ଦେଖନ୍ତୁ Shocking ଭିଡ଼ିଓ : ଭିଡିଓ ଟି ଦେଖିସାରିଲା ପରେ ହୁଏତ ଆପଣଙ୍କ ମୁଣ୍ଡ କିଛି କାମ କରିବନି…..60 ଲକ୍ଷରୁ ଅଧିକ ଲୋକ ଦେଖିସାରିଲେନି…

0

ସମାଜରେ ପ୍ରତିଦିନ କିଛି ନା କିଛି ଘଟଣା ନିଶ୍ଚୟ ଘଟୁଛି , କିନ୍ତୁ ଏମିତି କିଛି ଘଟଣା ଆମ ସାମ୍ନାକୁ ଆସିଥାଏ ଯାହା ଆମକୁ ଅନ୍ୟ ଦିଗ ପ୍ରତି ଇଙ୍ଗିତ କରିଥାଏ । ବର୍ତ୍ତମାନ ସମୟରେ ଯେକୌଣସି ସ୍ଥାନରେ ଯାହା କିଛି ଘଟିଲେ ସୋସିଆଲ ମିଡିଆ ଜରିଆରେ ଜାଣି ପାରୁଛନ୍ତି । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିବା ମାତ୍ରେ ହିଁ ଆପଣ ମାନେ ବିଶ୍ୱାସ କରିପାରିବେ ନାହିଁ ଏବଂ ପ୍ରତିକ୍ରିୟାଶୀଳ ହୋଇ ଉଠିବେ । ତେବେ ଆସନ୍ତୁ ଜାଣିବା ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ।

ସୂଚନା ଅନୁସାରେ ଝାଡଖଣ୍ଡରେ ଘଟିଥିବା ଏହି ଘଟଣାରେ ଜଣେ ପୋଲିସ ବାବୁଙ୍କର ଅସଦାଚରଣର ଚିତ୍ର ସାମ୍ନାକୁ ଆସିଛି , ଯାହା ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି । ପୋଲିସ ତାର ସମସ୍ତ ନିତୀ ନିୟମକୁ ଭୁଲି ଏମିତି ଏକ ଆଇନ ସଙ୍ଗତ କାର୍ଯ୍ୟ କରୁଛି । ତେବେ ଭିଡିଓ ରେ ଆପଣ ମାନେ ଦେଖିପାରୁଥିବେ ଯୁବତୀଙ୍କ କିପରି ଅଣ୍ଟାରେ ଦୌଡି ଭିଡେଇ ଥାନା କୁ ନିଆଯାଉଛି । ହୁଏତ ଆପଣ ମାନେ ଏହା ପ୍ରଥମଥର ଶୁଣିଥାଇ ପାରନ୍ତି , ପୋଲିସ ବାବୁଙ୍କର ଗିରଫ କରିବାର ଏ ନୂଆ ତାରିକା ସମସ୍ତଙ୍କ ସାମ୍ନାକୁ ଆସିଛି ।

ତେବେ ଘଟଣାଟି ହେଉଛି ଝାଡଖଣ୍ଡର , ଗିରଫ ହୋଇ ଯାଉଥିବା ଯୁବତୀଙ୍କ ନା ହେଉଛି ଅପର୍ଣ୍ଣ । ଅପଣ୍ଣାଙ୍କ ପରିବାର ଲୋକଙ୍କ ନା ରେ ଯୌତୁକ ନିର୍ଯାତନାର ଅଭିଯୋଗ ରହିଥିଲା । ପୋଲିସ ଯୌତୁକ ମାଗିବାର ଅଭିଯୋଗ ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚିଥିଲା । ପୋଲିସ ଆସିବା ଖବର ପାଇଁ ଅପର୍ଣ୍ଣାଙ୍କ ପରିବାର ଲୋକେ ଡରରେ ପଡୋଶୀ ଘରେ ଲୁଚି ଯାଇଥିଲେ । କିନ୍ତୁ ଘରେଏକାକୀ ରହି ଯାଇଥିଲେ ଅପର୍ଣ୍ଣା । ଏଭଳି ପରିସ୍ଥିତି ଦେଖି ପୋଲିସ ବାବୁ ରାଗି ଯାଇ ଅପର୍ଣ୍ଣାକୁ ଅଣ୍ଟାରେ ଦୌଡି ଭିଡାଇ ସମସ୍ତଙ୍କ ସାମ୍ନାରେ ଘୋଷାରି ଘୋଷାରି ନେଇଯାଇଥିଲେ ।

ପରେ ତାଙ୍କର ଏକ ହସ୍ପିଟାଲରେ ମେଡିକାଲ ଟେଷ୍ଟ ମଧ୍ୟ କରାଯାଇଥିଲା ଏବଂ ପରେ ରେଲୱେ ଷ୍ଟେସନ ମଧ୍ୟ ନିଆଯାଇଥିଲା । ତେବେ ଆପଣ ମାନେ ଟିକିଏ ଭାବନ୍ତୁ ଭୁଲ ଯାହାର ବା ହେଉନା କାହିଁକି ଆଇନ ଯେଉଁ ଭଳି କାର୍ଯ୍ୟ କରିଛି ତାହା କେତେ ଦୂର ଠିକ୍ । ଆଇନ ର ନିୟମ ଅନୁସାରେ ହାତକଡି ଲଗାଇ ନେଇଥାନ୍ତି , କିନ୍ତୁ ଏଠାରେ ଦୌଡି ବାନ୍ଧି ନିଆଯାଉଛି ।

ପୋଲିସ ତାର ମନ ମର୍ଯିରେ କାର୍ଯ୍ୟ କରି ଚାଲିଛି । ତେବେ ଏହି ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓ ଭାଇରାଲ ହେବା ପରେ ପୋଲିସ ବାବୁଙ୍କୁ ଏପରି ହରକତ ଦେଖି ସାଧାରଣ ଲୋକମାନେ ବହୁତ କ୍ରୋଧିତ ହେବା ସହିତ କମେଣ୍ଟ ମଧ୍ୟ କରିଛନ୍ତି । ଏପରି ମନମର୍ଯିରେ କାର୍ଯ୍ୟ କରୁଥିବା ପୋଲିସ ବାବୁଙ୍କୁ ନିନ୍ଦା ମଧ୍ୟ କରାଯାଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।