ଦେଖନ୍ତୁ ଭିଡିଓ ! ଭାଇରାଲ ହେଲା ଏହି କୁନି ଝିଅର ପୁଚୁକି ଗାଲି ଗୀତ ! ଶୁଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ …..ଗୀତଟି ଭଲ ଲାଗିଲେ ନିଶ୍ଚିତ ସେୟାର କରିବେ…..

0

ବନ୍ଧୁଗଣ ଆପଣ ଯଦି ନବେ ଦଶକର ଦର୍ଶକ ହୋଇଥିବେ ତେବେ ଆପଣ ମାନେ ନିଶ୍ଚିତ ସେହି ସମୟର ଗୀତ ଏବଂ ସିନେମା ଦେଖିଥିବେ।ସେହି ସମୟର ଯେଉଁ ସବୁ ଗୀତ ଶୁଣିବାକୁ ମିଳୁଥିଲା ତାହା ମନକୁ ଏକ ଅଜଣା ଖୁସି ଏବଂ ଭାବ ପ୍ରଦାନ କରୁଥିଲା। ଓଡ଼ିଆ ଚଳଚ୍ଚିତ୍ର ରେ ସେହି ସମୟର ଗୀତ ଗୁଡ଼ିକୁ ଏବେବି ଲୋକେ ଗୁଣୁଗୁଣୁ ହୋଇଥାନ୍ତି।ସେ ସମୟର ଏଭର୍ ଗ୍ରୀନ ଗୀତ ମାନଙ୍କ ଭିତରେ ସମସ୍ତେ ଝୁମି ଯାଉଥିଲେ ଯାହା ଅତ୍ୟନ୍ତ ହୃଦୟସ୍ପର୍ଶୀ ଅଟେ।

ଯାହାର ଲୋକପ୍ରିୟତା ଏବଂ ସ୍ୱତନ୍ତ୍ରତା ଏବେ ମଧ୍ୟ ବଜାୟ ରହିଛି।ଅବଶ୍ୟ ଆଉ ଏବେ ଓଡ଼ିଆ ସିନେମା ରେ ପୂର୍ବ ଭଳି ଏମିତି ଗୀତ ଶୁଣିବାକୁ ମିଳୁନାହିଁ କିମ୍ବା ସଂଯୋଜନା ମଧ୍ୟ ହେଉନାହିଁ।

ତେବେ ବାସ୍ତବରେ ସେତେବେଳେ ର ସମସ୍ତ ଗୀତ ଏବଂ ଏହାର ସଂଯୋଜନା ଭିନ୍ନ ଧରଣର ଏବଂ ଭିନ୍ନ ସ୍ୱାଦର ଥିଲା। ସେହିଭଳି ଗୀତ ତାର ଶ୍ରୋତା ମାନଙ୍କୁ ଏକ ବିଶେଷ ଭଲପାଇବା ଏବଂ ଆନନ୍ଦ ଓ ଖୁସିର ଡୋର ରେ ବାନ୍ଧି ରଖି ପାରିଥିଲା ଯାହା ଏବେ ଆଉ ପ୍ରାୟତଃ ଦେଖିବାକୁ ମିଳୁନାହିଁ। ଯେଉଁ କାରଣରୁ ସେହି ସବୁ ପୁରୁଣା ଗୀତର ରୀମେକ୍ ହେଉଥିବାର ପୁଣିଥରେ ଦେଖିବାକୁ ମିଳୁଛି।

ତେବେ ଏହା କୁହାଯାଇ ପାରେ ବର୍ତ୍ତମାନର ଗୀତ ସବୁ ଦର୍ଶକ ମାନଙ୍କୁ ଆଉ ପୂର୍ବଭଳି ଆକର୍ଷିତ କରି ପାରୁ ନାହିଁ କିମ୍ବା ମନକୁ ଛୁଇଁ ପାରୁ ନାହିଁ। ଯେଉଁ କାରଣରୁ ଓଡ଼ିଆ ସିନେମା ଦର୍ଶକ ମାନେ ହିନ୍ଦୀ ଗୀତ ପ୍ରତି ଅଧିକ ଆକର୍ଷିତ ହେଉ ଥିବାର ଆଜିକାଲି ପ୍ରାୟତଃ ଦେଖିବାକୁ ମିଳୁଛି।

ତେବେ ସେହି ନବେ ଦଶକର ଏକ ଗୀତ ଯାହା ସେ ସମୟର ସମସ୍ତଙ୍କର ଅଧିକ ପସନ୍ଦ ଥିଲା,ଯାହା ଏଭର୍ ଗ୍ରୀନ ଗୀତ ମାନଙ୍କ ଭିତରେ ଅନ୍ୟତମ ଅଟେ ତାହା ହେଉଛି ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କ ଅଭିନୀତ ପୂଚୁକୀ ଗାଲିି ଫେସନ ବାଲି ଚାଲି ତ ବମ୍ବେ ଦିଲ୍ଲୀ… ଗୀତ।ଏହି ଗୀତଟି ଏବେ ଏକ କୁନି ପିଲାର ମୁହଁରୁ ଶୁଣିବାକୁ ମିଳୁଛି ଏକ ଭାଇରାଲ ଭିଡିଓ ରେ।ତେବେ ଯେଉଁ ଭଳି ଭାବରେ ଗାଉଛି ତାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।କୁନି ଝିଅର ଭିଡିଓ ଏତେ ମାତ୍ରାରେ ଭାଇରାଲ ହେଉଛି ଯେ ଯାହାକୁ ଦେଖିଲେ ଆପଣ ମଧ୍ୟ ଖୁସି ହୋଇଯିବେ।

କୁନି ଝିଅଟି ମୁହଁରେ ତାର ଏହି ସ୍ୱର ବହୁତ୍ ସୁନ୍ଦର୍ ଲାଗୁଛି ଏବଂ ଏହା ଶ୍ରୁତି ମଧୁର ମଧ୍ୟ ହୋଇଛି। ଯାହାକୁ ଦେଖି ଏବଂ ଶୁଣି ବାସ୍ତବରେ ଆପଣ ଖୁସି ହେବେ ନିଶ୍ଚିତ ଭାବରେ।ଯେଉଁଭଳି ଭାବରେ ଛୋଟପିଲା ସେମାନେ କୌତୁକିଆ ଢଙ୍ଗରେ କଥା ହୁଅନ୍ତି କିମ୍ବା ଗୀତ ଗାଇଥାନ୍ତି ତାହା ସମସ୍ତଙ୍କୁ ଶ୍ରୁତି ମଧୁର ଲାଗିଥାଏ ସେତିକି ଆନନ୍ଦ ମଧ୍ୟ ଦେଇଥାଏ। ଯାହା ଆପଣ ଏହି ଭିଡିଓ ରେ କୁନି ଝିଅର ସ୍ଵରରେ ଶୁଣିବାକୁ ପାଇବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।