ଶୁଣନ୍ତୁ ଭାଇରାଲ Audio Call : ଭାଇରାଲ ହେବାରେ ଲାଗିଛି ବାପ ଓ ପୁଅଙ୍କ Secret ଏହି ଅଡିଓ କଲ୍ , ଶୁଣିଲେ ଅବାକ୍ ହୋଇଯିବେ…

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ନୂଆ ନୂଆ ତଥ୍ୟ ଶୁଣିବା ପାଇଁ ମିଳୁଛି। ସମାଜରେ ଆଜିକାଲି ସମସ୍ତେ ପ୍ରେମ କରୁଛନ୍ତି ଓ ସେମାନଙ୍କ ପାଇଁ ପ୍ରେମ ମାମୁଲି କଥା ହୋଇ ଯାଇଛି। ଯଦି ପିଲା ମାନେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇ ଥାଆନ୍ତି, ତା’ହେଲେ ସେଠାରେ ଅନେକ ବାଧା ସୃଷ୍ଟି ହୋଇଥାଏ। ଏଥି ସହିତ ପ୍ରଥମେ ନିଜ ପରିବାର ଲୋକ ମାନେ ବାଧା ସୃଷ୍ଟି କରାଇ ଥାଆନ୍ତି। ତେବେ ନିକଟରେ ଏଭଳି କିଛି ଘଟଣା ସମ୍ନାକୁ ଆସିଛି। ତେବେ ବନ୍ଧୁଗଣ ତାହା ହେଉଛି ପୁଣି ଥରେ ତାପସ୍ୱୀନିଙ୍କ ସ୍ୱାମୀଙ୍କୁ ତାଙ୍କ ବାପା କଥା ହେଉଛନ୍ତି ଯେ, ସେ ଝିଅ ଗୁଣି କରି ଦେଇଛି ହନୁମାନ ଚାଳିଶା ପଢ଼ ବୋଲି କହୁଛନ୍ତି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଆପଣ ମାନେ ଜାଣିଥିବେ ତପସ୍ୱୀନି ଦାସ ଯିଏ କି ତାଙ୍କ ସ୍ୱାମୀ ସୁମିତଙ୍କ ସହିତ ତାଙ୍କ ଶ୍ୱଶୁରଙ୍କ କଲ ରେକର୍ଡ଼ ଭାଇରଲ ହୋଇଥିଲା। ବର୍ତ୍ତମାନ ପୁଣି ଥରେ ଆଉ ଏକ ରେକର୍ଡ଼ ସମ୍ନାକୁ ଆସିଛି। ସୁମିତ ସାହୁ କହୁଛନ୍ତି ଯେ, ସେହି ଝିଅଙ୍କୁ ହିଁ ବିବାହ କରିବେ ଆଉ କୌଣସି ବି ଝିଅକୁ ବିବାହ କରି ପାରିବେ ନାହିଁ। ସେ ତାଙ୍କୁ ବିବାହ କରିବା ପାଇଁ ଜିଦ ଧରି ବସି ରହିଛନ୍ତି।

ତେବେ ତାଙ୍କ ବାପା କହୁଛନ୍ତି ଯେ, ସେ ଝିଅ ପ୍ଲେନ ପାଠ ପଢ଼ିଛି ଓ ଏଥି ସହିତ ଅନେକ ମିଛ କଥା ମଧ୍ୟ କହିଛି। ବାପା ପୁଅଙ୍କୁ କହୁଛନ୍ତି ଯଦି ବିବାହ କରିବାର ଇଚ୍ଛା ତା’ହେଲେବିବାହ କର ଆମକୁ ପଚାରିବାରେ କୌଣସି ବି ଆବଶ୍ୟକ ନାହିଁ। ଏଭଳି ତାଙ୍କ ପୁଅ ଜିଦ ଧରି ବସି ଥିବାରୁ ତାଙ୍କ ବାପା କହୁଛନ୍ତି ତୋର ଭବିଷ୍ୟତ ଅଛି ଓ ଆଗକୁ କ୍ୟାରିୟର ମଧ୍ୟ ରହିଛି। ପୁଅଙ୍କୁ କହୁଛନ୍ତି ଗ୍ରହ ଖରାପ ପଡିଛି। ସେହି ଝିଅଟି ତୋ ଆଖିରେ କଳା କପଡା ବାନ୍ଧି ଦେଇଛନ୍ତି।

ତେବେ ଯାହା ଫଳରେ କି ତା ପ୍ରେମରେ ବହୁତ ଗଭୀର ହୋଇ ଯାଇଛୁ ଓ ବାୟାଙ୍କ ପରି ହେଉଛୁ ବୋଲି ସୁମିତଙ୍କ ବାପା କହିଥିଲେ। ତାଙ୍କ ପୁଅ ଯେଉଁ ନିଷ୍ପତ୍ତି ନେଇଛନ୍ତି ସେଥିରେ ସେ ଠକରେ ପଡିବେ ବୋଲି କହୁଛନ୍ତି। ତାଙ୍କ ବାପା ଆହୁରି ମଧ୍ୟ କହିଛନ୍ତି ଯଦି ତାଙ୍କ କଥା ମାନି ତା’ହେଲେ ଭବିଷ୍ୟତ ଜୀବନ ବହୁତ ସୁନ୍ଦର ହେବ, ନ’ହେଲେ ଖୁବ ଅଳ୍ପ ଦିନରେ ନଷ୍ଟ ହୋଇଯିବ। କଥା ମାନି ନିଷ୍ପତ୍ତିରୁ ଓହରି ଆସିବା ପାଇଁ କହୁଛନ୍ତି। ତପସ୍ୱୀନି ତାଙ୍କ ପୁଅକୁ ଗୁଣି କରି ଦେଇଛି ବୋଲି କହୁଛନ୍ତି ଓ ଯଦି ଦରକାର ପଡେ ତାନ୍ତ୍ରିକ ଡାକି ପାଠ କରାଯିବ। ସେ କଥା ସବୁ ମୁଣ୍ଡରୁ କାଢି ଦେଇ ହନୁମାନ ଚାଲିଶା ପଢ଼ ଓ ଏଥି ସହିତ ଭଗବାନଙ୍କୁ ସ୍ମରଣ କର ସବୁ କିଛି ଠିକ ହୋଇଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।