ଭାଇରାଲ ବୟ Saantanu ଙ୍କ Exclusive Interview ନେଲା ବେଳେ ହଠାତ କାହିଁକି ଏମିତି ହେଲେ… ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ….

0

ବିଭିନ୍ନ ସମୟରେ ମଣିଷ ପାଖରେ ଏମିତି କିଛି ପ୍ରତିଭା ଦେଖା ଯାଇଥାଏ ଯାହା ସେ କେବେ ନିଜର ଟ୍ୟାଲେଣ୍ଟ କୁ ଜାଣି ନଥାଏ। ଆଉ ଏହିଭଳି ଘଟଣା ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥାଏ। ଏହିପରି ଏକ ଘଟଣା ଏବେ ସୋସିଆଲ ମିଡ଼ିଆରେ ବେଶ ନଜର ରେ ଆସୁଛି। ଏହି କୁନି ବାଳକ ଏମିତି ଯେ କି ଅନେକ ପ୍ରତିଭାର ଅଧିକାରୀ। ତାଙ୍କ ଭିତରେ ଲୁଚି ରହିଥିବା କଳା ଟି ଏବେ ବାହାରକୁ ଆସିଛି। ତେବେ ବନ୍ଧଗଣ ଆସନ୍ତୁ ଜାଣିବା ସେହି କୁନି ବାଳକ ସିଙ୍ଗର ଶାନ୍ତନୁ ଙ୍କ ସମ୍ପର୍କରେ।

ଏହିଠାରେ ଜଣେ କୁନି ପିଲାଟି ର ପ୍ରତିଭା କୁ ସମସ୍ତେ ଦେଖି ଚମକି ପଡିଛନ୍ତି। ବର୍ତ୍ତମାନ ସମୟରେ ଶାନ୍ତନୁ ନାମକ କୁନି ବାଳକ ଟିର କିଛି ଦିନ ତଳେ ଓଡ଼ିଆ ଟିଭି ପରଦାରେ ନିଜର ପ୍ରତିଭା କୁ ଦେଖାଇ ଘରେ ଘରେ ନିଜର ପରିଚିୟ ସୃଷ୍ଟି କରି ପାରିଛନ୍ତି। ଆଉ ସେ ଗୀତ ଗାଇବା ଦ୍ୱାରା ଷ୍ଟେଜ ରେ ଜର୍ଜ ମାନଙ୍କ ମନ କିଣି ପାରିଥିଲେ ଯାହା ପରେ ସେ ଲୋକ ପ୍ରିୟତା ହାସଲ କରି ପାରିଥିଲେ। ଆଉ ଏବେ ପୁଣି କ୍ୟାମେରା ସାମ୍ନାକୁ ଆସି ନିଜ ସମ୍ପର୍କରେ କହିଛନ୍ତି ଯାହା ଏବେ ସୋସିଆଲ ମିଡ଼ିଆରେ ଜୋରରେ ଭାଇରଲ ହୋଇଛି।

ଏହିଠାରେ କୁନି ସିଙ୍ଗର ଶାନ୍ତନୁ କହୁଛନ୍ତି ଯେ ମୁଁ ଏକଧାରରେ ଗୀତ ଗାଇବା ସହିତ ଡ୍ୟାନ୍ସ ଓ ଅଭିନୟ କରି ଥାଏ ଏବଂ ସେ 4 ମାସ ହେଲା ସଂଗୀତ ଜଗତକୁ ଆସିଛନ୍ତି। ଆଉ ତାଙ୍କୁ ରିପୋର୍ଟର ମାନେ ପଚାରିବାରୁ ସେ ସଙ୍ଗେ ସଂଗେ ନିଜର ଅଭିନୟ ମଧ୍ୟ ଦର୍ଶକ ମାନଙ୍କୁ ଦେଖାଇ ଥିଲେ। ଏତେ ଛୋଟ ବେଳୁ ଯେଉଁ ସମୟରେ ଖେଳିବା ,ପଢିବା ସମୟ ସେହି ସମୟରେ ଏମିତି ପ୍ରତିଭା ଶିଖିବା ବହୁତ ବିରଳ। ଆଉ ଶାନ୍ତନୁ ଯାହା ଏବେ କରି ଭାଇରଲ ହୋଇ ଆଗକୁ ଆସିଛନ୍ତି।

କୁନି ପିଲା ଶାନ୍ତନୁ ନିଜର ଏମିତି କଣ୍ଠ ମାଧ୍ୟମରେ ସେ ଲୋକ ଲୋଚନ କୁ ଆସି କ୍ୟାମେରା ସାମ୍ନାରେ ନିଜର ମତ ଦେଇଛନ୍ତି। ଆଉ ଛୋଟ ସମୟରେ ଏହିପରି ପ୍ରତିଭା ସମ୍ପନ ମଣିଷ ଜଗତରେ ପୁରା ବିରଳ ଯାହା ଏବେ ତାଙ୍କୁ କୁହା ଯାଉଛି ଯେ” ଓଳିଆରୁ ପଡି ଗଜା “। ଆଉ ଯେଉଁ ଗୀତ ସବୁକୁ ଓଲିଉଡ୍ ର ବଡ଼ ବଡ଼ ସିଙ୍ଗର ଗାଇବାକୁ ପାଉଛନ୍ତି ସେହି ଗୀତ ସବୁକୁ ଏବେ ଶାନ୍ତନୁ ନଜେ କଣ୍ଠ ରେ ଗାଇଛନ୍ତି। ତାଙ୍କର ସେହି ପ୍ରତିଭା ପାଇଁ ଏବେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି। କୁମାର ଶାନ୍ତନୁ ଏବେ କୁନି ସେଲିବ୍ରେଟି ମଧ୍ୟ ହୋଇ ଗଲେଣି ଯାହା ପାଇଁ ବିଭିନ୍ନ ମେଲୋଡି ରେ ଏବଂ ଷ୍ଟେଜ ରେ ଗୀତ ଗାଇବାକୁ ନିମନ୍ତ୍ରଣ ମଧ୍ୟ କରା ଯାଉଛି। ତାଙ୍କର କୁନି ପାଟିରେ କୋକିଳ କଣ୍ଠ ପାଇଁ ବିଭିନ୍ନ ଗୀତ ଗାଇବାକୁ ସୁଯୋଗ ଦିଆ ଯାଉଛି। ସେ ମଧ୍ୟ ଏଠାରେ କହିଛନ୍ତି ଯେ ଅଭିନୟ ମଧ୍ୟ ଶିଖିଛନ୍ତି ଏବଂ ସେ ପ୍ରଥମ ଲକ୍ଷ ରଖିଥିଲେ ଗୋଟିଏ ବୈଜ୍ଞାନିକ ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।