viral ଭିଡ଼ିଓ -ଘୋର କଳି! ହନୁମାନଙ୍କ ଆଶୀର୍ବାଦ ନେଇ ତାଙ୍କୁ ହିଁ ଲୁଟିଲା ଭକ୍ତ …ଛି..ଛି..ଆଉ ତାପରେ ଯାହାଘଟିଲା ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ

0

ବର୍ତ୍ତମାନ ସମାଜରେ ଅନୀତି ଅନ୍ୟାୟ ଅତ୍ୟାଚାର ସୀମା ବଡ଼ିବାରେ ଲାଗିଛି। ପ୍ରତ୍ୟେକ ଦିନ ଦିନ ଦୀପହରରେ ଚୋରି, ଲୁଟ, ହତ୍ୟା , ରେପ ଭଳି ଘଟଣା ସାମ୍ନାକୁ ଆସୁଛି। ଧୀରେ ଧୀରେ ଲୋକ ମାନଙ୍କ ମଧ୍ୟରେ ମାନବିକତା ଭଳି ଗୁଣ ହ୍ରାସ ହେବାରେ ଲାଗିଛି। ସମାଜ ଯେତେ ଆଗକୁ ଗଲେ ମଧ୍ୟ ଲୋକ ମାନଙ୍କ ମଧ୍ୟରେ ମାନିସିକତାରେ ପରିବର୍ତ୍ତନ ହେଉଛି ଫଳରେ ଅନ୍ୟାୟ ସେତିକି ମାତ୍ରାରେ ବଡି ଚାଲିଛି। ବେଳେ ବେଳେ ଏପରି କିଛି ଘଟଣା ଆମକୁ ଶୁଣିବାକୁ ମିଳିଥାଏ, ଆମ ମନୁଷ୍ୟ ସମାଜ ପ୍ରତି ଘୃଣାରେ ମୁଣ୍ଡ ତଳକୁ ହୋଇଯାଏ।

ତେବେ ଆଜି ଆମେ ଆପଣଂକୁ ଏମିତି ଏକ ଘଟଣା ବିଷୟରେ କହିବା ପାଇଁ ଯାଉଛୁ, ଆପଣ ମାନେ ଏହି ଘଟଣା ଟିକୁ ଶୁଣିବା ପରେ ମାନବ ସମାଜ ପ୍ରତି ଘୃଣାରେ ମୁଣ୍ଡ ନଇଁ ଯିବ। ଲୋକେ ଠାକୁରଙ୍କ ପାଖରେ ନିଜର ମାନସିକତା ପୂରଣ କରିବା ପାଇଁ ଠାକୁରଙ୍କ ନିକଟରେ ପଇସା ଦେଇଥାନ୍ତି। କିନ୍ତୁ ଏଠାରେ ଭଗବାନଙ୍କ ଠାରେ ଚୋରି କରୁଛନ୍ତି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ;

ଭିଡ଼ିଓ ଟିରେ ଜଣେ ବ୍ୟକ୍ତି ପ୍ରଥମେ ମନ୍ଦିର ଭିତରକୁ ପ୍ରବେଶ କଲେ , ଏବଂ ନିଜର ମନସ୍କାମନା ପୂରଣ କରିବା ଶନି ଦେବକୁ ପ୍ରଣାମ କଲେ , ତାପରେ ସେ ଠାକୁରଙ୍କ ଅଳଙ୍କାର ବାହାର କରି ପକେଟ ରେ ପୁରେଇ ଦେଲେ। ଚୋରର ଭକ୍ତି ଭାବ ଦେଖିଲେ ଆପଣ ବି ମୁଣ୍ଡରେ ହାତ ଦେଇଦେବେ, ଏଭଳି ସାହସ କୁ ମାନିବାକୁ ପଡିବ, ଚୋର ର ମନ ମଧ୍ୟରେ ଟିକିଏ ହେଲେ ଡର ଭୟ ନାହିଁ। ଚୋର ପ୍ରାୟ ତୋ ରାତିରେ ଚୋରି କରିଥାଏ କିନ୍ତୁ ଏଠାରେ ଓଲଟା ସ୍ପଷ୍ଟ ଦିନ ବେଳେ ଏପରି କାମ କରିଛନ୍ତି।

ତେବେ ଏଭଳି ଏକ ଘଟଣା ଘଟିଛି କଟକ ଜିଲ୍ଲାର ଏକ ହନୁମାନ ମନ୍ଦିର ରେ ଚୋରି କରୁଥିବା ଦୃଶ୍ୟ ସାମ୍ନାରେ ଥିବା ଏକ ସିସି ଟିଭିରେ କଏଦ ହୋଇଛି ସମ୍ପୂର୍ଣ୍ଣ ଘଟଣା। ଯେକେହି କହିବେ ଲୋକଟି ମନ୍ଦିର ମଧ୍ୟକୁ ଆସିଛି ନିଜର ଗୁହାରି ଜଣେଇବା ପାଇଁ ଭଗବାନଙ୍କ ନିକଟରେ କିନ୍ତୁ କିଏ ଜାଣିଥିଲା ଏଭଳି କାମ କରିପାରିବେ ବୋଲି।

ତେବେ ବନ୍ଧୁଗଣ ଆଜିର ଲୋକ ମାନେ କେତେ ତଳକୁ ଖସି ଯାଉଛନ୍ତି, ନିଜର ଆବଶ୍ୟକତା କୁ ପୁରଣ କରିବା ପାଇଁ, ଯେଉଁଠି ଆମ ହିନ୍ଦୁ ଧର୍ମରେ ଲୋକେ ଭଗବାନଙ୍କୁ ସର୍ବ ଶକ୍ତିମାନ ଭାବି ପୂଜା କରନ୍ତି, ଏବଂ ନିଜର ମନ କାମନା ପୂର୍ଣ କରିବା ପାଇଁ ଭଗବାନ ଙ୍କ ନିକଟରେ ପ୍ରାଥନା କରିଥାନ୍ତି। କିନ୍ତୁ ଆମ ସମାଜରେ ଏଭଳି ଲୋକ ଅଛନ୍ତି, ଭଗବାନ ଙ୍କୁ ଛାଡୁନାହାନ୍ତି। ସାଧରଣ ଲୋକଙ୍କ କଥା ରହିଲା ଦୂରରେ, ତେବେ ଚୋର ଧରା ହେଇଛି କି ନାହିଁ ତାହା ଏଯାଏଁ ସଠିକ ସୂଚନା ନାହିଁ ଆମ ପାଖେ, ତେବେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।