ଦେଖନ୍ତୁ Live ଭିଡିଓ – ଭାଇରାଲ ହେଲା ଆଦିତ୍ୟଙ୍କ ବାପା ଓ ମା ଏତେଦିନ ପରେ ଖୋଲିଲେ ସମସ୍ତ ଗୁମର କହିଲେ ପୁଅ ମୃତ୍ୟୁ ପାଇଁ ବୋହୁ ହିଁ 1 ନମ୍ବର ଦୋଷୀ…

0

ମାନବ ପ୍ରେମୀ ତଥା ବରିଷ୍ଠ ସମାଜ ସେବୀ ଆଦିତ୍ୟ ଦାସ ଙ୍କ ମୃତ୍ୟୁ କୁ ବହୁତ୍ ଦିନ ହୋଇଗଲେ ମଧ୍ୟ ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠି ପାରି ନାହିଁ । ମିଷ୍ଟ ଭାଷୀ ଓ ଶାନ୍ତ ସ୍ଵଭାବ ର ଥିଲେ ଆଦିତ୍ୟ । ରାଜଧାନୀ ଭୁବନେଶ୍ବର ରେ ସମାଜ ସେବା କ୍ଷେତ୍ର ରେ ତାଙ୍କର ଭଲ ନାମ ମଧ୍ୟ ଥିଲା ।ଆଦିତ୍ୟ ଦାସ ଜଣେ ବହୁତ୍ ଭଲ ମଣିଷ ହେବା ସହିତ ଜଣେ ଭଲ ସମାଜ ସେବୀ ମଧ୍ୟ ଥିଲେ। ବୌଦ୍ଧ ଜିଲ୍ଲା ର ଏକ ଛୋଟ ଗ୍ରାମ ରୁ ଆସି ସେ ବହୁତ୍ କିଛି ବଡ଼ କାମ କରିଛନ୍ତି । ଯାହା ନେତା ରାଜନେତା ମଧ୍ୟ କରି ପାରି ନାହାଁନ୍ତି ।

ସେ ଏତେ ଛୋଟ ଗ୍ରାମ ରୁ ଆସି ଏକ ବୃଦ୍ଧଶ୍ରମ ମଧ୍ୟ ଭୁବନେଶ୍ୱର ରେ କରିଥିଲେ । ଘରେ ଘରେ କଳି ର କାରଣ , ସମାଜ ରେ ଭ୍ରଷ୍ଟାଚାର ର କାରଣ , ଦୁଷ୍କର୍ମ ର କାରଣ ଓ ମୂଳ ମଞ୍ଜି ମଦ କୁ ବିରୋଧ କରୁଥିଲେ । ମଦ ବିରୋଧ ରେ ଆନ୍ଦୋଳନ କରୁଥିଲେ ।

ତେବେ ତାଙ୍କର ମୃତ୍ୟୁ ଏବେ ରହସ୍ୟ ଓ ସନ୍ଦେହ ଘେର ରେ ରହିଛି । ତାଙ୍କୁ ହତ୍ୟା କରାଯାଇ ଅଛି କିମ୍ବା ସେ ଆତ୍ମହତ୍ୟା କରିଛନ୍ତି ଏହା କାହାକୁ ଜଣା ନାହିଁ । ପୋଲିସ୍ ଆଜି ଜାଏ ମଧ୍ୟ ଏହି ବିଷୟ ରେ ତଦନ୍ତ କରୁ ଅଛି। ତେବେ ଏହି ଭିତରେ ଆଦିତ୍ୟ ଙ୍କ ବାପା ମା ମୁହ ଖୋଲିଛନ୍ତି ଓ ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି। ଆଦିତ୍ୟ ଦାସ ଙ୍କ ମୃତ୍ୟୁ ମାମଲା ତଦନ୍ତ ରୁ ପରଦା ଉଠୁ ନଥିବା ବେଳେ ତାଙ୍କ ବାପା ମା ଙ୍କ ବୟାନ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।ତେବେ ସେମାନେ କଣ ବୟାନ ଦେଇଛନ୍ତି ଆସନ୍ତୁ ଜାଣିବା ;

ଆଦିତ୍ୟ ଦାସ ଙ୍କ ବାପା ତାଙ୍କ ପୁଅ ର ମୃତ୍ୟୁ ପାଇଁ ତାଙ୍କ ବୋହୂ ବିଦ୍ୟାଶ୍ରୀ କୁ ଦୋଷୀ ବୋଲି କହିଛନ୍ତି । କହିଛନ୍ତି ଯେ ସେ ହେଉଛନ୍ତି ସେ ଏକ ନମ୍ୱର୍ ରେ ଅଛନ୍ତି ଯିଏ ତାଙ୍କ ପୁଅ କୁ ମାରିଛନ୍ତି । ତେବେ ଜଣାଇ ଦେଉଛୁ ଯେ ଆଦିତ୍ୟ ଦାସ ଙ୍କ ମୃତୁ ହୋଇଥିବା ରାତି ରେ ବିଦ୍ୟାଶ୍ରୀ ବାହାରେ ଥିଲେ ଓ ସେ ହିଁ ପ୍ରଥମେ ପୋଲିସ୍ ଙ୍କୁ ତାଙ୍କ ମୃତ୍ୟୁ ଖବର ଜଣାଇ ଥିଲେ ।

ତାଙ୍କ ସହିତ ଆଦିତ୍ୟ ଙ୍କ ମୃତ୍ୟୁ ମାମଲା ରେ ବଡ଼ ବଡ଼ ଲୋକ ମାନଂକ ର ହାତ ଅଛି ବୋଲି ମଧ୍ୟ ତାଙ୍କ ବାପା ବୟାନ କରିଛନ୍ତି କାରଣ ସେ ଜଣେ ସମାଜ ସେବୀ ଥିଲେ ଓ ଆଗକୁ ସେ ରାଜନୀତି ରେ ପାଦ ଦେବାକୁ ଯାଉଥିଲେ । ଆଦିତ୍ୟ ଦାସ ଙ୍କ ମୃତ୍ୟୁ ମାମଲା କୁ ଦୀର୍ଘ ଦିନ ବିତିଥିଲେ ମଧ୍ୟ ଆଜି ବି ତାଙ୍କ ମୃତ୍ୟୁ ସନ୍ଦେହ ଘେରା ରେ ରହିଛି ।

କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ କରୁଥିଲେ ମଧ୍ୟ ଆଦିତ୍ୟ ଙ୍କ ମର୍ଡର ଏକ ମୀଷ୍ଟ୍ରି ହୋଇ ରହିଛି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।