viral ଭିଡ଼ିଓ -୪ ବର୍ଷ ତଳେ ପ୍ରେମିକ ସାଙ୍ଗରେ ଚାଲିଯାଇଥିବା ମା’ ଫେରିଲା, ହେଲେ ଚିହ୍ନି ପାରୁନି ପୁଅ

0

ବର୍ତ୍ତମାନ ସମାଜରେ ଲୋକମାନେ ଆଉ ସମ୍ପର୍କର ମୂଲ୍ୟ ବୁଝୁନାହାନ୍ତି। ଆଜିର ଦୁନିଆରେ ଲୋକମାନେ ଲାଜ ଲଜ୍ୟାକୁ ପଛରେ ପକାଇ ଯାହା ସହ ହେଲେ ବି ଶାରୀରିକ ସମ୍ପର୍କ ରଖିବାକୁ କୁଣ୍ଠାବୋଧ କରୁନାହାନ୍ତି। ପ୍ରତ୍ୟେକ ଦିନ ଆପଣ
ମାନେ କିଛି ନା କିଛି ଅନୈତିକ ସମ୍ପର୍କ ଭଳି ଲଜ୍ୟା ଘଟଣା ସାମ୍ନାକୁ ଆସିଥାଏ। ନିଜର ଶାରୀରିକ ଭୋକ ମେଣ୍ଟେଇବା ପାଇଁ ମାମୁଁ-ଭାଣିଜୀ, ଭାଉଜ-ଦିଅର, ଭାଇ-ଭଉଣୀ, ଶଶୁର-ବହୁ, ଶାଳୀ-ଭିଣେଇ ଏବଂ ଏହା ବ୍ୟତୀତ ଜଣେ ବିବାହିତା ମହିଳା ଅନ୍ୟ ଜଣେ ପୁରୁଷ ସହ ପଳେଇ ଯାଉଛି ଅଧିକାଂଶ ସ୍ଥାନରେ ଆମ ସମାଜରେ ଘଟୁଛି।

ତେବେ ଆଜି ଆମେ ଆପଣଂକୁ ଏମିତି କିଛି ଘଟଣା ବିଷୟରେ କହିବା ପାଇଁ ଯାଉଛୁ, ଯାହା ଜାଣିଲା ପରେ ଆପଣ ମାନେ ଲଜ୍ୟା ଲାଗିବ ଏବଂ ବିଶ୍ୱାସ ବୋଲି ଜିନିଷ ରହିବ ନାହିଁ। ଗୋଟିଏ ପିଲା ର ମାଆ ନିଜ ଜନ୍ମ କଲା ପିଲାକୁ ଛାଡି ଅନ୍ୟ ପୁରୁଷ ସହ ପଳେଇ ଯାଇଥିଲା, ବର୍ତ୍ତମାନ ସେ ପିଲାକୁ ନେବାକୁ ଜିଦ ଧରୁଛି, ଏପରି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ତେବେ ଘଟଣା ହେଉଛି, ଏହି ମହିଳା ଜଣଙ୍କ ସେ ପୂର୍ବରୁ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ ତାଙ୍କର ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ପୁଅକୁ ଯେତେବେଳେ ୬ ମାସର ହୋଇଥିଲା, ସେହି ମହିଳା ଅନ୍ୟ ଏକ ଯୁବକ ସହ ପଳେଇ ଯାଇଥିଲା। ପରେ ତାଙ୍କ ସ୍ୱାମୀ ତାଙ୍କୁ ଝୁରି ଝୁରି ସେ ବି ମରିଗଲା। ତାଙ୍କ ଶାଶୁ ଘର ଲୋକେ ସେହି ପିଲାଟିକୁ ରଖିବା ପାଇଁ ମନା କରିଦେଇଥିଲେ। କାରଣ ତାଙ୍କ ଶାଶୁ ଘରେ ତାଙ୍କ ସ୍ୱାମୀ ତ ନାହାନ୍ତି ସେ କିପରି, ଜେଜେ ମାଆ ବୟସ ହୋଇଗଲାଣି ସେ କିପରି ଲାଳନ ପାଳନ କରିଥାନ୍ତେ। ତାପରେ ତାର ଅଜା ଆଇ ପାଖରେ ରହି ପିଲାଟି ପାଠ ପଢୁଥିଲା।

ଅଜା ଆଇ ତାଙ୍କର ବୟସ ହୋଇ ଯାଇଥିଲେ ମଧ୍ୟ ସେମାନେ ପିଲାଟିକୁ ରଖି ଲାଳନ ପାଳନ କରୁଥିଲେ। ମହିଳା ଜଣଙ୍କ କେବେବି ନିଜ ପିଲାକୁ ଦେଖା କରିବା ପାଇଁ ଆସିନଥିଲେ। ହଠାତ ଆସି ସେହି ପିଲାକୁ ନେଇ ଯିବାକୁ ବସିଥିଲେ। ମହିଳା ଯେଉଁ ପୁରୁଷ ପ୍ରେମିକା ପାଖରେ ରହୁଛନ୍ତି। ସେ ତାଙ୍କୁ ଏବଂ ସେହି ପୁଅଙ୍କୁ ରଖିବା ପାଇଁ ଦାବି କରୁଥିଲେ।

ଆଜା ଆଇ କହିବା କଥା, ଯଦି ପୁଅକୁ ନେବ ତାହାଲେ କୋର୍ଟ ରୁ ଲେଖା ପଢା କରି ନିଅ ତାଙ୍କର କିଛି ଆପତ୍ତି ନାହିଁ ବୋଲି କହିଥିଲେ। ଏବଂ ସେ ମହିଳା ରାଜି ହୋଇ ନଥିଲେ। ପିଲାଟିର କିପିରି ଭାବରେ ରକ୍ଷଣ ବେକ୍ଷଣ କରିବେ ସେଥିପାଇଁ ସରକାର ଧ୍ୟାନ ଦେବେ ବୋଲି ଆମର ଆଶା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।