viral ଭିଡ଼ିଓ- ହେ ଭଗବାନ କି ବୁଦ୍ଧି ! ଟ୍ରକରେ ଏମିତି ଲୁଚାଇ ନେଇ ଯାଉଛନ୍ତି ମଦ , ଯାହାକୁ ଦେଖିଲେ ଆପଣ କେବେ ବିଶ୍ୱାସ କରି ପାରିବେ ନାହିଁ
ଆଜିର ସମାଜରେ ଚୋର ଡକାୟତ ମାନଙ୍କର ସଂଖ୍ୟା କ୍ରମଶଃ ବଢିବାରେ ଲାଗିଛି କିନ୍ତୁ ବଡ ଚିନ୍ତାର ବିଷୟର ଏହାକି ଚୋରୀ ଡକାୟତି କରିବା ପାଇଁ ନୂତନ ଉପାୟ ମାନ ବ୍ୟବହାର କରୁଛନ୍ତି । ଯାହା ସାଧାରଣ ଲୋକମାନେ କେବେହେଲେ ଚିନ୍ତା ମଧ୍ୟ କରି ପାରିବେ ନାହିଁ । ଧୀରେ ଧୀରେ ସମାଜରେ ଲୋକମାନେ ନିଶା କାରବାର ମଧ୍ୟ ଅଧିକ ମାତ୍ରାରେ କରି ଚାଲିଛନ୍ତି ,ମଦ୍ୟପାନ କରିବା ଶରୀର ପାଇଁ ବହୁତ କ୍ଷତି କାରକ ହୋଇଥିଲେ ମଧ୍ୟ ତାହାର ସେବନ ଅଧିକ ମାତ୍ରାରେ ଲୋକମାନେ କରୁଛନ୍ତି । ସେମିତି ଏକ ମଦ ବ୍ୟବସାୟୀର ମଦ ନେଉଥିବାର ଭିନ୍ନ ମାଧ୍ୟମ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିଲେ ଆପଣ ମାନେ କେବେ ବିଶ୍ୱାସ କରି ପାରିବେ ନାହିଁ କି ଏ ପ୍ରକାର ମଧ୍ୟ ମଦ ସମ୍ଭବ ଅଟେ ।
ସମ୍ପୂର୍ଣ୍ଣ ଘଟଣାଟି ହେଉଛି ରାସ୍ତାରେ ପୋଲିସ ମାନେ ଗାଡିର ଯାଞ୍ଚ କରୁଥିବା ସମୟରେ ଗୋଟିଏ ଟ୍ରକ ସେହି ରାସ୍ତାରେ ଯାଉଥିଲା । ପୋଲିସ କର୍ମଚାରୀ ମାନେ ସେହି ଟ୍ରକକୁ ଅଟକାଇ ଥିଲେ । ତାହାକୁ ଭଲ ଭାବରେ ଯାଞ୍ଚ ମଧ୍ୟ କରିଥିଲେ । ସେଥିରୁ କିଛି ମିଳି ନଥିଲା କିନ୍ତୁ ସେଥି ମଧ୍ୟରୁ ଜଣେ ପୋଲିସ କର୍ମୀ ଗାଡିରେ ଲଗାଯାଇଥିବା ନମ୍ୱର ପ୍ଲେଟକୁ ନିଜ ଆଡକୁ ଟାଣନ୍ତି , ସେହି ସମୟରେ ଖୁଫିୟା ଷ୍ଟରେଜ ବାହାରି ଆସେ । ଯେଉଁଥିରେ ମଦର ବୋତଲ ଅନେକ ଗୁଡିଏ ରଖାଯାଇଥିଲା , ଯାହାକୁ ଦେଖି ସେଠାକାର ପୋଲିସ ଓ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
Diabolically clever. Gives a whole new meaning to the word ‘Payload!’ But I assure you this kind of innovation was not part of the design brief for the pickup truck Product Development team at our research centre, nor will it EVER be! 😊 pic.twitter.com/JMqZN0VDAx
— anand mahindra (@anandmahindra) March 19, 2021
ଲୋକମାନେ ମଦକୁ ଚୋରେଇ ନେବା ପାଇଁ ଏମିତି ବି ବୁଦ୍ଦି ପ୍ରୟୋଗ କରି ପାରନ୍ତି , ତାହା କେବେ ବିସ୍ୱାସ ହେବ ନାହିଁ । ଏହି ଭିଡିଓ ଏବେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ଏହାର ବୁଦ୍ଦିକୁ ପ୍ରସଂଶା ମଧ୍ୟ କରିଛନ୍ତି । ଆଜିର ସମାଜରେ ଲୋକମାନେ ଏମିତି କାର୍ଯ୍ୟ କରିବାକୁ କେବେହେଲେ ପଛଘୁଞ୍ଚା ଦେଉ ନାହାନ୍ତି ବରଂ ଉନ୍ନତ ମାନର ବୁଦ୍ଦି କୌଶଳ ପ୍ରୟୋଗ କରି ଏ ପ୍ରକାର କାର୍ଯ୍ୟକୁ କରି ଚାଲିଛନ୍ତି । ସେଠାରେ ଉପସ୍ଥିତ ଥିବା ପୋଲିସ ମାନେ ମଧ୍ୟ ଲୋକଟିର ବୁଦ୍ଦିକୁ ଦେଖି ଆଶ୍ଚର୍ୟ୍ୟ ହୋଇ ଯାଇଛନ୍ତି କାରଣ ସାମାନ୍ୟ ମଦକୁ ଲୁଚିକରି ନେବା ପାଇଁ ଡ୍ରାଇଫରଟି ଏପରି ପ୍ରସ୍ତୁତି କରିଛି ।
ସେଥି ପାଇଁ ଆଜିର ସମୟରେ ଲୋକମାନଙ୍କୁ ଏମିତି ବୁଦ୍ଦିହୀନ ବା ସରଳ ବୋଲି ମନେ କରିବା ଉଚିତ ନୁହଁ କାରଣ ଯେଉଁ ବ୍ୟକ୍ତି ମାନେ ସରଳ ଓ ନିରୀହ ଦେଖାଯାଇଥାନ୍ତି ସେମାନଙ୍କ ମଧ୍ୟରେ ଅନେକ ଭୟଙ୍କର ଡକାୟତି ଓ ଚୋରୀ କରିବାର କୌଶଳ ଜାଣିଥାନ୍ତି । ତେଣୁ ଡ୍ରାଇଫର ଟିର ଏପରି ଭାବରେ ମଦ ଲୁଚି କରି ନେବାର କୌଶଳକୁ ସମସ୍ତ ଲୋକମାନେ ସେଲୁଟ କରିଛନ୍ତି । ଏହି ଭିଡିଓରେ ଆପଣ ମାନେ ଭଲ ଭାବରେ ଦେଖି ପାରୁଥିବେ କି ନମ୍ୱର ପ୍ଲେଟ ଲଗାଯାଇଥିବା ଷ୍ଟୋରେଜ ରେ ମଦ ବୋତଲ ରଖାଯାଇଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।