viral ଭିଡ଼ିଓ -ଲଜ୍ୟାର ସୀମା ଟପିଲା -ମେଡିକାଲ ଶବ ଗୃହରେ ଚାଲିଥିଲା ରାସଲିଳା, ତାପରେ ଯାହା ହେଲା ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ

ଆଜିର ଯୁବକ ଯୁବତୀ ଯେତେ ଶିକ୍ଷିତ ହେଉଛନ୍ତି ସେମାନଙ୍କ ପାଖରେ ଆତ୍ମ ସଂଯମତା ଭଳି ଗୁଣ ଧୀରେ ଧୀରେ ସେମାନଙ୍କ କ୍ଷେତ୍ରରେ ଦୂର ହେବାକୁ ବସିଲାଣି। ବର୍ତ୍ତମାନ ଲୋକଙ୍କ ମାନସିକତା ରେ ପରିବର୍ତ୍ତନ ହେବାକୁ ବସିଲାଣି, ଆପଣ ମାନେ ଦେଖିଥିବେ ପ୍ରତ୍ୟେକ ଦିନ ଆମ ସମାଜରେ ଅନେକ କିଛି ଘଟଣା ଘଟୁଛି ଯାହା ଆପଣଙ୍କୁ ଶୁଣିବା ପାଇଁ ମଧ୍ୟ ଲଜ୍ୟା ଲାଗିଥାଏ। ତେବେ ଦର୍ଶକ ବନ୍ଧୁ ଆଜି ଆମେ ଆପଣଙ୍କୁ ଏପରି କିଛି ଲଜ୍ୟା ଜନକ ଘଟଣା ବିଷୟରେ କହିବା ପାଇଁ ଯାଉଛୁ, ଯାହାକି ମେଡ଼ିକାଲ ମଧ୍ୟରେ ଥିବା ଶବ ଗ୍ରହରେ ଆପତ୍ତି ଜନକ ଫୋଟୋ ଭାଇରାଲ ହେବାରେ ଲାଗିଛି, ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ତେବେ ଶବ ଗ୍ରହରେ ରାସଲୀଳା ଚାଲିଥିଲା, ଯାହାକି କାମନା ନିଆଁ ରେ ଅନ୍ଧ ହୋଇ , ସ୍ଥାନ କାଳ ପାତ୍ର କିଛି ଦେଖିଲେନି , ସବୁଠାରୁ ବଡ ମେଡିକାଲ ରେ ଧରା ପଢିଲେ ଯୁବତୀ ଏବଂ ଦୁଇ ଜଣ ଯୁବକ , ତେବେ ଯୁବକ ଦୁଇଜଣ ଠିକାରେ ନେଇଥିବା କମ୍ପାନୀ ର କର୍ମଚାରୀ ବୋଲି ଜଣା ପଢ଼ିଛି। ମଧ୍ୟ ପ୍ରଦେଶ ରାଜ୍ୟର ମହାରାଜ ଯସମନ୍ତପୁର ରାଓ ହସ୍ପିଟାଲରେ ଏଭଳି ଲଜ୍ୟା ଜନକ ଘଟଣା ଦେଖିବା ପାଇଁ ମିଳିଛି।

 

ହସ୍ପିଟାଲରେ ଦୁଇଜଣ ଯୁବତୀ ଏବଂ ଦୁଇଜଣ ଯୁବତୀଙ୍କ ଅଶ୍ୱିଳ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ତେବେ ଏପରି ଆପତ୍ତି ଜନକ ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା ମେଡିକାଲ ର ମାଲିକ ଏ ଘଟଣା ସମ୍ପର୍କରେ ଅବଗତ ନାହାନ୍ତି। UDS ନାମକ ଏକ ଘରୋଇ କମ୍ପାନୀ କିଛି କାମ ଠିକାରେ ନେଇଛି ଆଉ ସେହି କମ୍ପାନୀ ର କର୍ମଚାରୀ ମାନେ ଏପରି କାମ କରି ହସ୍ପିଟାଲ କୁ ବଦନାମ କରିଛନ୍ତି।

ମଙ୍ଗଳ ବାର ଦିନ ରାତିରେ ଜଣେ ଲୋକଙ୍କ ମୃତ ଦେହ ଧରି ଶବ ଗୃହରେ ପହଁଚିବା ପରେ ଏଥିରେ ଥିବା ଦୁଇଜଣ ଯୁବତୀ କର୍ମଚାରୀ ଏବଂ ଦୁଇଜଣ ଯୁବକ କର୍ମଚାରୀ ଅସଂଯତ ଅବସ୍ଥାରେ ଦେଖି ଶବ ରଖିବାକୁ ଆସିଥିବା କର୍ମଚାରୀ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ତା ପରେ ସେହି ଘଟଣାକୁ କ୍ୟାମେରା ରେ କଏଦ କରିବା ପାଇଁ ଚେଷ୍ଟା କରିଥିଲେ। ସେହି ସମୟରେ ଦୁଇଜଣ ଯୁବକ ବାହାରି ଆସି ଧମକ ଚମକ ଦେଇଥିଲେ।

ସେହି ଯୁବକ ଦୁଇଜଣ କହିଥିଲେ, ଆପଣ ଶବ ରଖିବା କଥା ଶବ ରଖନ୍ତୁ, ଏବଂ ଯାଆନ୍ତୁ, ଆମେ ଯାହା କଲୁ ଆପଣଙ୍କ ର କଣ ଅସୁବିଧା ହେଉଛି। ସେଠାରେ ଅନ୍ୟ କିଛି ଲୋକ କହିଥିଲେ , କିଛି ଦିନ ଧରି ରାତିରେ ଝିଅଙ୍କୁ ଆଣି କୁ କାର୍ଯ୍ୟ କରୁଛନ୍ତି। ଏପରି ଆପତ୍ତି ଜନକ ଫୋଟୋ ଭାଇରାଲ ହେବା ପରେ ସେହି କର୍ମଚାରୀ ଙ୍କୁ ନିଲମ୍ବିତ କରାଯାଇଛି। ଏବଂ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment