ଦେଖନ୍ତୁ ଭିଡ଼ିଓ : ଭିଡ଼ିଓ ଭାଇରାଲ ପରେ ଲୁଚି କରୁଥିଲେ ଏମିତି…..

0

ବର୍ତ୍ତମାନ ପ୍ରତିଦିନ ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଡକାୟତ, ମାଡ଼ପିଟ ଓ ଚୋରି ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ସମାଜରେ ମନୁଷ୍ୟ ପଶୁ ଓ ହିଂସ୍ର ଭଳି ବ୍ୟବହାର କରୁଛି। ଛୋଟ ଛୁଆଠୁ ଆରମ୍ଭ ଆରମ୍ଭ କରି ବଡ ପିଲା ପର୍ଯ୍ୟନ୍ତ କାହାରିକୁ ମଧ୍ୟ ଛାଡୁ ନାହିଁ। ସମାଜରେ ମନୁଷ୍ୟ ମାନେ କାହାରିକୁ ଖାତିର କରୁ ନାହାନ୍ତ। ସେମାନେ ଭାବୁଛନ୍ତି ଯେ ଆଇନ ତାଙ୍କ ହାତରେ ବୋଲି ସେଥିପାଇଁ,ସେମାନେ ଆଇନ କୁ ମଧ୍ୟ ଡରୁ ନାହାନ୍ତି। ସମାଜରେ ମନୁଷ୍ୟ ମାନେ ସବୁବେଳେ ସୁଯୋଗ ର ଅପେକ୍ଷାରେ ରହି ଥାଆନ୍ତି, ଯେତେବେଳେ ଯେଉଁ ସୁଯୋଗ ମିଳେ ତାକୁ ହାସଲ କରି ବସନ୍ତି। ମାଡ଼ ପିଟ ଓ ଚୋରି ଏହି ସବୁ କାର୍ଯ୍ୟ ନିନ୍ଦନୀୟ କାର୍ଯ୍ୟ ଅଟେ। ଏହି ସବୁ କାର୍ଯ୍ୟ କରିବା ଦ୍ୱାରା ସମାଜ କୁ ଏକ ଖରାପ ପ୍ରଭାବ ପକାଉଛି।

ଏହା ପ୍ରଭାବ ପକାଇବା ଦ୍ୱାରା ପରିବେଶ ମଧ୍ୟ ଖରାପ ଆଡକୁ ଗତି କରିବାକୁ ଲାଗିଲାଣି। ସମାଜ ବିଶୃଙ୍ଖଳା ଆଡକୁ ବହୁତ ମଧ୍ୟ ଗତି କରୁଛି। ପ୍ରତିଦିନ ସୋସିଆଲ ମିଡିଆରେ ଏଭଳି ଘଟଣା ଦେଖିବା ପାଇଁ ମିଳି ଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ନିନ୍ଦା ମଧ୍ୟ କରିବେ। ତେବେ ଘଟଣାଟି ହେଉଛି,ଜଣେ ଯୁବକକୁ ଗ୍ରାମ ବାସୀ ମାନେ ତାକୁ ଚୋର କହି ଇଲାକ୍ଟ୍ରି ଖୁଣ୍ଟରେ ବାନ୍ଧି ଖୁବ ଜୋରରେ ମାଡ଼ ମାଡି ଥିବାର ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁଯାୟୀ,ଚୋରି କରିଥିବା ଅଭିଯୋଗରେ ଜଣେ ଯୁବକ ବିଶ୍ୱଜିତ ଖମାରି ବା ବିକି ନାମକ ଜଣେ ଯୁବକକୁ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ଖୁବ ଜୋରରେ ସ୍ଥାନୀୟ ଲୋକ ବା ଗ୍ରାମବାସୀ ମାନେ ମାଡ଼ ମାରିଥିଲେ। ମାଡ଼ ମାରିଥିବା ଯୁବକ ଜଣଙ୍କୁ, ୨ ଜଣ ବ୍ୟକ୍ତି ଧରା ପଡିଛନ୍ତି। ତେବେ ଏହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ, ପୋଲିସ ସେମାନଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

ତେବେ ସେ ହେଉଛନ୍ତି ବିଜୁ ବେହେରା ଓ ହେମନ୍ତ ସାମଲ, ସେହି ଦୁଇ ଜଣଙ୍କୁ ବାରିପଦା ଟାଉନ ଥାନା ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ଦୁଇ ଜଣଙ୍କୁ ଗିରଫ କରିବା ସହ ତାଙ୍କୁ କୋର୍ଟ ଚାଲନା କରିଛନ୍ତି। ବର୍ତ୍ତମାନ ଏହି ଘଟଣା ସୋସିଆଲ ମିଡିଆରେ ବହୁତ ଜୋରରେ ଭାଇରଲ ହେବାରେ ଲାଗିଛି। ବନ୍ଧୁଗଣ ଆମର ଆପଣମାନଙ୍କୁ ଗୋଟିଏ ଅନୁରୋଧ ଦୟାକରି ଆପଣ ମାନେ ଆଇନକୁ ହାତକୁ ନିଅନ୍ତୁ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।