viral ହେଲା ଅର୍ଚନା ନାଗ ଓ ହୋଟେଲ ମାଲିକଙ୍କ ଅନ୍ତ ରଙ୍ଗ video ..ଆଉ ସେଥିରେ କିଏ କିଏ ରାତି କଟାଇଛନ୍ତି ତାର ଭିଡିଓ ଅଛି….ଦେଖନ୍ତୁ video

ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି ଲେଡୀ ବ୍ଲାକ ମେଲର୍ ଅର୍ଚ୍ଚନା ନାଗଙ୍କ ବ୍ଲାକମେଲିଂ ମାମଲା।ଧିରେ ଧିରେ ଆସୁଛି ଗୋଟିଏ ପରେ ଗୋଟିଏ ସତ। ଦିନକୁ ଦିନ ମିଳୁଛି ଗୋଟିଏ ପରେ ଗୋଟିଏ ରୋଚକ ତଥ୍ୟ। କେତେବେଳେ ଶ୍ରଦ୍ଧାଞ୍ଜଳି ତ ଆଉ କେତେବେଳେ ଅର୍ଚ୍ଚନାଙ୍କ ବୟାନ। ଗତ କିଛି ଦିନ ହେବ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ଆଉ ବର୍ତ୍ତମାନ ସମୟରେ ଆଉ ଏକ ରୋଚକ ତଥ୍ୟ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଘୂରି ବୁଲୁଛି ଜଣେ ହୋଟେଲ ମାଲିକ୍ ଙ୍କ ଅଶ୍ଳୀଳ ଫୋଟ। ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

ହଁ ଆଜ୍ଞା ବର୍ତ୍ତମାନ ସମୟରେ ଜଣେ ହୋଟେଲ ମାଲିକଙ୍କ ଅଶ୍ଳୀଳ ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଆଉ ଯେଉଁ ହୋଟେଲ ମାଲିକ୍ ଙ୍କ ଫୋଟ ଭାଇରାଲ ହେବାରେ ଲାଗିଛି ତାଙ୍କୁ ଇଡି ବ୍ଲାକମେଲର୍ ଅର୍ଚ୍ଚନା ନାଗଙ୍କ ମାମଲାରେ ଗତ ସପ୍ତାହ ଜେରା କରି ସାରିଛି। ଅର୍ଚ୍ଚନା କିଭଳି ଭାବରେ ୫ ବର୍ଷ ଭିତରେ କେମିତି ପାଲଟି ଥିଲେ କୋଟିପତି ଏ ବାବଦରେ ଇଡି ଅନେକ ଖୋଳତାଡ଼ କରିଛି ଆଉ ଏହି ମାମଲାରେ ସମୃକ୍ତ ଥିବା ଅନେକ ସହଯୋଗୀ, ବ୍ୟବସାୟୀ,ନେତା ମନ୍ତ୍ରୀ, ପ୍ରୋଜଜୋକ୍, ହୋଟେଲ ମାଲିକ ଆଉ ଏ ଘଟଣାରେ ସଂପୃକ୍ତ ଥିବା ଅନେକ ବଡବଡିଆଙ୍କୁ ଇଡି ଜେରା ମଧ୍ୟ କରିଛି।

ଆଉ ଏମାନଙ୍କ ମଧ୍ୟରୁ ଜଣେ ହୋଟେଲ ମାଲିକଙ୍କ ଅଶ୍ଳୀଳ ଫଟୋ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଆଉ ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ହଁ ଆଜ୍ଞା ଧିରେ ଧିରେ ସତ୍ କୁଆଡେ଼ ସାମ୍ନାକୁ ଆସୁଛି।ହୋଟେଲ ମାଲିକ୍ ଙ୍କ ଅଶ୍ଳୀଳ ଫୋଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦିନ ଯେତେ ଗଡୁଛି ଅର୍ଚ୍ଚନା ମାମଲାରେ ସେତେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏଇ ଆଜି ଯେମିତି ପଦାକୁ ଆସିଛି ରଣଜୀ ଖେଳାଳିର ଜଣେ କ୍ରିକେଟର ଅର୍ଚ୍ଚନା ମେ ନାଗ ଫାସରେ ପଡ଼ି ଥିଲେ ଆଉ ତାଙ୍କ ସହିତ ମଧ୍ୟ ଟଙ୍କା କୁଆଡେ ଲେଣଦେଣ ହୋଇଥିଲା।

ଠିକ୍ ସେତିକି ବେଳେ ଗତ ସପ୍ତାହରେ ଇଡି ଜଣେ ହୋଟେଲ ମାଲିକଙ୍କୁ ଜେରା କରିଥିଲା ଆଉ କଥା ଉଠୁଛି ସେହି ହୋଟେଲ ମାଲିକ୍ ଙ୍କ କିଛି ଅଶ୍ଳୀଳ ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଆଉ ଏହି ଖବର ଏବେ ଅର୍ଚ୍ଚନାଙ୍କ ମାମଲାରେ ଆଉ କିଛି ସତ ସାମ୍ନାକୁ ଆଣି ପାରେ ବୋଲି ଚର୍ଚ୍ଚା ଚାଲିଛି। ତେବେ ଦେଖିବାକୁ ବାକି ରହିଲା ଆଗକୁ ଆଉ କେଉଁ ସତ ପୁଣି ସାମ୍ନାକୁ ଆସିବ ଯାହା ଉପରେ ସମସ୍ତଙ୍କ ନଜର ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment