viral ଭିଡ଼ିଓ – ବିଚ ରାସ୍ତା ରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ, ଆଉ ତାପରେ ଯାହା ହେଲା ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ

0

ଆଜିର ଯୁବକ ଯୁବତୀ ହେଉଛନ୍ତି ଆସନ୍ତା କାଲିର ଭବିଷ୍ୟତ। ଆମ ଯୁବ ପିଢୀଙ୍କ ହାତରେ ଆସନ୍ତା କାଲିର ଆମ ଦେଶର ଭବିଷ୍ୟତ ସ୍ଥିର ହୋଇ ଥାଏ। ଯଦି ଦେଶକୁ ସୁଦୃଢ କରିବାର ଆଛି ତାହାଲେ ଆମ ଯୁବ ଶକ୍ତିକୁ ଆଗେଇ ନେବାକୁ ପଡିଥାଏ। ବର୍ତ୍ତମାନ ଶିକ୍ଷିତ ସମାଜରେ ପିତାମାତା ନିଜର ପିଲା ମାନକୁ ପୂର୍ଣ ସ୍ୱାଧୀନତା ଦେଉଛନ୍ତି। ପିତା ମାତା ସ୍ୱାଧୀନତା କ୍ଷେତ୍ରରେ କୌଣସି ପ୍ରକାର ବାଧା ଦେଉନାହାନ୍ତି। କିନ୍ତୁ ବର୍ତ୍ତମାନ ର ଯୁବ ପୀଢ଼ି ନିଜର ଭବିଷ୍ୟତ କୁ ପଛରେ ପକେଇ ଅନେକ କୁ କର୍ମରେ ଲିପ୍ତ ରହୁଛନ୍ତି। ଯାହା ଫଳରେ ସେମାନେ ଆଗକୁ ବଢି ନିଜର ଭବିଷ୍ୟତ ଗଠନ କରିବା ପରିବର୍ତ୍ତେ ସେମାନେ ଅନେକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ବେଳେ ବେଳେ ଦେଖାଯାଏ ଯେ ଆଜିର ପୀଢ଼ି ସେମାନଙ୍କ ଜୀବନ ହରେଇବା ପାଈଁ ପଡ଼ିଥାଏ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି କଥା କହିବା ପାଇଁ ଯାଉଛୁ, ଏହା କୋୖଣସି ପିଲ୍ମ ର ଅଭିନୟ ଠାରୁ କମ ନୁହେଁ, ଘଟଣାଟି ହେଉଛି ଦୁଇଜଣ ଯୁବକ ଯୁବତୀ ରାଜ ରାସ୍ତା ରେ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ ତାକୁ ଆତ୍ମହତ୍ୟା କରିବାକୁ ବାଧା ଦେଉଛନ୍ତି ଯୁବକ ଜଣଙ୍କ, ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଘଟଣା;

ଆଜିର ଯୁବ ପିଢୀଙ୍କୁ ଆପଣ ମାନେ ଦେଖିଥିବେ ସେମାନେ ପ୍ରେମର ରଙ୍ଗୀନ ଦୁନିଆରେ ବଞ୍ଚୁଚନ୍ତି। ଯୌବନ ବୟସରେ ସେମାନେ ପ୍ରେମର ରଙ୍ଗୀନ ଦୁନିଆରେ ହୋଜିଯାନ୍ତି। କିନ୍ତୁ ଆଜିର ଯୁବ ପିଢୀଙ୍କ କ୍ଷେତ୍ରରେ ଯେତେ ଶୀଘ୍ର ପ୍ରେମ ସମ୍ପର୍କ ଗଢି ଉଠେ, ସେତେ ଶୀଘ୍ର ଭାଙ୍ଗି ମଧ୍ୟ ଯାଏ, ତେବେ ଆଜି ଯେଉଁ ଘଟଣାଟି ଘଟିଛି, ଠିକ ଏହିପରି ଭାବରେ, ଆମ ରାଜଧାନୀ ର ଭରତ ପୁର ରାସ୍ତାରେ ଦୁଇ ପ୍ରେମୀ ଯୁଗଳଙ୍କ ହାଇ ଡ୍ରାମା ଦେଖିବା ପାଇଁ ମିଳିଛି।

ସବୁ ଲୋକଙ୍କ ସାମ୍ନାରେ ଏଭଳି ଡ୍ରାମା କରିଥିଲେ ଦୁଇ ପ୍ରେମୀ ଯୁଗଳ, ରାସ୍ତା ଉପରେ ଯୁବକ ଯୁବତୀ କଥା ବାର୍ତା କରୁଥିଲେ। ହଠାତ ସେମାନଙ୍କ ମଧ୍ୟରେ କଣ ହେଲା, ଆତ୍ମହତ୍ୟା କରିବା ପାଇଁ ଉଧ୍ୟମ କଲେ। ଯେଉଁ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିବା ପାଇଁ ଉଧ୍ୟମ କରୁଥିଲେ ତାଙ୍କୁ ସମସ୍ତେ ଅଟକାଇ ବୁଝା ସୁଜା କରି ସେ ପଳେଇ ଆସିଥିଲେ।

ତେବେ ବନ୍ଧୁଗଣ ଯଦି ଆମ ଦେଶର ଯୁବକ ଯୁବତୀ ଏଭଳି କିଛି କରିବେ ତାହାଲେ ସେମାନଙ୍କ ଭବିଷ୍ୟତ ନଷ୍ଟ ହେବା ସହିତ, ଆମ ଦେଶ ମଧ୍ୟ ଆଗକୁ ବଢ଼ିବାରେ ସକ୍ଷମ ହୋଇ ପାରିବ ନାହିଁ। ତେଣୁ ଆମ ଦେଶର ସମସ୍ତ ସମସ୍ତ ଯୁବ ପଢିଙ୍କୁ ଅନୁରୋଧ ଆପଣ ମାନେ ନିଜର ଭବିଷ୍ୟତ କଥା ଚିନ୍ତା କରି ଏକ ଜୀବନରେ ସଫଳତା ହାସଲ କରିବା ପାଇଁ ଚେଷ୍ଟା କରନ୍ତୁ। ପଳରେ ନିଜର ଭବିଷ୍ୟତ ଉଜ୍ଜଳ ହେବା ସହିତ ଆମ ଦେଶ ମଧ୍ୟ ଆଗକୁ ବଢିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।