ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବହୁ ଚର୍ଚ୍ଚିତ ଦୀନେଶ ଆଉ ଦୀପିକା ଙ୍କ କଥା ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ | ତେବେ ଏଠାରେ ଦେଖିବାକୁ ମିଳିଛି କି ଦୀର୍ଘ ଦିନ ଧରିକି ଧାରଣା ରେ ବସିଥିଲେ ଦୀପିକା ଆଉ ନ୍ୟାୟ ପାଇବା ପାଇଁ ମଧ୍ୟ ସଂଗ୍ରାମ କରି ଆସୁଛନ୍ତି ଦୀପିକା | ଆଉ ଯାହା ସୂଚନା ମିଳିଛି କି ଏତେ ଦିନ ପରେ ମହିଳା କମିଶନ ଙ୍କ ତରଫରୁ ଦୀପିକା ଙ୍କ ପାଖକୁ ଆସିଥିଲା କୋଲ | ଆଉ ଯାହା ଫଳରେ ଦୀପିକା ପହଞ୍ଚି ଯାଇଥିଲେ ଭୁବନେଶ୍ୱର ରେ | ଆଉ ଯାହା ଦେଖା ଯାଉଛି କି ଦୀପିକା ଙ୍କ ପାଇଁକି ମହିଳା କମିଶନ ଙ୍କ ତରଫରୁ ଦିଆ ଯାଇଛି ଆଉ ଗୋଟିଏ ଡେଟ, ଆଉ ଯାହା ପାଇଁ ଦୀପିକା ବହୁତ ଖୁସି ଅଛନ୍ତି ବୋଲି କୁହାଯାଇଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ଦୀର୍ଘ ଦିନ ଧରିକି ସେହି ଗଞ୍ଜାମ ରେ ଘଟିଥିବା ଦିନେଶ ଆଉ ଦୀପିକା ଙ୍କ ଘଟଣା କୁ 72 ଦିନ ବିତି ଗଲାଣି କିନ୍ତୁ କିଛି ବି ନ୍ୟାୟ ମିଳି ପାରୁନି ଦୀପିକା ଙ୍କୁ | ଆଉ ଯାହା ଦେଖିବାକୁ ମିଳିଛି କି ଦୀପିକା ଆଶା ନେଇକି ଯାଇଥିଲେ ମହିଳା କମିଶନ ପାଖକୁ | ଆଉ ସେଠାରେ ଖୁସି ରେ ମଧ୍ୟ ଯାଇଥିଲେ |ଆଉ ଯାହା ଦେଖିବାକୁ ମିଳିଥିଲା କି ମହିଳା କମିଶନ ଫୋନ କରିକି ଡାକିଥିଲେ ମଧ୍ୟ ତାଙ୍କର ଡେଟ ନାହିଁ ବୋଲି କହିଥିଲେ |
ଆଉ ମହିଳା କମିଶନ ତରଫରୁ ତାଙ୍କୁ ଆଉ ଗୋଟିଏ ଡେଟ ମଧ୍ୟ ଦିଆ ଯାଇଛି ବୋଲି କୁହାଯାଇଛି | ଆଉ ଯାହା ଦେଖିବାକୁ ମିଳିଛି କି ଦୀପିକା ଙ୍କୁ ମହିଳା କମିସନରେ ରେ ଥିବା ମେଡ଼ାମ ଜଣଙ୍କ କହିଛନ୍ତି କି ଦୀନେଶ କଣ ପାଇଁ ଆସିପାରି ନାହାନ୍ତି ସେ ବିଷୟରେ | ଆଉ ମାଡାମ ଜଣଙ୍କ ଦୀପିକା ଙ୍କୁ ଗୋଟିଏ ଡିସିସନ ମଧ୍ୟ ଶୁଣାଇଛନ୍ତି ଆଉ ଯାହା ପାଇଁ ଦୀପିକା ବହୁତ ଖୁସି ମଧ୍ୟ ଅଛନ୍ତି ବୋଲି ପ୍ରକାଶ କରିକି କହିଛନ୍ତି ମିଡ଼ିଆ ସାମ୍ନା ରେ |
ଆଉ ଅନ୍ୟ ଗୋଟିଏ ଡେଟ ମଧ୍ୟ ଦେଇଛନ୍ତି ଦୀପିକା ଙ୍କୁ ଆଉ ସେହି ଡେଟ ରେ ଦୀନେଶ ମଧ୍ୟ ଆସିବେ | ଆଉ କାଉନସେଲିଙ୍ଗ ପରେ ସବୁ ଘଟଣା ବିଷୟରେ ଶୁଣାଣି ହେବ ବୋଲି କହିଛନ୍ତି ଦୀପିକା | ଆଉ ଦୀପିକା ମଧ୍ୟ ଆଉ ଗୋଟିଏ ଡେଟ କୁ ଅପେକ୍ଷା କରିକି ଅଛନ୍ତି ବୋଲି ପ୍ରକାଶ କରିଛନ୍ତି | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।