ଶେଷରେ ହେଲା ମହା ଖୁଲାସା ! ଭାଇରାଲ ଭିଡ଼ିଓ ଖୋଲିଦେଲା DFO ଙ୍କ ଅସଲ ମୁଖା…ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ,ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନ କିଛି ତଥ୍ୟ ଶୁଣିବାକୁ ମିଳୁଛି। ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ, ମାରପିଟ ଓ ହତ୍ୟା ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ସମାଜରେ ଲୋକ ମାନେ ଅନ୍ୟାୟ କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି। ସବୁବେଳେ କିଛି ନା କିଛି ଘଟଣା ଓ ଦୁର୍ଘଟଣା କରି ଚାଲିଥିବେ। ଯାହାକି ଏହା ଏକ ଅପରାଧିକ କାର୍ଯ୍ୟ ଅଟେ। ସମାଜରେ ଲୋକ ମାନେ ନୃଶଂସ ପାଲଟି ଯାଉଛନ୍ତି ଓ ମନରେ ଭୟ ମଧ୍ୟ ରଖୁ ନାହାନ୍ତି ଏବଂ ଏଥି ସହ କାହାରିକୁ ମଧ୍ୟ ଖାତିର କରୁ ନାହାନ୍ତି। ଅପରାଧିକ କାର୍ଯ୍ୟ କରି ସେମାନେ ମିଛ କଥା କହିବାକୁ ମଧ୍ୟ ପଛ ଘୁଞ୍ଚା ଦେଉ ନାହାନ୍ତି। ସେମାନେ ଆଇନକୁ ମଧ୍ୟ ଖାତିର କରୁ ନାହାନ୍ତି। ପ୍ରତିଦିନ ଏଭଳି ଘଟଣା ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ନିନ୍ଦା କରିବେ। ତେବେ ଘଟଣାଟି ହେଉଛି, ACF ସୌମ୍ୟରଞ୍ଜନଙ୍କ ମୃତ୍ୟ ଘଟଣାକୁ ନେଇ, DFO ସଂଗ୍ରାମ କେଶରୀ ବେହେରାଙ୍କୁ ସାମ୍ବାଦିକ ମାନେ କିଛି ପ୍ରଶ୍ନ ପଚାରି ଥିଲେ କିନ୍ତୁ ସେ ତାଙ୍କ ପ୍ରଶ୍ନର ଉତ୍ତର ନ ଦେଇ ମିଛ କଥା କହିଥିଲେ ବୋଲି ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ACF ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ରହସ୍ୟ ଜନକ ହୋଇ ଥିବାରୁ, ପ୍ରତିଦିନ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳୁଛି। ତାଙ୍କ ମୃତ୍ୟୁ ମାମଲାରେ ଯେଉଁ ମାନେ ଉପସ୍ଥିତ ଥିଲେ ତାଙ୍କୁ କ୍ରାଇମବ୍ରାଞ୍ଚ ଟିମ ଜଣକ ପରେ ଜଣକୁ ଜେରା କରି ଚାଲିଛି ଓ ତାର ରହସ୍ୟ ମଧ୍ୟ ଖୋଜି ଚାଲିଛି। DFO ସଂଗ୍ରାମ କେଶରୀ ବେହେରାଙ୍କୁ ଯେତେବେଳେ କ୍ରାଇମବ୍ରାଞ୍ଚ ଟିମ ଜେରା କରିଥିଲେ, ସେତେବେଳେ ସେ ସବୁ ମିଛ କଥା କହିଥିଲେ ବୋଲି କ୍ରାଇମବ୍ରାଞ୍ଚ ଟିମ ତାଙ୍କୁ ସନ୍ଦେହ ମଧ୍ୟ କରିଥିଲେ।

ତେବେ ବର୍ତ୍ତମାନ ତାଙ୍କୁ ହାତୀ ଜଳ ପ୍ରପାତ ଅଞ୍ଚଳରକୁ ତାଙ୍କ ଟିମ ସହ ପିକିନିକ କରିବା ପାଇଁ ଯାଇଥିଲେ। ସେ ପିକିନିକର ବହୁତ ଭଲ ଭାବରେ ମଜା ନେବା ସହିତ କ୍ୟାମେରା ଧରି ଫୋଟୋ ଉଠାଇ ଥିଲେ ବୋଲି ନଜର ଆସିଛି। ଏହି ଭିଡ଼ିଓଟି ଭାଇରଲ ହେବାରେ ଲାଗିଛି। କିନ୍ତୁ ଯେତେବେଳେ ସାମ୍ବାଦିକ ମାନେ ତାଙ୍କ ଅଫିସକୁ ଆସି ସୌମ୍ୟଙ୍କ ମୃତ୍ୟୁ ବାବଦରେ କିଛି ଜାଣିବା ପାଇଁ ଚେଷ୍ଟା କରିଥିଲେ, ସେ ବ୍ୟସ୍ତ ଅଛନ୍ତି କହି ତାଙ୍କ ପ୍ରଶ୍ନର ଉତ୍ତର ଦେଇ ନଥିଲେ ଓ ବିରକ୍ତ ମଧ୍ୟ ହୋଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।