Breaking News – ସାମ୍ନାକୁ ଆସିଲା ବଡ଼ ଖୁଲାସା ! ଭୁବନେଶ୍ୱର ନୁହେଁ ଗାନ୍ଧିଛକରେ ନବଙ୍କ ମୃତ୍ୟୁ ହୋଇଥିଲା ! ମୃତ୍ୟୁ ସମୟକୁ ନେଇ ଦ୍ୱନ୍ଦ୍ୱ… ଦେଖନ୍ତୁ video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଗୋଟିଏ ମାତ୍ର ଖବର ଯାହା ଚର୍ଚ୍ଚା ର ବିଷୟ ପାଲଟିଛି ଆଉ ତାହା ହେଉଛି ନବ ଦାସ ଙ୍କର ମୃତ୍ୟୁ ଘଟଣା କୁ ନେଇକି କିଛି କଥା | ଆଉ ଯେଉଁଠି କୁହାଯାଉଛି କି ଗୋଟିଏ ପରେ ଗୋଟିଏ ଘଟଣା ର ଖୁଲାସା କରୁଛି କ୍ରାଇମ ବ୍ରାଞ୍ଚ ର ପୋଲିସ ଟିମ | ଆଉ ଯେଉଁଠି ଜଣା ପଡିଛି କି ASI ଗୋପାଳ ଦାସ ଙ୍କୁ 4 ଦିନ ରିମାଣ୍ଡ ରେ ମଧ୍ୟ ଆଣିକି ପୋଚରା ଉଚରା କରିବାକୁ ଲାଗିଛି ପୋଲିସ ଟିମ |ତାହା ସହିତ ଗୋପାଳ ଙ୍କ ଘରୁ ମିଳିଥିବା ଡ଼ାଇରୀ ରେ ମଧ୍ୟ କିଛି ଥାଇପାରେ ବୋଲି ଆଶା କରାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଝାଡ଼ସୁଗୁଡା ର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କୁ ASI ଗୋପାଳ ଦାସ ଗୁଳି ଚଳେଇଥିଲେ | ଆଉ ତାହା ପୋଲିସ ଗୋଟିଏ ପରେ ଗୋଟିଏ ସତ ଘଟଣା ର ତଦନ୍ତ କରିବା ପାଇଁ ଲାଗି ପଡିଥିଲା | ତେବେ କ୍ରାଇମ ବ୍ରାଞ୍ଚ ତରଫରୁ କୁହାଯାଉଛି କି 4 ଦିନ ରିମାଣ୍ଡ ରେ ନିଆଯାଇଥିଲା ASI ଗୋପଳ ଦାସ ଙ୍କୁ | ତେବେ ଆଜି ଶେଷ ଦିନ ହୋଇଥିବା ବେଳେ ଘଟଣା ର ତଦନ୍ତ ପାଇଁ ପୋଲିସ ପୁରା ପୁରି ଲାଗି ପଡିଥିଲା |

ଆଉ ତାହା ସହିତ କୁହାଯାଉଛି କି ଗୋପାଳ ଦାସ ଙ୍କ ର ସମସ୍ତ ବୟାନ ର ରିପୋର୍ଟ କରିବା ସହିତ ASI ଭାବରେ ଗୋପାଳ ଦାସ ବହୁତ ଦିନ ଧରି ଥିବା ପୋଲିସ ଷ୍ଟେସନ କୁ ଯାଇଥିଲେ ଝାଡ଼ସୁଗୁଡା ରେ ଥିବା ଗାନ୍ଧିଛକ ଥାନା କୁ | ଆଉ ସେଠାରେ ମଧ୍ୟ ତଦନ୍ତ କରିଥିଲେ କ୍ରାଇମବ୍ରାଞ୍ଚ ପୋଲିସ, ଆଉ ତାହା ସହିତ ଗୋପଳ ଦାସ ଙ୍କର ଘରେ ମଧ୍ୟ ଖୋଜା ଖୋଜି କରିବା ସହିତ ସମସ୍ତ ଙ୍କ ବୟାନ କୁ ନେଇ ଥିଲେ | ଆଉ ଯେଉଁଠି ଗୋପଳ ଦାସ ଙ୍କର ଗୋଟିଏ ଡାଏରୀ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ବୋଲି କୁହାଯାଉଛି |

ଆଉ ଯାହା ଅନୁମାନ କରାଯାଉଛି କି ମିଳିଥିବା ଡାଏରୀ ରୁ କିଛି ଟା ସୁରାଗ ମିଳିପାରେ ବୋଲି | ତାହା ସହିତ ଗୋପଳ ଙ୍କର ସ୍ତ୍ରୀ ଓ ଡାକ୍ତର ଙ୍କ କହିବା ଅନୁସାରେ ମାନସିକ ରୋଗ ପାଇଁକି ଗୋପାଳ ଖାଉଥିବା ମେଡ଼ିସିନ ବିଷୟରେ ମଧ୍ୟ ଯାଞ୍ଚ କରିବ କ୍ରାଇମ ବ୍ରାଞ୍ଚ ପୋଲିସ | ଆଉ ଯେଉଁ ଘଟଣା କୁ ନେଇକି ବର୍ତ୍ତମାନ ପୋଲିସ ଜୋର ସୋର ରେ ତଦନ୍ତ ଆରମ୍ଭ କରିଛି ବୋଲି କୁହାଯାଉଛି |

ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ଓ ସମସ୍ତଙ୍କର ନଜର ଡାଏରୀ ରେ ଲୁଚି ରହିଥିବା ସାହସ୍ୟ ଉପରେ ରହିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment