viral ହେଲା ଅର୍ଚନା ନାଗ ଓ ହୋଟେଲ ମାଲିକଙ୍କ ରାତିରେ କାଟିଥିବା ଅନ୍ତ ରଙ୍ଗ ଭିଡ଼ିଓ ..

ଦିନ ଯେତେ ଗଡୁଛି ଅର୍ଚ୍ଚନା ମାମଲାରେ ସେତେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି।ଧିରେ ଧିରେ ସତ କଣ ସାମ୍ନାକୁ ଆସୁଛି। ଆଉ ସମସ୍ତଂକ ମୁଖା ଖୋଲିବାରେ ଲାଗିଛି। ଆଉ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ହୋଟେଲ ମାଲିକଙ୍କ ଅଶ୍ଳୀଳ ଫୋଟ ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏ ହୋଟେଲ ମାଲିକ୍ ହେଉଛନ୍ତି ସେହି ହୋଟେଲ ମାଲିକ୍ ଯାହାଙ୍କୁ ଗତ ସପ୍ତାହରେ ଇଡି ବ୍ଲାକ ମେଲିଂ କୁଇନ ଅର୍ଚ୍ଚନା ନାଗଙ୍କ ମାମଲାରେ ଜେରା କରି ସାରିଛି। ଆଉ ସେହି ହୋଟେଲ ମାଲିକଙ୍କ ଅଶ୍ଳୀଳ ଫୋଟ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁ ଥିବାର ଚର୍ଚ୍ଚା ହେଉଛି।


ଅର୍ଚ୍ଚନା ଅର୍ଚ୍ଚନାର ସ୍ବାମୀ ଜଗା, ଅର୍ଚ୍ଚନାର ବନ୍ଧୁ ଖଗା, ଅର୍ଚ୍ଚନାର ସହଯୋଗୀ ଶ୍ରଦ୍ଧାଞ୍ଜଳି, ବ୍ୟବସାୟୀ ଅମିୟ କାନ୍ତ ଦାସ, ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ, ଅର୍ଚ୍ଚନାର ଡ୍ରାଇଭର ଚନ୍ଦୁ, ଖଗାର ବ୍ୟବସାୟିକ ବନ୍ଧୁ ଚନ୍ଦନ ଓ ଅବିନାଶ, ପ୍ରୋଜଜୋକ୍ ଅକ୍ଷୟ ପରିଜା, ପ୍ରୋଜଜୋକ୍ ପ୍ରମୋଦ ସ୍ବାଇଁ, ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ, ଜଗାର ଭାଇ ବଳିଆ, ଠିକାଦାର ପବିତ୍ର ପାତ୍ର ଏବଂ ରଞ୍ଜିତ ପାତ୍ରଙ୍କୁ ଜେରା କରି ସାରିଛି ଇଡି। ସୁନ୍ଦରୀ ଅର୍ଚ୍ଚନା ଏତେ କମ ଦିନ ଭିତରେ କୋଟିପତି ପାଲଟି ପାରିଲା ତାକୁ ନେଇ ଏମାନଙ୍କୁ ପଚରା ଉଚରା କରିଥିଲା ଇଡି। ଆଉ ଏମାନଙ୍କ ମଧ୍ୟରୁ ଜଣେ ହୋଟେଲ ମାଲିକ୍ ଙ୍କ ଅଶ୍ଳୀଳ ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି।

ହଁ ଆଜ୍ଞା ଧିରେ ଧିରେ ସତ୍ କୁଆଡେ଼ ସାମ୍ନାକୁ ଆସୁଛି।ହୋଟେଲ ମାଲିକ୍ ଙ୍କ ଅଶ୍ଳୀଳ ଫୋଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦିନ ଯେତେ ଗଡୁଛି ଅର୍ଚ୍ଚନା ମାମଲାରେ ସେତେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏଇ ଆଜି ଯେମିତି ପଦାକୁ ଆସିଛି ରଣଜୀ ଖେଳାଳିର ଜଣେ କ୍ରିକେଟର ଅର୍ଚ୍ଚନା ମେ ନାଗ ଫାସରେ ପଡ଼ି ଥିଲେ ଆଉ ତାଙ୍କ ସହିତ ମଧ୍ୟ ଟଙ୍କା କୁଆଡେ ଲେଣଦେଣ ହୋଇଥିଲା।

ଠିକ୍ ସେତିକି ବେଳେ ଗତ ସପ୍ତାହରେ ଇଡି ଜଣେ ହୋଟେଲ ମାଲିକଙ୍କୁ ଜେରା କରିଥିଲା ଆଉ କଥା ଉଠୁଛି ସେହି ହୋଟେଲ ମାଲିକ୍ ଙ୍କ କିଛି ଅଶ୍ଳୀଳ ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଆଉ ଏହି ଖବର ଏବେ ଅର୍ଚ୍ଚନାଙ୍କ ମାମଲାରେ ଆଉ କିଛି ସତ ସାମ୍ନାକୁ ଆଣି ପାରେ ବୋଲି ଚର୍ଚ୍ଚା ଚାଲିଛି। ତେବେ ଦେଖିବାକୁ ବାକି ରହିଲା ଅର୍ଚ୍ଚନାଙ୍କ ମାମଲାରେ ଆଉ କିଏ କିଏ ସାମ୍ନାକୁ ଆସୁଛନ୍ତି ଏବଂ ଆଗକୁ ଆଉ କେଉଁ ସତ ପୁଣି ସାମ୍ନାକୁ ଆସିବ ଯାହା ଉପରେ ସମସ୍ତଙ୍କ ନଜର ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment