ଭାଇରାଲ ହେଲା ରସିକିଆ ନକଲି ଡାକ୍ତରର କାରନାମା ଭିଡ଼ିଓ Call… ମହିଳା ମାନଙ୍କୁ ରାତିରେ କରୁଥିଲା ଏମିତି… ଦେଖନ୍ତୁ Video

ବିଭିନ୍ନ ସମୟରେ ଯେଉଁ ସବୁ ଭିଡ଼ିଓ ମାନ ଦେଖିବାକୁ ମିଳୁଛି ତାହା ସମାଜ ଉପରେ ପ୍ରଭାବ ପକାଉଛି। ଏହି ସମୟରେ ଏକ ଭିଡ଼ିଓ ଭାଇରଲ ହେଉଛି ଯାହା ଏବେ ଚର୍ଚ୍ଚାରେ।ଆଉ ସମୟେ ସମୟେ ଏମିତି ଘଟଣା ଘଟୁଛି ଯାହା ସମାଜ କୁ କଳୁଷିତ କରି ଦେଇଛି। ଏଠାରେ ଜଣେ ନକଲି ଡାକ୍ତର ଙ୍କ ଭିଡ଼ିଓ ସାମ୍ନାକୁ ଆସିଛି। ଏହି ଡାକ୍ତର ଜଣଙ୍କ ଯାହା କାରନାମା ସବୁ ଏବେ ପୋଲିସ ପାଖରେ ଯାହାକୁ ନେଇ ତଦନ୍ତ ଚାଲିଛି। ଯାହା ସୂଚନା ମିଳୁଛି ସେ ଜଣେ ଡାକ୍ତର ଅନେକ ଜଣ ସହିତ ତାଙ୍କର ସମ୍ପର୍କ ରହିଛି ଆଉ ଏହାରି ଭିତରେ ବହୁତ ମହିଳା ଙ୍କ ସହିତ ବିବାହ ମଧ୍ୟ କରିଥିଲେ। କେଵଳ ତାହା ନୁହେଁ ଆମ ରାଜ୍ୟ ଭିତର ମହିଳା ଏବଂ ରାଜ୍ୟ ବାହାର ମହିଳା ଙ୍କ ସହିତ ସମ୍ପର୍କ ସ୍ଥାପନ କରୁଥିଲେ।

ବିଭିନ୍ନ ମହିଳାଙ୍କୁ କାନ୍ଦିବା ଅଭିନୟ କରି ମାନସିକ ଭାବରେ ଚାପ ପକାଉଥିଲେ ଯାହା ଏବେ ସୋସିଆଲ ମିଡ଼ିଆରେ ଭିଡ଼ିଓ ଦେଖିବାକୁ ମିଳୁଛି ଆଉ ଯଦି କେହି ମହିଳା ସନ୍ଦେହ କରୁଥିଲେ ତେବେ ସେ ଦେହରେ ସାଲାଇନ ଲଗାଇ ଅସୁସ୍ଥତା ଅଛନ୍ତି ବୋଲି ଫଟୋ ପଠେଇବା ସହିତ ଭିଡ଼ିଓ କରି ପଠାଇ ଥିଲେ। ଯାହା ପରବର୍ତ୍ତୀ ସମୟରେ ତାଙ୍କ କଥାରେ ବିଶ୍ୱାସ କରିବା ସହିତ ତାଙ୍କ ଜାଲ ରେ ଫସି ଯାଉଥିଲେ। ଏଥିପାଇଁ ସେ ସବୁ ମହିଳାଙ୍କ ଆଗରେ କୁମ୍ଭୀର କାନ୍ଦଣା ର ଅଭିନୟ କରି ସମସ୍ତଙ୍କୁ କବଜା କରି ଦେଇଥିଲେ।

ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁ ଏବେ ଧରା ପଡିଛି ସେ ନିଜର ଅଭିନୟ ବଳ ରେ ସମସ୍ତଙ୍କ ମନ କୁ ଜିତି ପାରୁଥିଲେ ଆଉ ନିଜର କରି ରଖୁଥିଲେ ଏହାରି ଭିତରେ ଖାଲି ମହିଳାଙ୍କୁ ନୁହେ ସେ ମଧ୍ୟ ଚିକିତ୍ସା କରିବା ରେ ଠକେଇ, ଆଡ଼ମିଶନ କରେଇ ଦେବା ନେଇ ଠକେଇ, ଚାକିରୀ ନାଁ ରେ ଠକେଇ ଭଳି କରିବା ସମୟରେ ଯଦି କେହି ସନ୍ଦେହ କରିଥିଲେ କି ଟଙ୍କା ଫେରସ୍ତ ପାଇଁ କହୁଥିଲେ ସେତେବେଳେ ତାଙ୍କୁ ମଧ୍ୟ ଏହି ଭଳି କାନ୍ଦିବା ସହିତ ବ୍ରେଡ ରେଷ୍ଟ ଭିଡ଼ିଓ ପଠାଇ ଥିଲେ ଯାହା ଏବେ ଚର୍ଚ୍ଚା ର ବିଷୟ।

ଆଉ ମଧ୍ୟ ସେ ପ୍ରାୟତଃ ୧୮ ଜଣ ମହିଳାଙ୍କୁ ବିବାହ କରିଥିବା ନେଇ ସୂଚନା ମିଳିଛି। ଯଦି ଯେତେବେଳେ କେହି ସଂଦେହ କରିବେ ତେବେ ସମାନ ଅଭିନୟ କରିଥିଲେ। ଏହାରି ଭିତରେ ଆଉ ଗୋଟିଏ ଭିଡ଼ିଓ ରେ ରଥଯାତ୍ରା ରେ ରଥ ଦଉଡି ଟାଣିବାରେ ଦେଖୁବାକୁ ମିଳିଥିଲା ସେଠି ସେ ରାଜ୍ୟ ବାହାର ମହିଳାଙ୍କ ପାଇଁ ଏମିତି କରିଥିଲେ। ଏହି ସମୟରେ ପୋଲିସ ତାର ତଦନ୍ତ କରୁଛି ଏବଂ ସେ ଏବେ ମଧ୍ୟ ରିମାଣ୍ଡରେ ରହିଛନ୍ତି ନେଇ ସୂଚନା ମିଳିଛି। ଏହି ରସିକିଆ ଡାକ୍ତରର ପ୍ରେମ ସମ୍ପର୍କ ଚାରିଆଡେ ବ୍ୟାପି ଯାଇଥିଲା ଯାହା କୁ ନେଇ ଏବେ ଚର୍ଚ୍ଚା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment