ଭାଇରାଲ ହେଲା ଭିଡିଓ ! ବାବୁସାନ ଙ୍କ ନ୍ୟୁ ବନ ବେବିକୁ ଭେଟିଲେ ଅନୁଭବ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ

0

ଆପଣ ମାନେ ସମସ୍ତେ ଜାଣିଥିବେ କି ଓଲିଉଡ ଇଣ୍ଡଷ୍ଟ୍ରିର ସୁପରହିଟ କଳାକାର ବାବୁସାନ ମାହାନ୍ତି ଏକ ଶିଶୁ ପୁତ୍ରର ବାପା ହୋଇଛନ୍ତି । ବାବୁସାନଙ୍କର ଶିଶୁ ପୁତ୍ର ଜନ୍ମ ହେବା ପରେ ଚାରିଆଡେ ଶୁଭେଚ୍ଛାର ସୁଅ ଛୁଟୁଛି । ଏମିତି କି ବଡ ବଡ କଳାକାର ମାନେ ମଧ୍ୟ ଶୁଭେଚ୍ଛାର ଶୁଅ ଛୁଟାଇଛନ୍ତି । କିନ୍ତୁ ସବୁଠାରୁ ଚର୍ଚ୍ଚାର ବିଷୟ ଏହା ହେଉଛି କି ସୁପଷ୍ଟାର ଅନୁଭବ ମାହାନ୍ତି ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମାହାନ୍ତି ଗତକାଲି ବାବୁସାନ ଘରକୁ ଯାଇଛନ୍ତି । ସେଠାରେ ସେ ତାଙ୍କର ନ୍ୟୁ ବନ ବେବି ବା ନୂଆ ଜନ୍ମ ନେଇଥିବା ପୁଅକୁ ଭେଟିଛନ୍ତି ଏବଂ ତାଙ୍କୁ କଙ୍ଗ୍ରାଜୁଲେସନ ଜଣାଇଛନ୍ତି । ଯାହାର ଫୋଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ଆନୁଭବ ଏବଂ ବାବୁସାନ ଙ୍କ ଭିତରେ ବହୁତ ତିକ୍ତତା ଲାଗି ରହିଥିଲା ଏବଂ ଇଲେକସନ ସମୟରେ ଦୁହେଁ ଦୁହିଁଙ୍କୁ କଟାକ୍ଷ କରିଥିଲେ ସତ କିନ୍ତୁ ଗତ କିଛି ଦିନ ତଳେ ଅନୁଭବଙ୍କର ଜନ୍ମ ଦିନ ହୋଇଥିବାରୁ ବାବୁସାନ ତାଙ୍କୁ ଉଇସ କରିଥିଲେ । କିନ୍ତୁ ଏବେ ଶୁଣିବାକୁ ମିଳୁଛି କି ଅନୁଭବ ଏବଂ ବାବୁସାନ ଙ୍କ ଘରେ ପହଞ୍ଚିଛନ୍ତି ଏବଂ ସେଠାରେ ବାବୁସାନଙ୍କର ନ୍ୟୁ ବନ ବେବିଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଆଶୀର୍ବାଦ ମଧ୍ୟ କରିଛନ୍ତି । ଏହା ସହିତ ସେ ନର୍ସ ମାନଙ୍କ ସହିତ ଉଠାଇଥିବା ଫୋଟ କୁ ଦେଖି ଚର୍ଚ୍ଚାର ବିଷୟ ପାଲଟି ଥିବାର କହିଥିଲେ ବାବୁସାନ ଶୁଣିବାକୁ ମିଳୁଛି ।

ତେବେ ଆନୁଭବ ଏବଂ ବାବୁସାନ ଦୁଇଜଣ ଓଡିଆ ଚଳଚ୍ଚିତ୍ର ଜଗତର ବେଶ ସୁପରିଚିତ ଏବଂ ଅନୁଭବ ବାବୁସାନ ଙ୍କ ଘରକୁ ଯାଇ ତୃପ୍ତି ଏବଂ ବାବୁସାନଙ୍କୁ କଙ୍ଗ୍ରାଜୁଲେସନ ଜଣାଇଛନ୍ତି । ତାଙ୍କର ନ୍ୟୁ ବନ ବେବି ଙ୍କୁ ମଧ୍ୟ ଆଶୀର୍ବାଦ କରିଛନ୍ତି , ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୂର୍ବୁ ଦୁଇ ଜଣଙ୍କ ମଧ୍ୟରେ ଏତେ ତିକ୍ତତା ଥିଲେ ମଧ୍ୟ ଏହି ତିକ୍ତତା କୁ ଭୁଲି ଅନୁଭବ ମାହାନ୍ତି ବାବୁସାନଙ୍କ ଘରକୁ ଯାଇ , ସେଠାରେ ବାବୁସାନଙ୍କ ବେବି କୁ ଶୁଭେଚ୍ଛା ଜଣାଇବା ସହିତ ଆଶୀର୍ବାଦ ମଧ୍ୟ କରିଛନ୍ତି । ପିଲା ଟିର ଆଗାମୀ ଜିନିଷ ବହୁତ ସୁଖମୟ ହେଉ ଏବଂ ସେ ବଡ ମଣିଷ ହେଉ ବୋଲି ଆଶୀର୍ବାଦ କରିଛନ୍ତି ।

ସବୁଠାରୁ ଚର୍ଚ୍ଚାର ବିଷୟ ଏହା ହେଉଛି କି ବାବୁସାନ ଏବଂ ଅନୁଭବ ଙ୍କ ଭିତରେ ଯେତେ ତିକ୍ତତା ଥାଉ ନା କାହିଁକି କିନ୍ତୁ ଏହି ମିଳାମିଳା ତାଙ୍କୁ ପୁଣିଥରେ ଏକାଠି କରିବ ବୋଲି ଲୋକମାନେ ଆଶା ବାନ୍ଧିଛନ୍ତି । ବାବୁସାନ ଏବଂ ଅନୁଭବ ଙ୍କ ଅଭିନୟକୁ ଲୋକମାନେ ତଥା ଦର୍ଶକ ମାନେ ବହୁତ ପସନ୍ଦ କରିବା ସହିତ ଭଲ ପାଇବା ମଧ୍ୟ ଦେଇଥାନ୍ତି । ଅନୁଭବ ବାବୁସାନଙ୍କର ନ୍ୟୁ ବନ ବେବିଙ୍କୁ ଦେଖି ବହୁତ ଖୁସି ନଜର ଆସିଛନ୍ତି ଏବଂ ତାଙ୍କୁ କଙ୍ଗ୍ରାଜୁଲେସନ ଜଣାଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।