ଖୁସି ଖବର : ଭ୍ୟାକ୍ସିନ ନେଲେ ମାଗଣାରେ ମିଳିବ ମୋବାଇଲ ଫୋନ୍, ଆଜି ହିଁ କରିବାକୁ ପଡିବ ଏହି କାମ….

0

ଟୀକା ନେଲେ ମିଳିବ ସ୍ମାର୍ଟ ଫୋନ। ଭ୍ୟାକ୍ସିନ ନେଲେ ମାଗଣାରେ ମିଳିବ ମୋବାଇଲ ଫୋନ୍। କରନା ଟୀକା ନେଲେ ଆପଣଙ୍କୁ ମିଳିବ ଏକ ସ୍ମାର୍ଟ ଫୋନ।ଏହି ଖବର ଶୁଣିବା ପରେ ଆପଣ ଙ୍କୁ ଆଶ୍ଚର୍ୟ୍ଯ ଲାଗୁଥିବ ନିଶ୍ଚିତ। କିନ୍ତୁ ଏଥିରେ ଆଶ୍ଚର୍ୟ୍ଯ ହେବାର କିଛି ନାହିଁ। ଏହା ଏକ ସତ ଘଟଣା। ଯଦି ଆପଣ କରନା ଟୀକା କୁ ନେଉଛନ୍ତି ତେବେ ଆପଣଙ୍କୁ ମିଳିବ ଏକ ସ୍ମାର୍ଟ ଫୋନ। ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହିଭଳି କିଛି ପ୍ରସ୍ତୁତି ଚଳାଇଛି ଭୋପାଳ ଜିଲ୍ଲା ପ୍ରଶାସନ।ଆପଣ ମାନେ ସମସ୍ତେ ଜାଣି ପାରୁଥିବେ ଯେ ଭାରତ ବର୍ଷରେ କିପରି କରନା ମହାମାରୀ ସଂକ୍ରମଣ ବା ଏହାର ଦ୍ଵିତୀୟ ଲହର ଉଗ୍ର ରୂପ ଧାରଣ କରିଛି। ଯାହାକୁ ନେଇ ସମସ୍ତେ ଭୟଭୀତ ହୋଇ ପଡିଛନ୍ତି।

ବିଭିନ୍ନ ରାଜ୍ୟରେ ଏହା ଗମ୍ଭୀର ହେବାରେ ଲାଗିଛି।ତେବେ ଅନେକ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ସରକାରଙ୍କୁ ଚିନ୍ତାରେ ପକାଇଛି ଏହି ସଂକ୍ରମଣ ହାରର ବୃଦ୍ଧି। ଆପଣ ଦେଖି ପାରୁଥିବେ କିପରି କରନା ନେଉଛି ଅକାରଣର ଅନେକ ଜୀବନ। ଆଉ ଏବେ ନିଜ ଜୀବନକୁ ବଞ୍ଚାଇବା ପାଇଁ ଯେମିତି ଚାଲିଛି ସବୁଆଡେ ସଂଗ୍ରାମ। ଟିକିଏ ଅମ୍ଳଜାନ ଅଭାବରୁ ଚାଲି ଯାଉଛି ଅକାରଣରେ ଅନେକ ଜୀବନ।ମହାମାରୀ କରନା ଅନେକ ପରିବାରର ଖୁସି କୁ ଛଡେଇ ନେଇ ସାରିଲାଣି। ତେଣୁ କରନା ର କରାଳ କାୟା ରେ କଲବଲ ହେଉଛି ସାରା ଦେଶ।

ଆଉ ଏତିକି ବେଳେ ନିଜ ଜୀବନକୁ ବଞ୍ଚାଇବା ପାଇଁ, ନିଜକୁ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ଚାଲିଛି ସବୁଆଡେ ସଂଗ୍ରାମ।ଅନ୍ୟପକ୍ଷରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପ୍ରଶାସନ ପକ୍ଷରୁ ଅନେକ କଟକଣା ଏବଂ ଉଚିତ୍ ପଦକ୍ଷେପ ମାନ ଗ୍ରହଣ କରା ଯାଉଛି।ଆଉ ଏହି ସମୟରେ ମାସ୍କ ଓ ସାମାଜିକ ଦୂରତା କୁ ଅଧିକ ଗୁରୁତ୍ବ ଦିଆ ଯାଉଥିବା ବେଳେ ସବୁଠାରୁ ବଡ଼ ଅସ୍ତ୍ର ପାଲଟିଛି ଟୀକା କରଣ। କିନ୍ତୁ ଏଥିପାଇଁ ଅନେକ ଇଚ୍ଛା କରୁ ନଥିବା ବେଳେ, ଟୀକା କରଣ ପାଇଁ ଲୋକଙ୍କ ମନରେ ଉତ୍ସାହ ଆଣିବା ପାଇଁ ଭୋପାଳ ଜିଲ୍ଲା ପ୍ରଶାସନ ଏଭଳି ଏକ ନିଆରା ପଦକ୍ଷେପ ଗ୍ରହଣ କରିଛି।

ବିଶେଷ କରି ଯେଉଁଠାରେ ସବୁଠାରୁ କମ୍ ଟୀକା ଦିଆ ଯାଇଛି ସେହି ଅଞ୍ଚଳ ମାନଙ୍କରେ ଏହି ସୁବିଧା ଦିଆଯିବ। ଲୋକଙ୍କୁ ଆକର୍ଷିତ କରିବା ପାଇଁ ଏଭଳି ଏକ ଅଫର୍ ଦିଆ ଯାଇଛି। ବାସ୍ତବ କଥା ହେଉଛି କୌଣସି ଭୁଲ୍ ଧାରଣା ହେତୁ ଟୀକା ନେବା ପାଇଁ ଆଗ୍ରହ ପ୍ରକାଶ କରୁ ନାହାନ୍ତି ଭୋପାଳ ର ଗ୍ରାମାଞ୍ଚଳ ର ଲୋକ। ତେଣୁ ସେମାନଙ୍କ ମନରେ ଏଥିପ୍ରତି ଉତ୍ସାହ ଆଣିବା ପାଇଁ, ସେମାନଙ୍କୁ ଟୀକା କରଣରେ ସାମିଲ୍ କରିବା ପାଇଁ ଏଭଳି ଏକ ଯୋଜନା କରିଛି ଭୋପାଳ ଜିଲ୍ଲା ପ୍ରଶାସନ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।