viral ଭିଡ଼ିଓ- ହେ ଭଗବାନ କି ବୁଦ୍ଧି ! ଟ୍ରକରେ ଏମିତି ଲୁଚାଇ ନେଇ ଯାଉଛନ୍ତି ମଦ , ଯାହାକୁ ଦେଖିଲେ ଆପଣ କେବେ ବିଶ୍ୱାସ କରି ପାରିବେ ନାହିଁ

0

ଆଜିର ସମାଜରେ ଚୋର ଡକାୟତ ମାନଙ୍କର ସଂଖ୍ୟା କ୍ରମଶଃ ବଢିବାରେ ଲାଗିଛି କିନ୍ତୁ ବଡ ଚିନ୍ତାର ବିଷୟର ଏହାକି ଚୋରୀ ଡକାୟତି କରିବା ପାଇଁ ନୂତନ ଉପାୟ ମାନ ବ୍ୟବହାର କରୁଛନ୍ତି । ଯାହା ସାଧାରଣ ଲୋକମାନେ କେବେହେଲେ ଚିନ୍ତା ମଧ୍ୟ କରି ପାରିବେ ନାହିଁ । ଧୀରେ ଧୀରେ ସମାଜରେ ଲୋକମାନେ ନିଶା କାରବାର ମଧ୍ୟ ଅଧିକ ମାତ୍ରାରେ କରି ଚାଲିଛନ୍ତି ,ମଦ୍ୟପାନ କରିବା ଶରୀର ପାଇଁ ବହୁତ କ୍ଷତି କାରକ ହୋଇଥିଲେ ମଧ୍ୟ ତାହାର ସେବନ ଅଧିକ ମାତ୍ରାରେ ଲୋକମାନେ କରୁଛନ୍ତି । ସେମିତି ଏକ ମଦ ବ୍ୟବସାୟୀର ମଦ ନେଉଥିବାର ଭିନ୍ନ ମାଧ୍ୟମ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିଲେ ଆପଣ ମାନେ କେବେ ବିଶ୍ୱାସ କରି ପାରିବେ ନାହିଁ କି ଏ ପ୍ରକାର ମଧ୍ୟ ମଦ ସମ୍ଭବ ଅଟେ ।

ସମ୍ପୂର୍ଣ୍ଣ ଘଟଣାଟି ହେଉଛି ରାସ୍ତାରେ ପୋଲିସ ମାନେ ଗାଡିର ଯାଞ୍ଚ କରୁଥିବା ସମୟରେ ଗୋଟିଏ ଟ୍ରକ ସେହି ରାସ୍ତାରେ ଯାଉଥିଲା । ପୋଲିସ କର୍ମଚାରୀ ମାନେ ସେହି ଟ୍ରକକୁ ଅଟକାଇ ଥିଲେ । ତାହାକୁ ଭଲ ଭାବରେ ଯାଞ୍ଚ ମଧ୍ୟ କରିଥିଲେ । ସେଥିରୁ କିଛି ମିଳି ନଥିଲା କିନ୍ତୁ ସେଥି ମଧ୍ୟରୁ ଜଣେ ପୋଲିସ କର୍ମୀ ଗାଡିରେ ଲଗାଯାଇଥିବା ନମ୍ୱର ପ୍ଲେଟକୁ ନିଜ ଆଡକୁ ଟାଣନ୍ତି , ସେହି ସମୟରେ ଖୁଫିୟା ଷ୍ଟରେଜ ବାହାରି ଆସେ । ଯେଉଁଥିରେ ମଦର ବୋତଲ ଅନେକ ଗୁଡିଏ ରଖାଯାଇଥିଲା , ଯାହାକୁ ଦେଖି ସେଠାକାର ପୋଲିସ ଓ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଲୋକମାନେ ମଦକୁ ଚୋରେଇ ନେବା ପାଇଁ ଏମିତି ବି ବୁଦ୍ଦି ପ୍ରୟୋଗ କରି ପାରନ୍ତି , ତାହା କେବେ ବିସ୍ୱାସ ହେବ ନାହିଁ । ଏହି ଭିଡିଓ ଏବେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ଏହାର ବୁଦ୍ଦିକୁ ପ୍ରସଂଶା ମଧ୍ୟ କରିଛନ୍ତି । ଆଜିର ସମାଜରେ ଲୋକମାନେ ଏମିତି କାର୍ଯ୍ୟ କରିବାକୁ କେବେହେଲେ ପଛଘୁଞ୍ଚା ଦେଉ ନାହାନ୍ତି ବରଂ ଉନ୍ନତ ମାନର ବୁଦ୍ଦି କୌଶଳ ପ୍ରୟୋଗ କରି ଏ ପ୍ରକାର କାର୍ଯ୍ୟକୁ କରି ଚାଲିଛନ୍ତି । ସେଠାରେ ଉପସ୍ଥିତ ଥିବା ପୋଲିସ ମାନେ ମଧ୍ୟ ଲୋକଟିର ବୁଦ୍ଦିକୁ ଦେଖି ଆଶ୍ଚର୍ୟ୍ୟ ହୋଇ ଯାଇଛନ୍ତି କାରଣ ସାମାନ୍ୟ ମଦକୁ ଲୁଚିକରି ନେବା ପାଇଁ ଡ୍ରାଇଫରଟି ଏପରି ପ୍ରସ୍ତୁତି କରିଛି ।
ସେଥି ପାଇଁ ଆଜିର ସମୟରେ ଲୋକମାନଙ୍କୁ ଏମିତି ବୁଦ୍ଦିହୀନ ବା ସରଳ ବୋଲି ମନେ କରିବା ଉଚିତ ନୁହଁ କାରଣ ଯେଉଁ ବ୍ୟକ୍ତି ମାନେ ସରଳ ଓ ନିରୀହ ଦେଖାଯାଇଥାନ୍ତି ସେମାନଙ୍କ ମଧ୍ୟରେ ଅନେକ ଭୟଙ୍କର ଡକାୟତି ଓ ଚୋରୀ କରିବାର କୌଶଳ ଜାଣିଥାନ୍ତି । ତେଣୁ ଡ୍ରାଇଫର ଟିର ଏପରି ଭାବରେ ମଦ ଲୁଚି କରି ନେବାର କୌଶଳକୁ ସମସ୍ତ ଲୋକମାନେ ସେଲୁଟ କରିଛନ୍ତି । ଏହି ଭିଡିଓରେ ଆପଣ ମାନେ ଭଲ ଭାବରେ ଦେଖି ପାରୁଥିବେ କି ନମ୍ୱର ପ୍ଲେଟ ଲଗାଯାଇଥିବା ଷ୍ଟୋରେଜ ରେ ମଦ ବୋତଲ ରଖାଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।