ଦେଖନ୍ତୁ ବାହାଘର ପରେ ସବ୍ୟସାଚୀ ନିଜ ସ୍ତ୍ରୀ ଅର୍ଚିତା ଙ୍କ ସହିତ ବିଦେଶରେ କେମିତି valenta dey ପାଳନ କଲେ – ଦେଖନ୍ତୁ ଭିଡିଓ

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ଅନେକ ସମୟରେ ହିରୋ ଆଉ ହିରୋଇନ ମାନଙ୍କର ଫୋଟ ଆଉ ଭିଡ଼ିଓ ମାନ ମଧ୍ୟ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥାଏ | ତେବେ ବର୍ତ୍ତମାନ ସେହି ଭଳି ଏକ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ଆଉ ତାହା ହେଉଛି ଅଲିଉଡ ର ଜଣା ଶୁଣା ଅଭିନେତା ଆଉ ଅଭିନେତ୍ରୀ ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କର ଭେଲେନଟାଇନ୍ସ ଡେ ସେଲିବ୍ରେସନ ସମୟର କିଛି ଦୃଶ୍ୟ | ଆଉ ଯାହା ସମସ୍ତଙ୍କୁ ବେଶ ପସନ୍ଦ ମଧ୍ୟ ଆସିଛି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଅଲିଉଡ ଇଣ୍ଡୋଷ୍ଟ୍ରି ର ମଷ୍ଟ ଟେଲେଣ୍ଟେଡ ହେଣ୍ଡସମ ହିରୋ ସବ୍ୟସାଚୀ ଙ୍କ ବିଷୟରେ ତ ବେଶ ଭଲ ଭାବରେ ଜାଣିଥିବେ | ନିଜର ଷ୍ଟାଇଲ ଆଉ ସ୍ମାଇଲ ରେ ଓଡିଶା ର ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ସେହି ଚୁଲବୁଲି ଅଭିନେତା ସବ୍ୟସାଚୀ | ତାହା ସହିତ ଓଲିଉଡ଼ ର ଚୁଲବୁଲି ସୁନ୍ଦରୀ ନାୟିକା ମିସ ଇଣ୍ଡିଆ ଅର୍ଚ୍ଚିତା ଙ୍କୁ ଆପଣ ମାନେ ମଧ୍ୟ ବେଶ ଭଲ ଭାବରେ ଜାଣିଥିବେ | ତେବେ ଯାହା କୁହାଯାଉଛି କି ରିଲ ରୁ ଆରମ୍ଭ ହୋଇଥିଲା ସେମାନଙ୍କର ରିଏଲ ଲଭ ଷ୍ଟୋରି | ଆଉ ତାହା ପରେ ଦୁହେଁ ପ୍ରେମ ବନ୍ଧନ ରେ ମଧ୍ୟ ବାନ୍ଧି ହେବା ପରେ ବିବାହ ମଧ୍ୟ କରିଛନ୍ତି |

ତେବେ ଭେଲେନଣ୍ଟାଇନ୍ସ ଉଇକ ର ଆଜି ହେଉଛି ଶେଷ ଦିନ, ଆଉ ଆଜି ହେଉଛି ଭେଲେନଣ୍ଟାଇନ୍ସ ଡେ | ଆଉ ଯାହା ଦେଖିବାକୁ ମିଳିଛି କି ସବ୍ୟ ଆଉ ଅର୍ଚ୍ଚିତା ତାଙ୍କର ଏହି ସ୍ପେଶାଲ ଡେ କୁ ସ୍ପେଶାଲ ୱେ ରେ ସେଲିବ୍ରେସନ କରିଛନ୍ତି | ଆଉ ଯାହା ଦେଖିବାକୁ ମିଳିଛି କି ଦୁଇଜଣ ସାଙ୍ଗ ହୋଇ ବାହାରକୁ ବୁଲିବା ପାଇଁ ମଧ୍ୟ ଯାଇଛନ୍ତି ଆଉ ବେଶ ଖୁସି ରେ ମଜା ଆଉ ମସ୍ତି କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ବୋଲି କୁହାଯାଉଛି | ଆଉ ତାହା ସହିତ ଦୁଇଜଣ ବେଶ ଖୁସି ଥିବାର ମଧ୍ୟ ନଜର ଆସିଛନ୍ତି |

ଭେଲେନଣ୍ଟାଇନ୍ସ ଡେ ରେ ସବ୍ୟ ଆଉ ଅର୍ଚ୍ଚିତା ଙ୍କର ଏକ ଡାନ୍ସ ର ଭିଡ଼ିଓଓ ବୁଲୁଥିବାର ଭିଡ଼ିଓ ମଧ୍ୟ ସାମ୍ନା କୁ ଆସିଛି | ଆଉ ସେମାନେ କେଉଁ ଭଳି ଭାବରେ ରୋମାଣ୍ଟିକ ମୋଡ଼ ରେ ଏନଜୟ କରୁଛନ୍ତି ତାହା ଏହି ଭାଇରାଲ ଭିଡ଼ିଓ ରେ ଜଣା ପଡୁଛି | ତେବେ ସବ୍ୟ ଆଉ ଅର୍ଚ୍ଚିତା ଙ୍କର ଏହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଆଉ ଦର୍ଶକ ମାନେ ମଧ୍ୟ ପସନ୍ଦ କରିଛନ୍ତି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment