ସମାଜ ଦିନକୁ ଦିନ ଧୀରେ ଧୀରେ ପରିବର୍ତନ ହୋଇ ଗଲାଣି। କିଛି ବର୍ଷ ପୂର୍ବେ ଟେକ୍ନୋଲୋଜି ର ଅଭାବ ଥିଲା ହେଲେ ଏବେ ନୂଆ ନୂଆ ଟେକ୍ନୋଲୋଜି ର ଉଭାବନ ହେଲାଣି। ମଣିଷର ବ୍ୟବହାର,କଥାବାର୍ତ୍ତା, ଚାଲିଚଳଣୀ,ପ୍ରଥା ପରମ୍ପରା ସବୁକିଛି ସମୟ କ୍ରମେ ବଦଳିବାରେ ଲାଗିଛି। ଏହି ଟେକ୍ନୋଲୋଜି ର ବ୍ୟବହାର ସମସ୍ତେ ଠିକ ଭାବରେ କରି ପରନ୍ତି ନାହିଁ ବା ସମସ୍ତଙ୍କ ପାଖରେ ପହଂଚି ପାରୁ ନାହିଁ। ଏହାରି ଭିତରେ ସମାଜ ବଦଳି ଯାଉଛି। ଏହି ଟେକ୍ନୋଲୋଜି ର ବ୍ୟବହାର ଦ୍ୱାରା ମଣିଷ କିଛି ଫାଇଦା ଉଠେଇ ପାରୁଛି।
ପ୍ରତ୍ୟେକ ମଣିଷ ପାଖରେ କିଛି ନା କିଛି ପ୍ରତିଭା ରହିଛି।କାହା ଜୀବନ ରେ କଣ ରହିଛି ତାହା କେହି ବି କହି ପାରିବେ ନାହିଁ। କିଛି ଲୋକଙ୍କ ଭାଗ୍ୟରେ ଚାକିରୀ ରହିଛି ଆଉ କାହା ପାଖରେ ଅନ୍ୟ କିଛି ବେପାର ବାଣିଜ୍ୟ କରିବା ପାଇଁ ଇଚ୍ଛା କରି ଥାଆନ୍ତି।ଆଉ କିଛି ଲୋକ ନିଜେ କରିବାକୁ ଭଲ ପାଆନ୍ତି। ବେଳେବେଳେ ଦେଖା ଯାଇଥାଏ କିଛି ଲୋକ ମନୋରଞ୍ଜନ ଦୁନିଆକୁ ଭଲ ପାଆନ୍ତି। ଏହି ଦୁନିଆରେ ଡ୍ୟାନ୍ସ ,ଅଭିନୟ,ସଙ୍ଗୀତ ଇତ୍ୟାଦି କରିବାକୁ ଭଲ ପାଆନ୍ତି।
ଏହାରି ଭିତରେ ଆଜି ଖବର ଗୋଟିଏ ଆସିଛି ଯେ କୌଣସି ଏକ ସ୍କୁଲ ରେ ଛୋଟ ପିଲାଟେ ବିନା ଟ୍ରେନିଂ ରେ ସେ ତାର ପ୍ରତିଭା ସମସ୍ତ ଆଗରେ ଦେଖେଇ ପାରିଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଜାଣିବା।
କୌଣସି ଏକ ଜାଗାର ଘଟଣା ଜଣା ନାହିଁ ହେଲେ ଛୋଟ ସ୍କୁଲ ପିଲାଟି ଶ୍ରେଣୀ ରୁମ ରେ ଯାହା କଲା ସମସ୍ତଙ୍କ ମୁଣ୍ଡ ଟିଣ ହୋଇଯିବ।କ୍ଲାସ ରୁମ ରେ ଶିକ୍ଷକ ଙ୍କ ସାମ୍ନାରେ ଏତେ ସୁନ୍ଦର ଲାଗିଲା ଯାହା କୁ ଶୁଣିଲା ପରେ ଶ୍ରେଣୀ ଭିତରେ ଖୁସିର ସୁଅ ଛୁଟିଲା। ସେ ପିଲାଟି ଓଡ଼ିଆ ଆଲବମର “ବାଳିକା ବଧୁ” ନାମକ ଏକ ବହୁତ ଲୋକପ୍ରିୟ ଗୀତ ଗାଇଥିଲେ। ସେ ଗୀତ ଗାଇବା ସହିତ ନିଜେ ବି ମ୍ୟୁଜିକ ଦେଉଥିଲେ ଏବଂ ତାଙ୍କର କଣ୍ଠ ବହୁତ ସୁନ୍ଦର ଯାହା ସମସ୍ତଙ୍କୁ ବିମୋହିତ କରି ଦେଇଛି।
ଏହି ଗୀତ ଟିକୁ କେହି ଭିଡିଓ କରିକି ସୋସିଆଲ ମିଡିଆରେ ଭାଇରଲ କରିଦେଇଛି। ଏବେ ଏହା ସମସ୍ତଙ୍କ ପାଖରେ ଘୁରି ବୁଲୁଛି। ତାଙ୍କର ଏତେ ସୁନ୍ଦର କଣ୍ଠ ସମସ୍ତଙ୍କ ମନକୁ ଛୁଇଁଛି।
ଏତେ ଛୋଟ ପିଲାଟିଏ ବିନା ଟ୍ରେନିଂ ରେ ସୁନ୍ଦର ଗାଉଛି ଯାହାକୁ ନେଇ ସବୁ ଜାଗାରେ ପ୍ରଶଂସା ସୁଅ ଦେଖା ଯାଉଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।