ତେବେ ବନ୍ଧୁଗଣ ଆମେ ମାନେ ସମାସ୍ତେ ଜାଣିଛୁ ଯିଏ ଆମ ପାଇଁ ଯେତେ ଭଲ ତାହା ସେତେ ଖରାପ ମଧ୍ୟ ହୋଇଥାଏ | ତେବେ ଆଜି ମୁ ଯାହା ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛି ତାହା ହେଉଛି UPI ଟ୍ରାନଯାକ୍ସନ ବିଷୟରେ | ଆଉ ଯାହା ମାଧ୍ୟମରେ ଆମେ ମାନେ ବିଭିନ୍ନ ପ୍ରକାରର ଆପ ମାଧ୍ୟମରେ ଟଙ୍କା କୁ ପଠେଇ ପାରିଥାଉ | ତେବେ ଏହା ଆମ ପାଇଁ ଯେତେ ସୁବିଧା କରିଥାଏ, ସେତିକି ପରିମାଣରେ ଅସୁବିଧା ମଧ୍ୟ କରେଇଥାଏ ବୋଲି କୁହାଯାଉଛି | ତେବେ ଯଦି ଆପଣ ଙ୍କ ପାଖରୁ ଭୁଲ ରେ ଟଙ୍କା ଗ୍ରାହକ ଙ୍କ ପାଖକୁ ଟ୍ରାନଜାକ୍ସନ ହୋଇ ଯାଇଥାଏ ତାହେଲେ ଆମେ ମାନେ କେଉଁ ଉପାୟରେ ଟଙ୍କା ଫେରସ୍ତ ପାଇପାରିବା ଆସନ୍ତୁ ସେ ବିଷୟରେ ଆଲୋଚନା କରିବା |
ତେବେ ଆଜି କାଲି ସମାନ୍ୟ ଗ୍ଲୋଶୋରୀ ଦୋକାନ ପାଖରୁ ଆରମ୍ଭ କରିକି ବଡ଼ ବଡ଼ ମୋଲ ପର୍ଯ୍ୟନ୍ତ ସବୁଠି UPI ପେମେଣ୍ଟ ବ୍ୟବସ୍ଥା କରାଯାଇଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ଆମେ ମାନେ ବେଳେବେଳେ ଭୁଲ ସ୍କାନର ଆଉ ନମ୍ବର ଉପରେ ଟଙ୍କା ପଠାଇ ଦେଇଥାଉ ଆଉ ଯାହା ଯୋଗୁ ବିଭିନ୍ନ ପ୍ରକାରର ଅସୁବିଧାରେ ଆମେ ପଡିଥାଉ | ତାହେଲେ ଯଦି ସେହିଭଳି କିଛି ସମସ୍ୟା ଆମ ର ହୋଇଥାଏ ତାହେଲେ ସେଥିରୁ କେମିତି ବର୍ତ୍ତିବା ତାହା ବିଷୟରେ ଭୀମ ଆପ ରେ କିଛି କୁହାଯାଇଛି |ତେବେ ଦେଖା ଯାଏ କି ଆଜି କାଲି ଆଉ ଲୋକ ମାନେ ଡେବିଟ କାର୍ଡ ବା କ୍ରେଡିଟ କାର୍ଡ ନେଉନାହାନ୍ତି | ଫୋନ ମାଧ୍ୟମରେ ସବୁ କାମ ଟଙ୍କା ପଠାଇବା ଓ ନେବା ଭଳି କାମ ସବୁ କରୁଛେ |
ତେବେ ଯଦି ଆମ ଆକାଉଣ୍ଟ ରୁ ଭୁଲ ନମ୍ବର ପାଖକୁ ଟଙ୍କା ପଳାଇ ଯାଇଥାଏ ତାହେଲେ ଆମେ ମାନେ ନିଜେ ଚାହିଁଲେ ଟଙ୍କା ଫେରାଇ ଆଣି ପାରିବା ନାହିଁ ବୋଲି କୁହାଯାଇଛି | ଆଉ ଯେଉଁଠି ଯଦି ଗ୍ରାହକ ଜଣକ ଜାଣିବା ପରେ ସେ ନିଜ ଇଛା ରେ ଫେରାଇ ଦେବେ ତାହେଲେ ଆମେ ଟଙ୍କା ଫେରସ୍ଥ ପାଇପାରିବା | ତେବେ ଯଦି ତାହା ନ ହୁଏ ତାହେଲେ ଆମେ ମାନେ ବ୍ୟାଙ୍କ ର ସାହାଯ୍ୟ ନେଇ ପାରିବା | ତେବେ ଆମେ ପ୍ରଥମେ ଯେଉଁ ଆପ ରେ ପଠାଇଥିବା ସେଥିରେ ଫୋ ଲ୍ସ ଟ୍ରାନଯାକ୍ସନ ବୋଲି ଗୋଟିଏ କମ୍ପ୍ଲେନ ମଧ୍ୟ ଦେଇ ପାରିବା |
ତାହା ବ୍ୟତୀତ ବ୍ୟାଙ୍କ ରେ ମେନେଜରଙ୍କ ପାଖରେ ଏହି ଅସୁବିଧା ଟିକୁ ଜଣାଇ ପାରିବା ଓ ତାହା ସହିତ କେଉଁ ନମ୍ବର ରୁ ଟ୍ରାନଯାକ୍ସନ ହୋଇଛି ବୋଲି ଜଣାଇବା ପରେ ସେମାନେ କିଛି ପଦକ୍ଷେପ ନେଇ ପାରନ୍ତି | କିନ୍ତୁ ଯଦି ଫୋନ ରେ ଟ୍ରାନଯାକ୍ସନ ବେଳେ ଟଙ୍କା ନ ଯାଇକି ରହିଯାଇଥାଏ ଓ ବେଲେନ୍ସ କଟିଯାଇଥାଏ ତାହେଲେ ସେହି ଟଙ୍କା ଆପେ ଆପେ ଫେରି ଆସିଥାଏ ବୋଲି କୁହାଯାଇଛି |ତେବେ ଏହିଭଳି ଭାବରେ ଆମେ ଟଙ୍କା ଫେରସ୍ଥ ପାଇପାରିବା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।