OMG ! ଉଠିଯାଅ ଏଠୁ ଏଟା ମୋ ବେଡ଼ ! ଗଦି ଉପରେ ଶୋଇବା ପାଇଁ ମଣିଷ ଓ ହାତୀ ଗଡ଼ାପଡ଼ା… ଦେଖନ୍ତୁ Video

ଅନେକ ସମୟରେ ସୋସିଆଲ ମେଡିଆରେ ଆମେ ଏମିତି କିଛି ଭିଡିଓ ଦେଖିବାକୁ ପାଇଥାଉ ଯାହା ଦେଖିଲେ ଆମକୁ ବହୁତ ଖୁସି ଲାଗିଥାଏ ।ତେବେ ଏମିତି ଫନି ଭିଡିଓ ଯାହା ସମସ୍ତଙ୍କ ଜୀବନରେ ରଙ୍ଗ ଭରିଦିଏ ସେଗୁଡ଼ିକ ଦେଖିବା ପାଇଁ ଲୋକମାନେ ଖୁବ ପସନ୍ଦ କରି ଥାଆନ୍ତି ।ଅସଯୀର ବ୍ୟସ୍ତ ଜୀବନ ଭିତରର ଆମେ ବାସ୍ତବ ଜୀବନକୁ ବଞ୍ଚିବା ଭୁଲି ଯାଇଛୁ ଆଉ ସେହି ସମୟରେ ଏହି ଛୋଟ ଛୋଟ ଭିଡିଓ ଗୁଡିକ ପ୍ରେରଣା ହେଇଥାଏ ନୂଆ କରି ଜୀବନ ବଞ୍ଚିବା ପାଇଁ ।ତେବେ ଆମ ଭିତରେ ବହୁତ ଲୋକ ଅଛନ୍ତି ଲୋକମାନଙ୍କୁ ହସେଇବାକୁ ପସନ୍ଦ କରନ୍ତି କିନ୍ତୁ କରବେ ଭାବିଲେ ଯଦି ଗୋଟିଏ ପଶୁ ଏହି କାମ କରିବ ତ ତାହା କେମିତି ହେଇଥିବ ।

ତେବେ ଆପଣ ସାଧାରଣତଃ ଦେଖିଥିବେ ଛୋଟ ପିଲା ମାନଙ୍କର ଅତି ପ୍ରିୟ ଜିନିଷକୁ କେହି ଛୁଇଁ ଦେଲେ ହିଁ ସେମାନେ ଝଗଡ଼ା କରିବାକୁ ନହେଲେ ତାଙ୍କର ସେହି ଜିନିଷକୁ ନେବାକୁ ଚାଲି ଆସି ଥାଆନ୍ତି ।କିନ୍ତୁ କେବେ କଣ କେହି ପଶୁ ଏମିତି କରିବେ କି, ତେବେ ଶୁଣିଲେ କାହାକୁ ବିଶ୍ୱାସ ହେବ ନାହିଁ ନିଶ୍ଚିତ ତେବେ ଆମର ଏହି ଭିଡିଓ ଟିକୁ ଦେଖିଲେ ବିଶ୍ୱାସ ନିଶ୍ଚିତ ହେଇ ଯିବ ।ତେବେ ଏହି ଏହି ଭିଡ଼ିଓଟିକୁ ଏତେ ଯାଏ ଯିଏ ବି ଦେଖିଛି ସେ ହସି ରହି ନାହିଁ କାରଣ ଭିଡ଼ିଓର ଥିବା ଦୃଶ୍ୟଟି ସେତିକି ମଜାଦାର ଅଟେ ।ତେବେ ବାସ୍ତବରେ କଣ ରହିଛି ଏହି ଭଡ଼ିଓରେ ଆସନ୍ତୁ ଜାଣିବା ।

ଆଜିର ଏହି ଭଡ଼ିଓରେ ଆପଣ ଦେଖି ପାରିବେ ଗୋଟିଏ ହାତୀ ଛୁଆକୁ ଯିଏ ତାର ବେଡ଼ ପାଇଁ ଜଣେ ମଣିଷ ସହ ଝଗଡା କରୁଛି ।ତେବେ ଏହି ଭିଡ଼ିଓ ଏକ ଜଙ୍ଗଲ ଭିତରେ ଦେଖିବାକୁ ମିଳିଛି ସେଠାରେ ଛୋଟ ହାତୀ ସହିତ ତାର ମାଆ ବି ରହିଛି ତେବେ ଛୁଆଟି ତା ମାଆ ପାଖରେ ଥିଲା ଆଉ ବାହାରେ ଗୋଟିଏ ଛୋଟ ସ୍ପଞ୍ଚ ବେଡ଼ ରହିଛି ।ତେବେ ଜଣେ ବ୍ୟକ୍ତି ଏସ୍ସି ସେହି ବେଡ଼ ଉପରେ ଶୋଇ ଯାଉଛନ୍ତି ଏହା ଦେଖି ହାତୀ ଛୁଆଟି ତା ମାଆ ପାଖରୁ ତୁରନ୍ତ ଆସି ସେହି ବ୍ୟକ୍ତିକୁ ନିଜ ଶୁଣ୍ଢରେ ଠେଲିବାକୁ ଲାଗିଛନ୍ତି ।ତେବେ ସେ କହୁଛି ସେଇଟା ତାର ବେଡ଼ ସେ କେବଳ ଶୋଇବ ସେଥିରେ ଆଉ କେହି ନୁହେଁ, ତେଣୁ ତୁ ଉଠ ସେଠାରୁ ।

ଆପଣ ବି ଏହି ଭିଡିଓଟି ଦେଖି ଜାଣି ପାରୁଥିବେ କେମିତି ହାତୀ ଛୁଆଟି ସେହି ବ୍ୟକ୍ତିଙ୍କୁ ଉଠେଇ ବାକୁ ଚେଷ୍ଟା କରୁଛନ୍ତି ।ଆଉ ଶେଷରେ ସେ ସଫଳ ହେଉଛି ଆଉ ନିଜେ ସେହି ବେଡ଼ରେ ଶୋଇ ପଡୁଛି ।ତେବେ ଏହି ଭିଡ଼ିଓରେ ହାତୀ ଛୁଆଟି ଯେଉଁ ଯେଉଁ ହରକତ କରୁଛି ତାହା ଦେଖିଲେ ଆପଣଙ୍କୁ ବିଶ୍ୱାସ ହେବ ନାହିଁ କି କଣ ସତରେ ପଶୁ ମାନେ ବି ଏମିତି କରି ପାରନ୍ତି ।ତେବେ ପଶୁ ମାନଙ୍କ ସହିତ ଆମେ ଯେମିତି ରହିବୁ ସେ ବି ଆମ ସହ ସାଙ୍ଗ ସାଥି ପ୍ରି ବ୍ୟବହାର କରିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment