EXCLUSIVE : ଭିଡ଼ିଓ କଲରେ ମୋ ସ୍ତ୍ରୀକୁ ଶାଢ଼ୀ ଖୋଲିବାକୁ କହୁଥିଲା ମୋ ସାଙ୍ଗ, ଆଜି ତାକୁ ସବୁଦିନ ପାଇଁ ଶୁଆଇ.. ଦେଖନ୍ତୁ Video

0

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ଏପରି ଏକ ଘଟଣା ଭାଇରାଲ ହେବାକୁ ଲାଗିଛି ଯାହାକୁ ଦେଖିଲେ ଆପଣ ବି ଜାଣି ପାରିବେ କି ପରକ୍ରିୟାକିର୍ତ୍ତୀ କେତେ କଷ୍ଟ ଦାୟକ ହୋଇଥାଏ | ତେବେ ଆପଣ ମାନେ ତ ଜାଣି ଥିବେ କି ଆଜି କାଲିର ସଂସାରରେ ଲୋକ ମାନେ ଲଜ୍ୟାକୁ ଛାଡି ଦେଇ ସାରିଲେଣି | ଆଉ ଯାହା ସାଙ୍ଗରେ ପାରୁଛନ୍ତି ପ୍ରେମ ସମ୍ପର୍କ କରୁଛନ୍ତି | ଆଉ ସେଥିପାଇଁ ନିଜ ଲୋକଙ୍କୁ ମଧ୍ୟ ଦେଉଛନ୍ତି ଧୋକା | ତେବେ ସେହି ଭଳି ଏକ ପ୍ରେମ ସମ୍ପର୍କ କୁ ନେଉକି ହେଉଛି ହତ୍ୟା | ତାହା ପୁଣି ଜଣେ ସାଙ୍ଗ କରୁଛନ୍ତି ଆଉ ଜଣେ ସାଙ୍ଗକୁ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଯାହା ଜଣା ପଡିଛି କି ଜଣେ ସାଙ୍ଗ ହେଇକି ଆଉ ଜଣେ ସାଙ୍ଗକୁ ଦେଇଛନ୍ତି ଧୋକା | ଆଉ ସେ କହିଛନ୍ତି କି ସାଙ୍ଗ ହିସାବରେ ମୁଁ ତାକୁ ବହୁତ ବିଶ୍ୱାସ କରୁଥିଲି କିନ୍ତୁ ସେ ମୋ ବିଶ୍ୱାସ ରେ ବିଷ ଦେଲା | ଆଉ ଏବେ ମୋ ସ୍ତ୍ରୀ ଙ୍କ ପାଖକୁ ଭିଡିଓ କଲ କରିକି କହୁଛି ଶାଡୀ ଖୋଲିବା ପାଇଁ | ଆଉ ସେ କହିଛନ୍ତି କି ତାଙ୍କ ସାଙ୍ଗ ମଧ୍ୟ ତାଙ୍କ ଘରକୁ ଆସୁଥିଲେ ଆଉ ଘଣ୍ଟା ଘଣ୍ଟା ତାଙ୍କର ସ୍ତ୍ରୀ ଙ୍କ ସହିତ କୋପୁଥିଲେ, ଆଉ ସ୍ୱାମୀ ହୋଇକି କେତେ ଆଉ ସହିଥାନ୍ତେ ସେ | ନା ତାଙ୍କ ସାଙ୍ଗ ତାଙ୍କ କଥାକୁ ଶୁଣିଥିଲେ ନା ତାଙ୍କର ସ୍ତ୍ରୀ |

ତେବେ ତାଙ୍କର ସ୍ତ୍ରୀ ଙ୍କୁ ସେ ସାତ ଜନ୍ମ ପାଇଁ ସାଥି ହେବାର କଥା ଦେଇଥିଲେ | ତେଣୁ ତାଙ୍କୁ ତ ମାରି ପାରିବେ ନାହିଁ, ଆଉ ଯୋଉଁଥିପାଇଁ ଶେଷରେ ସେ ତାଙ୍କର ସାଙ୍ଗକୁ ମାରିଦେଲେ, ତାଙ୍କର ସ୍ତ୍ରୀ ଙ୍କ ସହିତ ସଉଥିଲେ ସେ ତେଣୁ ତାଙ୍କୁ ସବୁ ଦିନ ପାଇଁ ଶୁଆଇଦେଲେ ତାଙ୍କର ସାଙ୍ଗ | ହଁ ଦର୍ଶକ ବନ୍ଧୁ ତାହେଲେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି | ତେବେ ଯାହା ଜଣା ପଡିଛି କି ପରକ୍ରିୟା ପ୍ରୀତି କୁ ନେଇକି ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି | ଆଉ ଜଣେ ସାଙ୍ଗ ନେଇଛନ୍ତି ଆଉ ଜଣେ ସାଙ୍ଗର ଜୀବନ | ତେବେ ମୃତକ ଜଣଙ୍କ ହେଉଛନ୍ତି ଅକ୍ଷୟ |

ତେବେ ଅକ୍ଷୟ ଆଉ ତାଙ୍କ ସାଙ୍ଗ ମିଶିକି 16 ନମ୍ବର ଜାତୀୟ ରାଜପଥ ନିକଟରେ ଗୋଟିଏ ଢ଼ାବା ଖୋଲିଥିଲେ ଆଉ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଭଲ ଥିଲା ଆଉ ତାଙ୍କର ସ୍ତ୍ରୀ ମାନଙ୍କ ସହିତ ମଧ୍ୟ ମିଶା ମିଶା କରୁଥିଲେ ସେମାନେ | କିନ୍ତୁ ପରେ ଅକ୍ଷୟ ଙ୍କ ଉପରେ ତାଙ୍କର ସନ୍ଦେହ ହେଲା ଆଉ ତାଙ୍କର ସ୍ତ୍ରୀ ଙ୍କୁ ଭଲ ପାଉଛନ୍ତି ବୋଲି ଜାଣିବା ପରେ ଛାତ ଉପରେ ଶୋଇଥିବା ଅବସ୍ଥାରେ ନିର୍ମମ ଭାବରେ ତାଙ୍କୁ ହତ୍ୟା କରିଥିଲେ ଅକ୍ଷୟ ଙ୍କ ସାଙ୍ଗ | ଆଉ ଖବର ପାଇଁ ପୋଲିସ ଆଉ ସାଇଣ୍ଟିଫିକ ଟିମ ମଧ୍ୟ ସେଠାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା |ଯାହା ଏବେ ସେସିଆଲ ମିଡ଼ିଆରେ ଭାଇରାଲ ବେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।