viral ଖବର- ଅପରାଜିତା ଓ ବାବୁଶାନ୍ କାହାକୁ ବାଟୁଳି ମାରିଲେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣମାନେ

ସାଧାରଣତଃ ଯେଉଁ ମାନେ ସେଲିବ୍ରେଟି ସେମାନଙ୍କ ଦୈନ୍ୟ ଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ସେମାନଙ୍କ ଫ୍ୟାନମାନେ କୌତୁହଳ ପ୍ରକାଶ କରିଥାନ୍ତି। ଫିଲ୍ମରେ ରେ ଅଭିନୟ କରୁଥିବା କଳାକାରଙ୍କ ଜୀବନ ସମ୍ପୂର୍ଣ୍ଣ ଭାବରେ ଅଲଗା ହୋଇଥାଏ, ଜଣେ ସାଧାରଣ ମଣିଷ ଠାରୁ କାରଣ ସେଲିବ୍ରେଟିଙ୍କ ପ୍ରତ୍ୟେକ ଦିନର ରହଣି ଅନ୍ୟ ସାଧାରଣ ଲୋକଙ୍କ ଠାରୁ ଅଲଗା ହୋଇଥାଏ। କଳା ଜଗତରେ ତୋ ଅନେକ କଳାକାର ଅଭିନୟ କରିଥାନ୍ତି , କିନ୍ତୁ ଯେଉଁ କଳାକାର ନିଜର ଅଭିନୟ ଦର୍ଶକଙ୍କୁ ଭଲ ଲାଗିଲା, ଦର୍ଶକ ମାନେ ସେହି କଳାକାରଙ୍କୁ ଭଲ ପାଇଥାନ୍ତି ଏବଂ ତାଙ୍କର ଫ୍ୟାନ ହୋଇଯାଆନ୍ତି। ଦର୍ଶକମାନେ ନିଜ ନିଜର ପସନ୍ଦିତା ଅଭିନେତା ଅଭିନେତ୍ରୀ ଜୀବନରେ କଣ ଘଟୁଛି, ତାହା ଜାଣିବା ପାଇଁ ଦର୍ଶକ ମାନଙ୍କ ମନ ମଧ୍ୟରେ ସବୁବେଳେ କୌତୁହଳ ରହିଥାଏ।

ତେବେ ଆଜି ଆମେ ଏମିତି ଏକ ଓଲିଉଡ଼ କଳାକାରଙ୍କ ବିଷୟରେ କହିବା ପରେ ବିଷୟରେ କିଛି ଜଣେଇବା ପାଇଁ ଯାଉଛୁ। ଯାହା ଇୟୁ ଟୁଵ ରେ ଅନେକ ଲୋକ ଦେଖି ସାରିଲେଣି, ଲାଇକ କମେଣ୍ଟ ସୁଅ ବେଗରେ ଛୁଟୁଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଓଲିଉଡରେ ମାଆ ପୁଅଙ୍କ ଭିଡ଼ିଓ , ଏଇ ଦୁଇଜଣ କିଏ କାହିଁକି ତାଙ୍କ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି;

ବନ୍ଧୁ ଗଣ ସେ ଆଉ କେହି ନୁହନ୍ତି ଆମ ସମସ୍ତଙ୍କର ଅତି ପ୍ରିୟର ଟିକି ଅପା ଏବଂ ତାଙ୍କ ପୁଅ, ଅର୍ଥାତ ଅପରାଜିତା ମହାନ୍ତି ଏବଂ ତାଙ୍କ ପୁଅ ବାବୁସାନ ମହାନ୍ତି। ଉଭୟ ମାଆ ଏହି ଭିଡ଼ିଓରେ ଦେଖା ଯାଉଛନ୍ତି।

ଅପରାଜିତା ମହାନ୍ତି ଙ୍କ ହାତରେ ଗୋଟିଏ ବାଟୁଲି ଅଛି , ବାବୁସାନ ମହାନ୍ତି, ତାଙ୍କ ମଆ ଙ୍କୁ ଅତି ସ୍ନେହରେ ଟିକି ଅପା ବୋଲି ଡାକୁଛନ୍ତି, ଏବଂ ତାଙ୍କ ମାଆଙ୍କୁ ବାଟୁଲି ମାରିବା ପାଇଁ ନିର୍ଦେଶ ଦେଉଛନ୍ତି। ତେବେ ଏଭଳି ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏବଂ ଅପରାଜିତା ମହାନ୍ତି ମଧ୍ୟ ଅତି ସାଧାରଣ ଲୋକଙ୍କ ପରି ସିଂପଲ ଭାବରେ ବାଟୁଲି ମଧ୍ୟ ଚଳୁଛନ୍ତି।

ଆପଣ ମାନେ ତୋ ଜାଣିଛନ୍ତି, ଅପରାଜିତା ମହାନ୍ତି ଏବଂ ତାଙ୍କ ସ୍ୱାମୀ ଉତ୍ତମ ମହାନ୍ତି ସେମାନଙ୍କ ର ଧମକାଦାର ଅଭିନୟ ମଧ୍ୟମରେ ସାରା ଓଡିଶା ବାସୀ ସେମାନକୁ,ଭଲ ପାଆନ୍ତି।

ଏବଂ ତାଙ୍କ ପୁଅ ବାବୁସାନ ମହାନ୍ତି ବି ବାପା ମାଆ ଙ୍କ ପରି ସାରା ଓଡିଶା ବାସୀ ତାଙ୍କ ଚାମତ୍କାର ଅଭିନୟ ପାଇଁ ତାଙ୍କୁ ଭଲ ପାଆନ୍ତି, ତାଙ୍କର ଅନେକ ଗୁଡିଏ ଫ୍ୟାନ ମଧ୍ୟ ଅଛନ୍ତି, ସେମାନେ ନିଜର ପସନ୍ଦିତା କଳାକାରଙ୍କ ଜୀବନରେ କଣ ଘଟୁଛି ତାହା ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି, ତେବେ ତାଙ୍କର ଏହି ଭିଡ଼ିଓ ଟି ବର୍ତ୍ତମାନ ଅନେକ ଲୋକ ଦେଖିଛନ୍ତି। ଏବଂ ଅନେକ ଦର୍ଶକ ବହୁ ମାତ୍ରରେ ସେୟାର ମଧ୍ୟ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment