ଏବେ ଏବେ ଆସିଲା ବଡ ଖବର ! ବଣଭୋଜି କରୁଥିବା ସମୟରେ ବାବୁସାନଙ୍କ ସହ ଏଭଳି ଘଟିଲା ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ…

0

ବର୍ତ୍ତମାନ ର ଦୁନିଆ ହେଉଛି ଇଣ୍ଟରନେଟ ର ଦୁନିଆ।ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ।ତେଣୁ ଏବେ କୌଣସି ଏକ ଘଟଣା ଘଟିଲେ ତାହା ସୋସିଆଲ ମିଡ଼ିଆ ରେ ଖୁବ ଶୀଘ୍ର ଭାଇରାଲ ହୋଇ ଯାଏ।ମାତ୍ର ଏହି ଘଟଣା ଯଦି କୌଣସି ସେଲିବ୍ରେଟି ଙ୍କ ହୋଇ ଥାଏ ତାହେଲେ ତାହା ନିଆଁ ପରି ଭାଇରାଲ ହୋଇ ଥାଏ।

ଓଲିଉଡ,ବଲିଉଡ ଓ ଟିଭି ସୀରିଏଲ ଅଭିନେତ୍ରୀ ଓ ଅଭିନେତା ମାନେ ସବୁ ବେଳେ ନିଜର କାର୍ଯ୍ୟ ପାଇଁ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ଥାଆନ୍ତି।ସେମାନେ କେତେ ବେଳେ ନିଜର ଲଭ୍ ଲାଇଫ ପାଇଁ ତ କେତେ ବେଳେ ନିଜର ନାଚ ଗୀତ ପାଇଁ ।ପୁଣି କେତେବେଳେ ନିଜର ଚଳଚ୍ଚିତ୍ର ପାଇଁ ତ କେତେବେଳେ ନିଜର ଲାଇଫ ଷ୍ଟାଇଲ ଓ ବ୍ୟକ୍ତିଗତ ଜୀବନ ପାଇଁ।ସବୁ ବେଳେ ସେମାନେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚିତ ହୋଇ ଥାନ୍ତି।

ତେବେ ନିକଟ ଅତୀତ ରେ ଏକ ଓଲିଉଡ ଅଭିନେତା ଙ୍କ ର ଲାଇଭ ଭିଡିଓ ସୋସିଆଲ ମିଡିଆ ରେ ପ୍ରବଳ ମାତ୍ରା ରେ ଭାଇରାଲ ହେବା ରେ ଲାଗିଛି।ତେବେ ଅଭିନେତା ଜଣଙ୍କ ଆଉ କେହି ନୁହନ୍ତି ଓଲିଉଡ ର ଚକଲେଟ ବୟ ଅଥବା ବାବୁସାନ ମହାନ୍ତି।

ଏହି ଭିଡ଼ିଓ ରେ ଦେଖିବାକୁ ମିଳୁଛି କି ବାବୁସାନ ତାଙ୍କ ବନ୍ଧୁ ମାନଙ୍କ ସହିତ ମିଶି ଗାଁ ରେ ଥିବା ତାଙ୍କ ପୁରୁଣା ଘରେ ବଣଭୋଜି କରୁଛନ୍ତି।ବାବୁସାନ ତାଙ୍କ ସାଙ୍ଗ ମାନଙ୍କ ସହିତ ମିଶି ବେସ୍ ମଉଜ ମଜଲିସ କରୁଥିବାର ଦେଖିବା ପାଇଁ ମିଳୁଛି ।ଓଲିଉଡ ର ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତି ଏବଂ ଅପରାଜିତା ମହାନ୍ତିଙ୍କ ସୁପୁତ୍ର ହେଉଛନ୍ତି ବାବୁସାନ ମହାନ୍ତି।

ବାବୁସାନ ମହାନ୍ତି ଙ୍କ ପତ୍ନୀ ଙ୍କ ନାମ ହେଉଛି ତୃପ୍ତି ଶତପଥୀ। ତାଙ୍କର ଚମତ୍କାର ଅଭିନୟ ଏବଂ ହାସ୍ୟତ୍ମକ ଡାଇଲଗ ଦ୍ବାରା ସେ ଦର୍ଶକ ମାନଙ୍କ ହୃଦୟରେ ରାଜ କରୁଛନ୍ତି। ଦର୍ଶକ ମାନଙ୍କୁ ଗୋଟେ ପରେ ଗୋଟେ ହିଟ ଚଳଚ୍ଚିତ୍ର ଭେଟି ଦେଉ ଥିବା ସେହି ଅଭିନେତା ଙ୍କୁ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ଦେଇ ଥିଲେ ଓଲିଉଡର କିମ୍ବଦନ୍ତୀ କଳାକାର ହର ପଟ୍ଟନାୟକ। ହର ପଟ୍ଟନାୟକ ହିଁ ବାବୁସାନ ଙ୍କୁ ଷ୍ଟାର ରୁ ସୁପର ଷ୍ଟାର ବନେଇ ଥିଲେ।

ବାବୁସାନ ଙ୍କ ପିତା ଉତ୍ତମ ମହାନ୍ତି ଜଣେ ସୁପର ଷ୍ଟାର ହୋଇ ଥିଲେ ମଧ୍ୟ ବାବୁସାନ ଙ୍କୁ ଓଲିଉଡରେ ଲଞ୍ଚ କରି ଥିଲେ ମହାନ ଅଭିନେତା ହର ପଟ୍ଟନାୟକ। ବାବୁସାନ ଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା ‘ରୋମିଓ ଦି ଲଭର ବୟ’।ଏହି ଚଳଚ୍ଚିତ୍ରରେ ବାବୁସାନ ମୁଖ୍ୟ ଚରିତ୍ରରେ ଅଭିନୟ କରି ଥିଲେ। ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ସେ ପାଖାପାଖି ୪୦ ଟି ଚଳଚ୍ଚିତ୍ରରେ କାମ କରି ସାରିଲେଣି।

ସେ କେବଳ ଚଳଚ୍ଚିତ୍ରରେ ଅଭିନୟ କରନ୍ତି ନାହିଁ ସେ ଚଳଚ୍ଚିତ୍ରରେ ସଙ୍ଗୀତ ମଧ୍ୟ ଗାଇଥାନ୍ତି। ୬ ଜୁଲାଇ ୨୦୧୪ ରେ ସେ ତାଙ୍କର ପିଲାଦିନର ପ୍ରେମିକା ତୃପ୍ତି ଙ୍କୁ ବିବାହ କରି ଥିଲେ। ବାବୁସାନ ଓ ତୃପ୍ତି ପିଲା ଦିନରୁ ଏକାଠି ପାଠ ପଢୁ ଥିଲେ ଏବଂ ସପ୍ତମ ଶ୍ରେଣୀରୁ ସେମାନଙ୍କ ପ୍ରେମ ଆରମ୍ଭ ହୋଇ ଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।