ଦେଖନ୍ତୁ ଭିଡ଼ିଓ – ମୃତ୍ୟୁର Live ଦୃଶ୍ୟ ! ଭିଡ଼ିଓଟି ଦେଖିଲେ ଗୋଡ ତଳୁ ମାଟି ଖସି ଯିବ ଥରୁଟିଏ ନିଶ୍ଚୟ ଦେଖନ୍ତୁ ଭିଡ଼ିଓ ଟିକୁ

0

ଜନ୍ମ ଅଛି ତୋ ମୃତ୍ୟୁ ଅଛି, କିନ୍ତୁ ମୃତ୍ୟୁ କାହାକୁ କେତେବେଳେ କବଳିତ କରିବ ତାହା କେହି କହି ପାରିବେ ନାହିଁ। ଆପଣ ମାନେ ସମସ୍ତେ ସାରୁ ପତ୍ରରେ ପାଣି ଢଳ ଢଳ ପାଣିକୁ ଦେଖିଥିବେ। ଠିକ ସେହିପରି ମନୁଷ୍ୟ ଜୀବନ ମଧ୍ୟ ଠିକ ସାରୁ ପତ୍ରର ଥିବା ପାଣି ସଦୃଶ। ମୃତ୍ୟୁ କେତେବେଳେ କାହାକୁ କବଳିତ କରିବ ତାହା କେହି କହିପାରିବେ ନାହିଁ। ଯଦି ନିଜ ଲୋକ କେହି ଆମ ଗହଣରୁ ଚାଲିଯାଏ ତାହା ଆମକୁ ଅନେକ କଷ୍ଟ ଦେଇଥାଏ।

କାରଣ ନିଜ ଲୋକଙ୍କ ମୃତ୍ୟୁ ସହିବା ଭାରି କଷ୍ଟ ହୋଇଥାଏ। ଏହି ମୃତ୍ୟୁ କୁ ନେଇ ବେଳେ ବେଳେ ଏଭଳି କିଛି ଖବର ଶୁଣିବା ପାଇଁ କିମ୍ୱା ଦୃଶ୍ୟ ଦେଖିବା ପାଇଁ ମିଳିଥାଏ। ଯାହାକୁ ଦେଖିଲା ପରେ ଆମେ ନିଜର ଲୁହକୁ ଆୟତ୍ତ କରିବା ଅସମ୍ଭବ ହୋଇପଡେ। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଦୁଃଖଦ ଘଟଣା ସିସିଟିଭି ରେ କଏଦ ହୋଇଛି। ଏଭଳି ଘଟଣା ହୁଏତ ଆଗରୁ କେବେବି ଦେଖିନଥିବେ। ବାସ୍ତବରେ ଆପଣ ମାନେ ଦୃଘଟଣାଟି ଦେଖିବା ପରେ ଭୟଭୀତ ହୋଇଯିବେ। ସୂଚନା ଅନୁସାରେ ଏକ ସିସିଟିଭି ଭିଡ଼ିଓ ମୋବାଇଲ ରୁ ମୋବାଇଲ ଘୁରିବୁଲୁଛି।

ଯେଉଁ ଥିରେ ଏକ ମାଲ ବୋଝେଇ ଟ୍ରକ ପେଟ୍ରୋଲ ପମ୍ପ ସାମ୍ନାରେ ଠିଆ ହୋଇଥିଲା। ଏହାପରେ ଟ୍ରକ ବୁଲେଇବା ପାଇଁ ଚେଷ୍ଟା କଲେ। ପଛରେ ଏକ ବାଇକ ଆରୋହି ଆସୁଥିଲେ। ବାଇକ ପଛରେ ଅନ୍ୟ ଜଣେ ମଧ୍ୟ ବସି ଥିବାର ମଧ୍ୟ ଦେଖିବା ପାଇଁ ପାଇଥିଲେ। ଟ୍ରକ ପଛରେ ଆସି ପିଟି ହୋଇଥିଲା। ତେବେ ସେମାନେ କିଛି ଦୂର ରେ ଛିଟିକି ହୋଇ ପଡ଼ିଥିଲେ। ତେବେ ଘଟଣା ସ୍ଥଳରେ ହିଁ ଚାଲିଗଲା ବାଇକ ଡ୍ରାଇଭରଙ୍କ ଜୀବନ। ଏବଂ ପଛରେ ଯେଉଁ ବ୍ୟକ୍ତି ବସିଥିଲେ ସେ ବଂଚିଯାଇଥିଲେ। ହେଲେ ସେ ଗୁରୁତର ଭାବରେ ଆଘାତ ପାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲ ନିଆଯାଇଥିଲା। ଯେଉଁ ବାଇକ ଡ୍ରାଇଭର ବାଇକ ଚଳାଉ ଥିଲେ। ତାଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇଲେ। ପୋଲିସ ମଧ୍ୟ ତଦନ୍ତ ଜାରି ରଖିଛନ୍ତି।

ତେବେ ବନ୍ଧୁଗଣ ଏଭଳି ଏକ ଘଟଣା ନବରଙ୍ଗପୁର ଜିଲ୍ଲାର ଡ଼ାବୁଙ୍ଗା ଥାନା ଅଞ୍ଚଳରେ ଦେଖିବା ପାଇଁ ମିଳିଛି। ତେବେ ବନ୍ଧୁଗଣ ଏଥିରେ ଟ୍ରକ ଡ୍ରାଇଭର ଦୋଷ ନଥିବା ଜଣା ପଡୁଛି। ବାଇକ ଆସି ସିଧାସଳଖ ପିଟି ହୋଇଥିଲା। ଏବଂ ଘଟଣା ସ୍ଥଳରେ ଡ୍ରାଇଭର ଙ୍କ ମୃତ୍ୟୁ ହୋଇଥିଲା। ଏଭଳି ଘଟଣା ସେଠାରେ ସିସିଟିଭି କଏଦ ହୋଇଛି। ଯାହା ମୋବାଇଲରୁ ମୋବାଇଲ ଘୁରିବୁଲୁଛି ବୁଲୁଛି। ତେବେ ବନ୍ଧୁଗଣ ଏଭଳି ଘଟଣା ଦେଖିବା ପରେ ଲୋକ ମାନେ ବହୁତ ମନ ଦୁଃଖ କରୁଛନ୍ତି। ଯାହାବି ହେଉ ସିସିଟିଭି ଥିଲା ବୋଲି ଏଭଳି ଦୃଶ୍ୟ କଏଦ ହେଲା। ଆମର ମଧ୍ୟ ଭଗବାନଙ୍କ ନିକଟରେ ଏତିକି ପ୍ରାଥନା ଯେ ତାଙ୍କ ଆତ୍ମାକୁ ଭଗବାନ ଶାନ୍ତି ଦିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।