ହେଲୋ ! ମୁଁ ସରିତା କହୁଛି, ନିଛାଟିଆ ଯାଗାରେ ମୋତେ ଦୁଇଜଣ ଯୁବକ ବହୁତ ହଇରାଣ କରୁଛନ୍ତି, ଆପଣ ଜଲ୍ଦି ଆସନ୍ତୁ…ଦେଖନ୍ତୁ video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ପୋଲିସ ତାଙ୍କର ଠିକ ଭାବରେ ଡିଉଟି କରୁଛନ୍ତି କି ନାହିଁ ତାହା ଜାଣିବା ପାଇ ମହିଳା ଏସ ପି ଙ୍କର ଥିଲା ଗୋଟିଏ ନିଆରା ପ୍ରୟାସ | ଆଉ ଯାହା ମାଧ୍ୟମରେ ଆମ ଦେଶ ର ସୁରକ୍ଷା ଦାୟିତ୍ୱ ରେ ଥିବା ପୋଲିସ ମାନଙ୍କର କାର୍ଯ୍ୟକୁ ଦେଖୁଥିଲେ ମହିଳା ଏସ ପି ଜଣଙ୍କ | ଆଉ ସେ ଜଣେ ସାଧାରଣ ଝିଅ ହେବାର କଥା କହି ତାଙ୍କୁ କେତେଜଣ ଲୁଟେରା ହଇରାଣ କରାଉଛନ୍ତି ବୋଲି ମଧ୍ୟ କହିଥିଲେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ମହିଳା ଏସ ପି ଜଣଙ୍କ ଆଉ କଣ କରିଥିଲେ ସେ ବିଷୟରେ ଅଧିକ ଜାଣିବା |
ତେବେ ଭାଇରାଲ ହେଉଥିବା ଏହି ଭିଡିଓ ଟିରେ ଦେଖିବାକୁ ମିଳିଛି ମହିଳା ଏସ ପି ଚାରୁ ନିଗମ ଙ୍କର ନିଆରା ଚେଷ୍ଟା ତାଙ୍କର ସ୍ଥାନୀୟ ଅଞ୍ଚଳରେ ପୋଲିସ କର୍ମଚାରୀ ମାନେ ତାଙ୍କର ଡିଉଟି କୁ ଠିକ ଭାବରେ କରୁଛନ୍ତି କି ନାହିଁ ତାହା ଜାଣିବା ପାଇଁ | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ଏସ ପି ଜଣଙ୍କ ମୁହଁରେ ଚୂନରି କୁ ଘୋଡ଼ାଇ ଥିଲେ ଆଉ ସ୍ଥାନୀୟ ଅଞ୍ଚଳରେ ଥିବା ପୋଲିସ ଷ୍ଟେସନ କୁ ଫୋନ କରି ତାଙ୍କୁ ଲୁଟା ଯାଉଥିବାର ର ବାହାନା କରିକି କଥା କହିବାକୁ ଲାଗିଥିଲେ |

ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ଉତ୍ତରପ୍ରଦେଶ ରେ | ଆଉ ଯେଉଁଠି କୁହାଯାଉଛି କି ସରିତା ଚୌହାନ ନାମକ ଝିଅ ବୋଲି ନିଜକୁ ପରିଚୟ ଦେଇଥିଲେ ଏସ ପି ଜଣଙ୍କ | ଆଉ କହିଥିଲେ କି ଦବ୍ୟାପୁର ରୋଡ଼ ରେ ପ୍ଲାଷ୍ଟିକ ସିଟି ନିକଟରେ କିଛି ଲୁଟେରା ଆସିକି ତାଙ୍କୁ ଲୁଟିବାକୁ ଲାଗିଛନ୍ତି ଆଉ ତାଙ୍କୁ ବହୁତ ହଇରାଣ ମଧ୍ୟ କରିବାକୁ ଲାଗିଛନ୍ତି | ଆଉ ଯେଉଁଠି ପାଇଁ ସେମାନେ ପୋଲିସ କଣ୍ଟ୍ରୋଲ ରୁମ କୁ କୋଲ କରିଛନ୍ତି ବୋଲି କୁହାଯାଉଛି | ତେବେ ପୋଲିସ ବାବୁ ମାନଙ୍କୁ ଶୀଘ୍ର ତାଙ୍କ ପାଖକୁ ଆସିବାକୁ ମଧ୍ୟ କହିଥିଲେ ଏସ ପି ଚାରୁ ନିଗମ |


ଆଉ ଯେଉଠି ଦେଖିବାକୁ ମିଳିଥିଲା କି ଫୋନ ଗଲା ପରେ ସଙ୍ଗେ ସଙ୍ଗେ ସ୍ଥାନୀୟ ପୋଲିସ ଷ୍ଟେସନ ରୁ ଓ ଆଉଟ ପୋଷ୍ଟ ପୋଲିସ ଷ୍ଟେସନ ରୁ ପୋଲିସ ମାନେ ଯାଇଥିଲେ | ଆଉ ସେଠାରେ 30 ମିନିଟ ଧରିକି ଲୁଟେରା କୁ ଧରିବା ପାଇଁ ଚେଷ୍ଟା କରିବାକୁ ଲାଗିଥିଲେ | ଆଉ ପରେ ଏସ ପି ଚାରୁ ନିଗମ ମୁହଁ ଦେଖାଇବା ପରେ ପୋଲିସ ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ଆଉ ଏସ ପି ମାଡାମ ଙ୍କର ଏହି ଭଳି କାମ କୁ ସମସ୍ତେ ବେଶ ପ୍ରସଂଶା କରିବାକୁ ଲାଗିଛନ୍ତି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment