ଦେଖନ୍ତୁ ଭିଡ଼ିଓ ! ବିଷଧର ନାଗସାପ କିପରି କାଳ ହୋଇ ବସି ରହିଛି ଦ୍ୱାର ମୁହଁରେ, ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ….

0

ଆମର ଏ ପୃଥିବୀରେ ବିଭିନ୍ନ ପ୍ରଜାତି ଏବଂ ଭିନ୍ନ ପ୍ରକାରର ସାପ ଦେଖିବାକୁ ମିଳିଥାଏ।ଅନେକ ସାପ ରହିଥିଲେ ମଧ୍ୟ ଅଜଗର, ଅହିରାଜ, କୋବ୍ରା ଏମାନେ ବହୁତ ଭୟାନକ ଓ ମାରାତ୍ମକ ହୋଇଥାନ୍ତି। ସେମାନଙ୍କୁ ସମସ୍ତେ ଡରି ଛାନିଆ ହୋଇ ଯାଆନ୍ତି। ଏମିତି ରେ ବି ଆପଣ ଦେଖୁଥିବେ ଯେ ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଜୀବଜନ୍ତୁଙ୍କ ଭିଡିଓ ଭାଇରଲ ହେଉଛି।

କେତେବେଳେ ଶିକାର ପାଇଁ ବାଘ ପାହଡ ଉପରୁ ତଳକୁ ଲମ୍ଫ ମାରୁଛି ତ ଆଉ କେତେବେଳେ ସାପ ଓ ନେଉଳ ରାଜରାସ୍ତା ଉପରେ ଲଢେଇ କରୁଛନ୍ତି। କିନ୍ତୁ ବିଷଧର ସାପ ସହିତ ମଣିଷର ଯେଉଁ ଭିଡିଓ ରହିଥାଏ, ତାକୁ ଦେଖିଲେ ଆପଣ ମଣିଷର ସାହସିକତା କୁ ଭଲ ଭାବରେ ବୁଝି ପାରିବେ।

ଏମିତି ରେ ସାପକୁ ପ୍ରାୟତଃ ସଭିଏଁ ଡରି ଥାଆନ୍ତି। ସାପ ଯଦି ବଡ଼ ଓ ଅଧିକ ବିଷଧର ହୋଇଥାଏ ତେବେ ତା ପାଖକୁ ଯିବାକୁ ମଧ୍ୟ ଲୋକେ ଭୟ କରନ୍ତି। କାରଣ ବିଷଧର ସାପ ଯୋଗୁ ଜୀବନ ଯିବାର ବି ବହୁତ୍ ଆଶଙ୍କା ରହିଥାଏ। ତେବେ ସାପ ଏକ ଭୟାନକ ଜୀବ ହେଲେ ମଧ୍ୟ ଏହା ଏକ ଭଗବାନଙ୍କ ସୃଷ୍ଟି ଅଟେ।ଏମିତିରେ ସାପ ବିଷୟରେ ଅନେକ କଥା କୁହାଯିବାର ଶୁଣାଯାଏ।

ଯେମିତି ସାପ କୌଣସି ଜିନିଷ କୁ ଚୋବାଏ ନାହିଁ ଏହା ସିଧା ଗିଲି ଦେଇଥାଏ। ସେହିପରି ସାପ ନିଜ ଆଡୁ କାହାକୁ କ୍ଷତି କରେ ନାହିଁ ଯଦି କେହି ସାପ ସହିତ ବଦମାସୀ କରେ କିମ୍ବା ଲାଗେ ତେବେ ଏହା ଦଂଶନ କରିଥାଏ। ତେବେ ଏମିତି କିଛି ସାପ ରହିଛନ୍ତି ଯେଉଁ ମାନେ ବିନା କାରଣରେ ଅନ୍ୟକ୍ କୁ ଦଂଶନ କରନ୍ତି ଓ କ୍ଷତି ପହଞ୍ଚାଇ ଥାଆନ୍ତି।

ତେବେ ଆସନ୍ତୁ ଆଜିର ଏହି ଲେଖାରେ ଆମେ ସର୍ପ ସମ୍ବନ୍ଧିତ ଖବର ଜାଣିବା, ଯାହାକୁ ଜାଣି ଆପଣମାନେ ମଧ୍ୟ ଅବାକ୍ ହୋଇଯିବେ କାରଣ ଏପରି ଘଟଣା ଦେଖିଲେ ଭୟ ଲାଗିବା ସ୍ୱାଭାବିକ।ଏଠାରେ ଯେଉଁ ଭିଡିଓ ବିଷୟରେ ଆମେ କହୁଛୁ ସେଠାରେ ଗୋଟିଏ ବିଷଧର ନାଗ ସାପ କୁ ଜଣେ ସାପ ଧରାଳି କିପରି ଧରୁଛନ୍ତୀ।ଏହି ଘଟଣାଟି ହେଉଛି ଜନପୂର ସହରର ବୋବରାଖାଁ ଅଞ୍ଚଳର।ସେଠାରେ ଏକ ଘର ଭିତରକୁ ଖାଦ୍ୟ ସନ୍ଧାନରେ ସାପଟି ପଶି ଆସିଥିଲା।ଏହାପରେ ଏକ ବେଙ୍ଗ କୁ ମଧ୍ୟ ସେ ଖାଇ ଦେଇଛି ଯାହା ତାର ଶରୀରରୁ ଜଣା ପଡୁଛି।ସେ ଭୟ କରି ସେଠାରୁ ଆଉ ବାହାରକୁ ଯାଇ ନପାରି ସେଠାରେ ଭିତରେ ରହି ଯାଇଛି।

ସ୍ନେକ୍ ହେଲ୍ପ ଲାଇନ କୁ କଲ୍ କରିବା ପରେ ଏହି ଏକ୍ସପାର୍ଟ ଜଣଙ୍କ ଆସି ସାପକୁ କୌଶଳ କ୍ରମେ ଧରିଥିଲେ ତାକୁ କୌଣସି ଆଘାତ ନଦେଇ ଆଉ ସାପ ମଧ୍ୟ ଆସିଥିଲା ତାଙ୍କୁ କ୍ଷତି ନପହଞ୍ଚାଇ। ଶେଷରେ ସେ ସାପଟିକୁ ଏକ ବଡ଼ ଡବା ରେ ପୁରାଇ ସେଥିରେ କିଛି କଣା କରି ତାକୁ ସେଠାରୁ ସୁରକ୍ଷିତ ଭାବରେ ନେଇ ଯାଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।