ପୁଣି ଭାଇରାଲ ହେଲା ସୁଶାନ୍ତ ଏବଂ ରିୟାଙ୍କ Hot ଭିଡ଼ିଓ… ଦେଖନ୍ତୁ ଭଡ଼ିଓ

0

କଥାରେ ଅଛି, ଜୀବନ ଅଛି ତୋ ମୃତ୍ୟୁ ଅଛି। ମୃତ୍ୟୁ କାହାକୁ କେତେବେଳେ କେଉଁ ମୁହୂର୍ତ୍ତରେ କବଳିତ କରିବ ତାହା କହିବା ଅସମ୍ଭବ। ସେଥିପାଇଁ କୁହାଯାଏ, ସୂତା ଖିଅରେ ମଣିଷ ଜୀବନ, କେତେବେଳେ ବି ଛିଣ୍ଡି ହୋଇ ଯିବ ତାହା କେହି ହେଲେ ବି କହି ପାରିବେ ନାହିଁ। ମୃତ୍ୟୁ ଯେତେବେଳେ ଆସେ ସେତେବେଳେ କହିକି ଆସି ନଥାଏ। ଭାଗ୍ୟ କାହାକୁ ନେଇ କେତେବେଳେ ଯେ କେଉଁଠି ପକାଇ ଦେବ କେହି କହି ପାରନ୍ତି ନାହିଁ। ସାଧାରଣ ମଣିଷ ହୁଅନ୍ତୁ ବା ଯେତେ ବଡ଼ କଳାକାର ହୁଅନ୍ତୁ, ସମସ୍ତେ ମୃତ୍ୟୁ ଦ୍ୱାରା କବଳିତ ହୋଇ ଥାଆନ୍ତି। ଅନେକ ସମୟରେ ମଧ୍ୟ ମୃତ୍ୟୁ ରହସ୍ୟ ଘେରରେ ରହି ଯାଇଥାଏ। ତେବେ ବନ୍ଧୁଗଣ ଅବିନେତା ସୁଶାନ୍ତ ଓ ଅଭିନେତ୍ରୀ ରିୟାଙ୍କ ଭିଡ଼ିଓ ଭାଇରଲ ହେଉଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓ ବିଷୟରେ ଜାଣିବା;

ସୂଚନା ଅନୁସାରେ, ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ଆପଣ ମାନେ ନିଶ୍ଚିତ ଭଲ ଭାବରେ ଜାଣିଥିବେ, ସେ ବଲିଉଡ ଫିଲ୍ମ ଜଗତର ଆଗ ଧାଡ଼ିର ଅଭିନେତା ଭାବରେ ବେଶ ଜଣାଶୁଣା ଅଟନ୍ତି। ସେ ଅନେକ ଗୁଡିଏ ଫିଲ୍ମରେ ସୁନ୍ଦର ଅଭିନୟ କରି ଥାଆନ୍ତି। ପ୍ରଥମେ ତାଙ୍କ ସିରିଏଲରୁ ହିଁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ ଓ ଏହା ପରେ ଫିଲ୍ମ ଜଗତରେ ପାଦ ଥାପି ଥିଲେ। ଅଭିନେତାଙ୍କ ଅଭିନୟ ଶୈଳୀ ସମ୍ପୂର୍ଣ୍ଣ ଭାବରେ ନିଆରା ପ୍ରକାରର ହୋଇଥାଏ। ଦର୍ଶକ ମାନେ ମଧ୍ୟ ତାଙ୍କୁ ବହୁତ ଭଲ ପାଇବା ଦେଇ ଥାଆନ୍ତି।

ତେବେ ଦର୍ଶକ ମାନେ ତାଙ୍କୁ ପସନ୍ଦ କରିବା ସହିତ ତାଙ୍କ ଅଭିନୟକୁ ମଧ୍ୟ ଖୁବ ପସନ୍ଦ କରି ଥାଆନ୍ତି ଓ ତାଙ୍କର ସୁନ୍ଦର ଅଭିନୟ ଦ୍ୱାରା ସେ ଅନେକ ଗୁଡିଏ ପ୍ରଶଂସା ମିଳିବା ସହିତ ସବୁବେଳ ପାଇଁ ଚର୍ଚ୍ଚାରେ ମଧ୍ୟ ସେ ରହି ଥାଆନ୍ତି। ତେବେ ଆପଣ ମାନେ ଜାଣିଥିବେ ୨୦୨୦ ମସିହା ଜୁନ ୨୦ ତାରିଖରେ ସେ ମୃତ୍ୟୁ ବରଣ କରିଥିଲେ ଓ ତାଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ସୋର ଭାବରେ ଧରିଥିଲା। ତେବେ ଅଭିନେତାଙ୍କ ଗାର୍ଲ ଫ୍ରେଣ୍ଡ କହୁଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ବର୍ତ୍ତମାନ ଅଭିନେତାଙ୍କ ଜନ୍ମ ଦିନରେ ନିଜ ଇନଷ୍ଟାଗ୍ରାମରେ ବହୁତ ସୁନ୍ଦର ଭିଡ଼ିଓ ପୋଷ୍ଟ କରିଛନ୍ତି।

ତେବେ ସେହି ଭିଡ଼ିଓରେ ଦୁଇ ଜଣ ଜିମରେ ଏକାଠି ନଜର ଆସୁ ଥିବାର ଦେଖିବା ପାଇଁ ମିଳିଛି ଓ ସେଥିରେ ସେ ଦୁଇ ଜଣ ମଧ୍ୟ ବହୁତ ସୁନ୍ଦର ଦିଶୁଛନ୍ତି। ଅଭିନେତା ଜିମରେ ସୁନ୍ଦର ସ୍ୱାସ୍ତ୍ୟ ଦେଖାଇବା ସହିତ ଉଭୟ ଜିମରେ ପୋଜ ଦେଇଥିଲେ।ଅଭିନେତ୍ରୀ ପୋଷ୍ଟ କରି ଲେଖିଛନ୍ତି ଯେ, ଅଭିନେତାଙ୍କୁ ସେ ବହୁତ ମନେ ପକାଉଛନ୍ତି। ଏହି ଭିଡ଼ିଓକୁ ଦେଖି ତାଙ୍କ ପ୍ରଶଂସକ ମାନେ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ତାଙ୍କର ଆମର ଆତ୍ମାର ସଦଗତି ନିମନ୍ତେ ପାର୍ଥନା କରୁଛନ୍ତି। ଏହି ଭିଡ଼ିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।