ଓଃ କି ଡ୍ୟାନ୍ସ ! ollywod ହିରୋଇନ ଶିବାନୀଙ୍କ ର viral ହେଲା hot ବୋବାଲ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି

ଆପଣମାନେ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିରେ କାମ କରୁଥିବା ସବୁ ଅଭିନେତ୍ରୀ ଓ ଅଭିନେତା ମାନଙ୍କୁ ଖୁବ୍ ଭଲ ଭାବରେ ଜାଣି ଥିବେ।ସେମାନଙ୍କ ରିଲ ଲାଇଫ ଓ ସେମାନଙ୍କ ରିଅଲ ଲାଇଫ କଣ ସବୁ ଘଟଣା ଘଟି ଯାଉଛି ତାହା ଜାଣିବା ପାଇଁ ଅନେକ ଦର୍ଶକ ଖୁବ୍ ଆଗ୍ରହ ପ୍ରକାଶ କରିଥାନ୍ତି। କାରଣ ଅଭିନେତା ଅଭିନେତ୍ରୀ ମାନଙ୍କ ଜୀବନଶୈଳୀ ସାଧାରଣ ଲୋକଙ୍କ ଜୀବନଶୈଳୀ ଠାରୁ ଟିକିଏ ଭିନ୍ନ ଧରଣର ଯେଉଁଥି ପାଇଁ ନିଜ ନିଜର ପ୍ରିୟ ଅଭିନେତା ଅଭିନେତ୍ରୀଙ୍କ ଜୀବନଶୈଳୀକୁ ଫ୍ୟାନସ୍ ମାନେ ଅନୁସରଣ କରିଥାନ୍ତି। ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀଙ୍କ ବାବଦରେ କହିବାକୁ ଯାଉଛୁ ଯିଏକି ନିଜର ଦମଦାର ଅଭିନୟ ପାଇଁ ଦର୍ଶକ ମାନଙ୍କୁ କିମିଆ କରି ରଖିଛନ୍ତି।
ସେମିତି ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଅଭିନେତ୍ରୀ ଶିବାନୀ ସଂଗୀତା। ତେବେ ଅଭିନେତ୍ରୀ ଶିବାନୀଙ୍କୁ ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ। ଶିଶୁ କଳାକାର ଭାବେ ପିଲାଦିନରୁ ହିଁ ଦର୍ଶକ ମାନଙ୍କୁ ହୃଦୟରେ ରାଜ କରି ଆସୁଛନ୍ତି ଅଭିନେତ୍ରୀ ଶିବାନୀ। ଶିଶୁ କଳାକାର ଭାବେ ଏକାଧିକ ମେଗା ଧାରାବାହିକ ଏବଂ କଥାଚିତ୍ରରେ ଅଭିନୟ କରିଛନ୍ତି ଶିବାନୀ। ଓଡ଼ିଆ ଧାରାବାହିକ ଉତ୍ତରଦାୟୀ ରେ ଶିବାନୀ ପ୍ରଥମ ଥର ପାଇଁ ନଜର ଶିଶୁ କଳାକାର ଭାବେ ନଜର ଆସିଥିଲେ। ଏହାପରେ ମିତରେ ମିତ ଓଡ଼ିଆ କଥାଚିତ୍ରରେ ଶିବାନୀଙ୍କୁ ପ୍ରଥମ ଥର ପାଇଁ ଶିଶୁ କଳାକାର ଭାବେ ଅଭିନୟ କରିବାର ସୁଯୋଗ ମିଳିଥିଲା। ଏହାପରେ ଅନେକ ଧାରାବାହିକରେ ନଜର ଆସିଛନ୍ତି ଶିବାନୀ।
ତେବେ ୨୦୧୭ ମସିହାରେ ତରଙ୍ଗ ସିନେ ପ୍ରଡକ୍ସନ ନିର୍ମାଣରେ ଶିବାନୀ ଅଭିନେତା ବାବୁଶାନଙ୍କ ସ‌ହ ସିଷ୍ଟର ଶ୍ରୀଦେବୀ ଚଳଚ୍ଚିତ୍ରରେ ନାୟିକା ଭାବରେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ। ଯାହା ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଥିଲା। ଏହାପରେ ଏକାଧିକ ଓଡ଼ିଆ କଥାଚିତ୍ରରେ ମୁଖ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରି ଆସୁଛନ୍ତି ଅଭିନେତ୍ରୀ ଶିବାନୀ। ଶିବାନୀ କେବଳ ଭଲ ଅଭିନୟ କରନ୍ତି ତାହା ନୁହେଁ ସେ ଭଲ ଗୀତ ମଧ୍ୟ ଗାଇ ପାରନ୍ତି।

ତେବେ ବର୍ତ୍ତମାନ ସମୟରେ ଶିବାନୀଙ୍କର୍ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଶିବାନୀଙ୍କୁ ଜବରଦସ୍ତ ଡାନ୍ସ କରୁଥିବାର ଦେଖିବାକୁ ମିଳିଛି।ଏହା ସହିତ ସେ ଫ୍ୟାନସ୍ ମାନଙ୍କ ସହ ଖୁବ୍ ମସ୍ତି ମଧ୍ୟ କରୁଛନ୍ତି। ତେବେ ଏହି ଭିଡିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଫ୍ୟାନସ୍ ମାନେ ଶିବାନୀଙ୍କ ଏହି ଜବରଦସ୍ତ ଡାନ୍ସକୁ ଖୁବ୍ ପସନ୍ଦ କରିବା ସହ ଖୁବ୍ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି। ତେବେ ଭିଡିଓ ଦେଖିଲେ ଜଣା ପଡୁଛି କି ଶିବାନୀ କୌଣସି ଏକ ଷ୍ଟେଜ ପ୍ରୋଗ୍ରାମ ପାଇଁ ପ୍ରସ୍ତୁତି କରୁଛନ୍ତି। ତେବେ ଏହି ଭିଡିଓଟି ଭାଇରାଲ ହେବା ପରେ ଏହା ଦର୍ଶକ ମାନଙ୍କୁ ବେଶ୍ ପସନ୍ଦ ଆସିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment