାଇଛନ୍ତି | ତେବେ ରାଜେଶ୍ୱରୀ ଆଉ ତାଙ୍କ ଭାଇଙ୍କ ମଧ୍ୟରେ ଯେ ସମ୍ପର୍କ କେତେ ନିବିଡ ଥିଲା ତାହା ଏହି ଭିଡିଓ କୁ ଦେଖିକି ଜଣା ପଡୁଛି | ଯାହା ସେସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment