ଭାଇରାଲ ହେଲା ବିବାହିତା ମହିଳାଙ୍କ ବୟପ୍ରେଣ୍ଡ ସହିତ ରାତି ଅଧର ଭିଡିଓ Call… 6 Million ରୁ ଅଧିକ ଲୋକ ଦେଖି ସାରିଲେଣି…ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଆମେ ଦେଖିବାକୁ ପାଉଥିବା ଅନେକ ଭାଇରାଲ ଭିଡିଓ ମାନଙ୍କ ମଧ୍ୟରୁ କିଛି ଘଟଣା ଏମିତି ରହିଥାଏ ଯାହା ଜାଣିବା ପରେ ସାଧାରଣରେ ଏହା ସମାଲୋଚନା ର ବିଷୟ ପାଲଟିଯାଏ। ତେବେ ସମୟ କ୍ରମେ ଏମିତି କିଛି ଘଟଣା ସଂସ୍ପର୍ଶରେ ଆମେ ଆସିଥାଉ ଯାହା ସହଜରେ ବିଶ୍ୱାସ ଯୋଗ୍ୟ ହୋଇ ପାରି ନଥାଏ ଏବଂ ଏହା ଆମକୁ ଆଶ୍ଚର୍ଯ୍ୟ କରିଥାଏ।ଏହା ବାସ୍ତବିକ୍ ଭାବରେ ଏମିତି କିଛି ଦିଗକୁ ଇଙ୍ଗିତ କରିଥାଏ ଯେ ଆମେ ଏହାକୁ ସହଜରେ ଗ୍ରହଣ କରି ପାରି ନଥାଉ। ସୋସିଆଲ ମିଡିଆରେ ଏମିତି ଅନେକ କିଛି ଘଟଣା ପ୍ରତିଦିନ ଘଟି ଯାଉଥିବାର ଦେଖିବା କୁ ମିଳୁଛି ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥାଏ।ପରେ ଏପରି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥାଏ।

ତେବେ ଦେଖିବାକୁ ମିଳୁଥିବା ଏପରି କିଛି ଘଟଣା ମାନଙ୍କ ମଧ୍ୟରୁ କିଛି ଘଟଣାକୁ ଆମେ ହେୟ ଜ୍ଞାନ କରି ଦେଇ ଥାଉ ତ ପୁଣି କିଛି ଘଟଣା ବିଷୟରେ ଆମେ ଆଲୋଚନା ଏବଂ ଚର୍ଚ୍ଚା କରିଥାଉ।ସୋସିଆଲ ମିଡିଆରେ ଏହିପରି ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଆପଣ ଦେଖୁଥିବେ। ଆଜିର କିଛି ଯୁବପିଢି ନିଜର ହିତାହିତ ଜ୍ଞାନ ଭୁଲି କିପରି ଭାବରେ ନିନ୍ଦନୀୟ କାର୍ଯ୍ୟ ସବୁ କରୁଛନ୍ତି ତାହା ତ ଆପଣ ଜାଣି ପାରୁଥିବେ। ଶିକ୍ଷିତ ହୋଇ ମଧ୍ୟ ସେମାନେ ଅଶିକ୍ଷିତ ଭଳି କାମ କରୁଛନ୍ତି। ଆଉ ବେଳେବେଳେ ସେମାନେ ଏମିତି ଭାବରେ ଏଥିପାଇଁ ଦଣ୍ଡ ପାଉଛନ୍ତି ତାହା ବାସ୍ତବରେ ଉଲ୍ଲେଖନୀୟ ଅଟେ।

ସେମାନେ କେତେବେଲେ କଣ କରୁଛନ୍ତି ନିଜେ ଜାଣି ପାରୁ ନାହାଁନ୍ତି।ତେବେ କିଛି ଯୁବପିଢି ମାନେ ତାଙ୍କର ଏପରି କିଛି ଉଲ୍ଲେଖନୀୟ କାମ ପାଇଁ ସମୟକ୍ରମେ ଅପମାନିତ ମଧ୍ୟ ହୋଇଥାନ୍ତି। ତେବେ ସେହିପରି ଏକ ଘଟଣା ଏବେ ନିକଟରେ ଘଟିଛି, ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଆପଣ ଏହି ଘଟଣାରେ ଦେଖିବେ ଯେ କିପରି ଭାବରେ ଜଣେ ମହିଳା ଭିଡ଼ିଓ କଲ୍ କରି କଥା ହେଉଛନ୍ତି।ସେ ଭିଡ଼ିଓ କଲ୍ ରେ ଜଣେ ଯୁବକ ଙ୍କ ସହିତ କଥା ହେଉଥିବା ଦେଖିବାକୁ ମିଳିଛି।

ଏତେ ଖୁସିର ସହିତ କଥା ହେବାରେ ସେ ମଜି ଯାଇଛନ୍ତି ଯେ ତାଙ୍କର ଶାଢ଼ି ତଳକୁ ଗଳି ପଡୁଛି ସେ ଜାଣି ପାରୁ ନାହାଁନ୍ତି।ପରେ ସେ ଦେଖି ପୁଣି ଶାଢ଼ି କୁ ଉପରକୁ ଉଠାଉଛନ୍ତି।ତେବେ ଭିଡିଓ କଲ୍ ରେ ଅପରପକ୍ଷରେ ଥିବା ଯୁବକ ଜଣଙ୍କ କହୁଛନ୍ତି ଯେ ମୋବାଇଲ୍ ଟି ସିଧା ରଖିବାକୁ ଏବଂ ସିଧା ହୋଇ ବସିବାକୁ। ଆଉ ପରେ ମହିଳା ଜଣଙ୍କ ସିଧା ହୋଇ ବସି ରହି ଭିଡିଓ କଲ୍ ରେ ହସି ହସି କଥା ହେଉଛନ୍ତି। ତେବେ ସେମାନଙ୍କର ଏହି ଭିଡିଓ ଚାର୍ଟ କୌଣସି ମତେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ଏହା ଚାରିଆଡ଼େ ଘୁରି ବୁଲୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।