jyotish Shstra – ଆପଣମାନେ ବୁଧୁବାର ଦିନ ମାଂସ ଖାଉଛନ୍ତି କି ? ଜାଣନ୍ତୁ ଭୟଙ୍କର କଥା ….

ବନ୍ଧୁଗଣ ଆପଣ ଜାଣିଥିବେ ଯେ ଏହି ଦୁନିଆରେ ପ୍ରତ୍ୟକ ବ୍ୟକ୍ତିଙ୍କର ସବୁବେଳେ ତାଙ୍କର ମନସ୍କାମନା ପୂରଣ ହୋଇନଥାଏ, ସମସ୍ତେ ଯାହା ଚାହାଁନ୍ତି ତାହା ପାଇ ନଥାନ୍ତି |ଭଗବାନ ସମସ୍ତଙ୍କୁ ସବୁକିଛି ଦେଇନଥାନ୍ତି |ମୁଁ ଆଜି ଆପଣକୁ ଏମିତି କିଛି କାର୍ଯ୍ୟ ବିଷୟରେ କହିବି ଯାହା ଆପଣଙ୍କ ପାଇ ବହୁତ ମଙ୍ଗଳ ଅଟେ |ତେବେ ଆସନ୍ତୁ ଜାଣିବା ଏହି କାର୍ଯ୍ୟ ଗୁଡିକ କଣ ବା କଣ କଲେ ତାହା ଆମ ପାଇଁ ମଙ୍ଗଳ ହୋଇଥାଏ |
ଆପଣ ଯଦି କୌଣସି ମଙ୍ଗଳ କର କାର୍ଯ୍ୟ କରୁଥାନ୍ତି, ସେହି କାର୍ଯ୍ୟ ଆପଣଙ୍କର ସହଜରେ ହୋଇ ପାରୁନାହିଁ ତେବେ ଆପଣ ମଙ୍ଗଳବାର ଦିନ କିମ୍ବା ଶନିବାର ଦିନ ଗାଧୋଇ ସାରି ଗୋଟା ପାନପାତ୍ର ନେଇ ହନୁମାନଙ୍କ ପାଦତଳେ ମାନସିକ କରି ଥୁଅନ୍ତୁ ଦେଖିବେ ବଜରଙ୍ଗ ବାଲିଙ୍କ କୃପାରୁ ଆପଣଙ୍କ କାର୍ଯ୍ୟ ସହଜରେ ହୋଇଯିବ |ଆପଣଙ୍କ ଘରେ ତୁଳସୀ ଚଉରା ନିଶ୍ଚିତ ଥିବ ମାତ୍ର ଆପଣ ଭୁଲରେ ମଧ୍ୟ ତୁଳସୀ ଚଉରା ପାଖରେ ଲୁଗାପଟା ଧୋଇ ଶୁଖାନ୍ତୁ ନାହିଁ, ଏହା ଆପଣଙ୍କ ପାଇଁ ଅମଙ୍ଗଳ ହୋଇଥାଏ ହୋଇଥାଏ |ଆପଣ ତୁଳସୀ ଚଉରା ପାଖରୁ ସାତ କିମ୍ବା ନଅ ହାତ ଛାଡି ଲୁଗା ଶୁଖାନ୍ତୁ |

ଆପଣ ଚାଉଳ କିମ୍ବା ଗହମ ଯଦି ଛତା ଉପରେ ଧଉଥାନ୍ତି କିମ୍ବା ଲୁଗା ସଫା ଯଦି ଆପଣ ଛାତ ଉପରେ କରୁଥାନ୍ତି ତେବେ ଆପଣ ଏହି ପରି ଭୁଲ ଆଉ କରନ୍ତୁ ନାହିଁ କାରଣ କେତୁଙ୍କ ଦୃଷ୍ଟି ସର୍ବଦା ଛାତ ଉପରେ ରହିଥାଏ ତେଣୁ ଆପଣ ଏହିପରି କରନ୍ତୁ ନାହିଁ |ଏପରି କଲେ ଘରେ ସର୍ବଦା ମଙ୍ଗଳ ହୋଇଥାଏ |ଆପଣ କୌଣସି ଜାଗାକୁ ଯାଇଥିଲେ ଯଦି ସେଠାରେ ଆପଣଙ୍କ ଜୋତା ହଳ ଚୁରି ହୋଇଗଲା ତେବେ ଆପଣ ମନ ଦୁଃଖ କରନ୍ତୁ ନାହିଁ କାରଣ ଜୋତା ଚୁରି ଆପଣକୁ ଶୁଭ ସଂକେତ ଦେଇଥାଏ |କିନ୍ତୁ ଯଉଁ ବ୍ୟକ୍ତି ଜୋତା ଚୁରି କରନ୍ତି ତେବେ ତାର ଶନିଯସା ପଡିଥାଏ, ଆପଣ ଭୁଲରେ ବି କାହାର ଜୋତା ଚୁରି କରନ୍ତୁ ନାହିଁ |
ଆପଣ ରବିବାର ଦିନ କେବେ ଆମିଷ ଭକ୍ଷଣ କରନ୍ତୁ ନାହିଁ କାରଣ ଆମିଷ ଭକ୍ଷଣ କଲେ ଏହିଦିନ ଭଲ ନୁହଁ, ଏହିଦିନ ଆପଣ ମଶୁରି ଡାଲି, ଅଦା କିମ୍ବା ଲାଲ ରଙ୍ଗର ସାଙ୍ଗ ମଧ୍ୟ ଖାନ୍ତୁ ନାହିଁ |ଏହି କଥା ଆପଣ ମନି ଚଳିଲେ ଅପଣଂକର ଘରେ ସୁଖ, ଶାନ୍ତି ବଜାଇ ରହେ |ଠାକୁର ପୂଜା କରୁଥିବା ସମୟରେ ଆପଣ ଠାକୁରଙ୍କ ପାଖରେ କେବେ ବାଉଁଶରେ ତିଆରି ଧୂପ କାଠି ଲଗାନ୍ତୁ ନାହିଁ କିମ୍ବା ଆପଣ ଯେତେବେଳେ ଧୂପ ଲଗାଉଛନ୍ତି ସେତେବେଳେ ଦିଆସିଲି କାଠିକୁ ପାଟିରେ ଫୁଙ୍କି ଲିଭାନ୍ତୁ ନାହିଁ |ଏମିତି କଲେ ପୂଜା ମଙ୍ଗଳ ହୋଇନଥାଏ |ଶୁକ୍ଲପକ୍ଷ ଗୁରୁବାର ଦିନ ଆପଣ ଯଦି ପଇସା ପାଆନ୍ତି ତାହାକୁ ଆପଣ କେବେ ଖର୍ଚ୍ଚ କରନ୍ତୁ ନାହିଁ, ଏହି ପଇସାକୁ ନାଲି କପଡାରେ ବାନ୍ଧି କିଛି ଅରୁଆ ଚାଉଳ ଦେଇ ଠାକୁର ଘରେ ରଖି ଦିଅନ୍ତୁ ଏମିତି କଲେ ଆପଣଙ୍କ ଘର ଧନଧାନ୍ୟରେ ପୁରି ଉଠିବ |ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment