ସ୍ତ୍ରୀଙ୍କ ସାଙ୍ଗରେ ଆସିଥିଲୁ ଲିଙ୍ଗରାଜ ମନ୍ଦିର ବୁଲିବାକୁ , ସେଇଠୁ ମା ପୁଅ ହୋଇଗଲେ ଫେରାର… ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଖବର ଆସିଥାଏ ଓ ତାହା ଭାଇରାଲ ମଧ୍ୟ ହୋଇଥାଏ | ଆଉ ଆମେ ଏହି ସୋସିଆଲ ମିଡିଆ ଜରିଆରେ ଅନେକ ସମୟରେ ବହୁତ ଲାଭ ମଧ୍ୟ ପାଇଥାଉ | ତେବେ ସୋସିଆଲ ମିଡିଆରେ ବର୍ତ୍ତମାନ ଏଭଳି ଏକ ଘଟଣା ଭାଇରାଲ ହେଉଛି ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ସନ୍ଦେହ ର ଘେର ଭିତରେ ରହିବେ | ଆଉ ଯେଉଁ ଘଟଣା ଟିରେ କୁହାଯାଉଛି କି ସ୍ତ୍ରୀ ଆଉ 5 ବର୍ଷର ଛୁଆଁ କୁ ନେଇକି ବୁଲି ଆସିଥିଲେ ଲିଙ୍ଗରାଜ ମନ୍ଦିର ଦେଖିବା ପାଇଁ | ଆଉ ସେଠାରେ ସ୍ତ୍ରୀ ଆଉ ପିଲା କୁଆଡେ ହଜି ଯାଇଥିବାର ଦେଖିବାକୁ ମିଳିଛି | ଆଉ ଯାହା ପାଇଁ ସ୍ୱାମୀ ଜଣଙ୍କ ଖୋଜିବାରେ ଲାଗିଛନ୍ତି ସ୍ତ୍ରୀ ଙ୍କୁ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ତେବେ ସୂଚନା ଅନୁସାରେ ସ୍ୱାମୀ ସ୍ତ୍ରୀ ଓ ତାଙ୍କର 5 ବର୍ଷର କୁନି ପୁଅ କୁ ଧରିକି ବୁଲିବା ପାଇଁ ଆସିଥିଲେ ହାଇଦ୍ରାବାଦ ରୁ ଭୁବନେଶ୍ୱର ର ଲିଙ୍ଗରାଜ ମନ୍ଦିରକୁ| ଆଉ ଯେଉଁଠି କୁହାଯାଉଛି କି ସେମାନେ ସ୍ୱାମୀ ଓ ସ୍ତ୍ରୀ ମିଶିକି ସପିଂ ମଧ୍ୟ କରିଥିଲେ ଆଉ 18 ତାରିଖ ଦିନ ଟିକେଟ ମଧ୍ୟ କରିକି ବୁଲିବା ପାଇଁ ଆସିଥିବା କଥା ପ୍ରକାଶ କରିଛନ୍ତି ସ୍ୱାମୀ ଜଣଙ୍କ | ଆଉ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଭଲ ଥିଲା | ତାହା ବ୍ୟତୀତ ଦେଖିବାକୁ ମିଳିଥିଲା କି ସ୍ୱାମୀ ଜଣକ ଙ୍କ ସହିତ ସ୍ତ୍ରୀ ଙ୍କର ହାଇଦ୍ରାବାଦ ରେ ଟିକିଏ ଝଗଡା ହୋଇଥିଲା ତାହା ପରେ ସବୁ ଠିକ ଥିଲା |

ଆଉ ସୂଚନା ଅନୁସାରେ ସେମାନେ ବୁଲି ଆସିଥିଲେ ଲିଙ୍ଗରାଜ ମନ୍ଦିର କୁ ଦେଖିବା ପାଇଁ ଓ ତାହା ବ୍ୟତୀତ ବାଡିଆ ଛକ ରେ ମଧ୍ୟ ସେମାନେ ରହୁଥିବାର ଜଣାଇ ଥିଲେ | ଆଉ ସବୁ କିଛି ଠିକ ଚାଲିଥିବା ବେଳେ ବର୍ତ୍ତମାନ ସ୍ୱାମୀ ଜଣଙ୍କ ଙ୍କ କଥା ଅନୁସାରେ ସେ ଗାଧୋଇବା ପାଇଁ ଯାଇଥିବା ସମୟରେ ସ୍ତ୍ରୀ ଆଉ ତାଙ୍କର 5 ବର୍ଷର ପିଲା ଟି କୁଆଡେ ଚାଲି ଯାଇଥିବାର ଜଣା ପଡିଛି | ଆଉ ବହୁତ ଖୋଜିବା ପରେ ମଧ୍ୟ ତାଙ୍କର ସ୍ତ୍ରୀ ଆଉ ପିଲା ଙ୍କର କୌଣସି ବି ଖବର ପାଇଁ ନାହାନ୍ତି ସ୍ୱାମୀ ଜଣଙ୍କ |

ତେବେ ସ୍ତ୍ରୀ ପୂର୍ବରୁ ସିମେଣ୍ଟ କମ୍ପାନୀ ରେ କାମ କମ କରୁଥିବା କଥା କହିଥିଲେ ସ୍ୱାମୀ |ତେବେ ସ୍ତ୍ରୀ ଙ୍କର ଏହି ଭଳି କାମ ପାଇଁ ଗୋଟିଏ 5 ବର୍ଷ ର ଛୁଆଁ ର ଜୀବନ ନଷ୍ଟ ହେଉଛି ବୋଲି କହିଛନ୍ତି ସ୍ୱାମୀ ଜଣଙ୍କ | ଆଉ ଫୋଟ ଦେଖିବାକୁ ପାଇଁ କହିଛନ୍ତି ଓ ଯିଏ କେହି ବି ତାଙ୍କର ଖବର ପାଇବ ତାହାକୁ ଜଣାଇବା ପାଇଁ ମଧ୍ୟ କୁହାଯାଇଛି ଗଣ ମାଧ୍ୟମ ଜରିଆରେ | ଆଉ ଯାହା ଏବେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment