ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅର୍ଚ୍ଚନା ନା ଙ୍କ କଥା ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ | ତେବେ ଯାହା ଜଣା ପଡିଛି କି କେଉଁ ଭଳି ଭାବରେ ଅର୍ଚ୍ଚନା ନାଗ ନିଜର ପ୍ରେମ ଜାଲରେ ଫୋସାଉଥିଲେ ଲୋକ ମାନଙ୍କୁ |ଆଉ ଏଠାରେ ଆମେ କହିବାକୁ ଯାଉଛୁ ଅର୍ଚନା ଙ୍କ ସ୍ୱାମୀ ଜଗବନ୍ଧୁ ଙ୍କ ବିଷୟରେ | ଆଉ ଯିଏ କି ରାଜକୀୟ ଜୀବନ ବିତାଇବା ପାଇଁ ନିଜର ଗାଁ ରେ ଥିବା ଦୁଃଖୀ ବାପା ମା ଙ୍କୁ ଛାଡ଼ି କି ପଳେଇ ଯାଇଥିଲା ଭୁବନେଶ୍ୱର କୁ | ଆଉ ସେଠାରେ ଅର୍ଚନା ଙ୍କୁ ବିବାହ କରିକି ନିଜର ଧନ୍ଦା ଆରମ୍ଭ କରିଥିଲେ ଆଉ ବଡ଼ ବଡ଼ିଆ ମାନଙ୍କୁ ନିଜର ପ୍ରେମ ଜାଲରେ ପକାଇ ଟଙ୍କା ଲୁଟି କିଣୁଥିଲେ ଦାମିକିୟା ସାମଗ୍ରୀ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ଯାହା ଜଣା ପଡିଛି କି ଅର୍ଚନା ଙ୍କ ସ୍ୱାମୀ ଜଗବନ୍ଧୁ ଙ୍କ ଘର ବାଲେଶ୍ୱର ଜିଲ୍ଲା ର ଗୋଟିଏ ଛୋଟ ଗାଁ ରେ | ଆଉ ଯିଏ କି ଏଜମେଷ୍ଟର ଘରେ ରହୁଥିଲେ | ଆଉ ବର୍ଷା ଦିନେ ପଡୁଥିବା ବୁନ୍ଦା ବୁନ୍ଦା ପାଣି ର ଶବ୍ଦ କୁ ଶୁଣିକି ସେ ବିରକ୍ତ ହୋଇ ଯାଉଥିଲେ | ଆଉ ଗୋଟିଏ ଗରିବ ଜୀବନ ନ ବିତେଇ ଲଗଜୁରିଆସ ଘରେ ରହିବା ପାଇଁ ଚାହୁଁଥିଲେ | ଆଉ ଯାହା ତାଙ୍କର ଧନ ଅର୍ଚନା ତାଙ୍କୁ ଦେଇଥିଲେ |ଆଉ ଯେଉଁଥିପାଇଁ ବାପା ମା ଙ୍କର ଅରାଜି ସର୍ତ୍ତେ ସେ ବିବାହ କରିଥିଲେ ଅର୍ଚନା କୁ | ଆଉ ସେହି ଦିନ ଠାରୁ ସେମାନେ ଭୁବନେଶ୍ୱର ରେ ରହୁଥିଲେ ଆଉ ଘରକୁ ଆସୁ ନ ଥିଲେ |
ଆଉ ସେଠାରେ 2021 ରେ ଭୁବନେଶ୍ୱର ର ସତ୍ୟନାଗର ବିହାର ରେ ଏକ ରାଜକୀୟ ଘର ର ବ୍ୟବସ୍ତା ମଧ୍ୟ କରିଥିଲେ | ଆଉ ସେଠାରେ ନିଜ ସ୍ତ୍ରୀ ଙ୍କୁ ଲଗାଇ ଦେଇଥିଲେ ସେକ୍ସ କାରବାର ରେ |ଆଉ ଯାହାକୁ ଦେଖିଲେ ଆପଣ ମାନେ ବେଶ ଭଲ ଭାବରେ ଜାଣି ପାରିବେ କି କେଉଁଭଳି ଭାବରେ ମହିଳା ଜଣଙ୍କୁ ନେତା ଆଉ ରାଜ ନେତା ମାନଙ୍କୁ ନିଜର ପ୍ରେମ ଜାଲରେ ଫୋସାଉଥିଲେ | ଆଉ ସେମାନଙ୍କ ପାଖରୁ ମୋଟା ଅଙ୍କରେ ଟଙ୍କା ନେଇକି ବ୍ଲାକ ମେଲିଙ୍ଗ ମଧ୍ୟ କରିବାକୁ ଲାଗିଥିଲେ ଅର୍ଚନା ଚାନ୍ଦ |
ଆଉ ନିଜ ବେଡ଼ ରୁମ ରେ ସିସିଟିଭି ରେ ଅନ୍ତରଙ୍ଗ ମୁହୂର୍ତ୍ତ ର ଫୋଟ କୁ ଭାଇରାଲ କରେଇ ଦେବାର ଧମକ ଦେଇ ମୋଟା ଅଙ୍କରେ ଟଙ୍କା ନେଇ ନିଜର ବିଶାଳ ଘର ତିଆରି କରିଥିଲେ | ଆଉ +2 ପଢ଼ିଥିବା ଯୁବକ ଜଣଙ୍କ ଗାଁ ରୁ ଆସିକି ଏତେ ବଡ଼ ହୋଇଯିବ ତାହା କେବେ ସେ ଭାବି ନ ଥିଲେ | ଆଉ ନିଜ ବାପା ମା ଙ୍କ କଥା ମଧ୍ୟ ବୁଝୁ ନ ଥିଲେ ଜଗବନ୍ଧୁ | ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।