ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ ତେବେ ବର୍ତ୍ତମାନ ଯେଉଁ ଘଟଣା ଟି ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଙ୍କ ଆଖିରେ ମଧ୍ୟ ପାଣି ଆସିଯିବ | ଆଉ ଯେଉଁ ଭିଡିଓ ରେ ପିଲା ଜଣଙ୍କର ମା ଛେଉଣ୍ଡ ବୋଲି ପିଲା ଟିର ଘର ଲୋକ ମିଶିକି କେଉଁ ଭଳି ଭାବରେ ପିଲାଟି ଉପରେ ଅତ୍ୟାଚାର କରୁଛନ୍ତି ସେ ବିଷୟରେ ପିଲା ଜଣଙ୍କ କହିବା କରେ ପିଲା ଟି କହିବା ପରେ ଥାନା ରେ ଆସିକି ଏହି ଘଟଣା ଉପରେ ଅଭିଯୋଗ କରିବାକୁ ଲାଗିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘାଟଣା ଉପରେ ଟିକିଏ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଯେତେବେଳେ ପିଲା ଟି ମାତ୍ର 3 ବର୍ଷ ର ଥିଲା ସେତେବେଳେ ପିଲା ଟିର ମା ପ୍ରାଣ ହରାଇଥିଲା |ଆଉ ଯାହା ଜଣା ପଡିଛି କି ପିଲାଟି ତାହାର ମାମୁ ଘରେ ମଧ୍ୟ ରହୁଥିଲା | ଆଉ ପିଲାଟି ଯେତେବେଳେ 7 ବର୍ଷ ର ହୋଇଥିଲା ସେତେବେଳେ ପିଲା ଟିକୁ ତାହାର ଜେଜେବାପା ଆଉ ଜେଜେମା ତାଙ୍କ ପାଖକୁ ନେଇ ଯାଇଥିଲେ ଆଉ ତାଙ୍କୁ ସେଠାରେ ରଖିବେ, | ତାହା ସହିତ ପିଲାଟିର ସମସ୍ତ ଦାୟିତ୍ୱ ବୁଝିବେ ବୋଲି ମଧ୍ୟ କହିଥିଲେ ପିଲା ଟିର ଘର ଲୋକ | ଆଉ ପିଲା ଟି ସେମାନଙ୍କ ପାଖକୁ ମଧ୍ୟ ଯାଇଥିଲା |
ଆଉ ପିଲା ଟିର ଦାଦା ଖୁଡ଼ୀ କଟକ ରେ ରହୁଥିଲେ ଆଉ ସ୍ୱାମୀ ଜଣେ ଲେକଚରର ଥିବାରୁ ପିଲା ଟିର ଭଲ ଭବିଷ୍ୟତ ପାଇଁକି ପିଲାଟିକୁ ତାହାର ଦାଦା ଆଉ ଖୁଡ଼ୀ ଙ୍କ ନିକଟରେ ଛାଡ଼ି ଦେଇଥିଲେ ତାଙ୍କର ଜେଜେମା ଆଉ ଜେଜେ ବାପା | କିନ୍ତୁ ପିଲା ଟିକୁ ପଢେଇବା ବଦଳରେ ତାଙ୍କ ଉପରେ ଦାଦା ଆଉ ଖୁଡ଼ୀ କରିବାକୁ ଲାଗିଥିଲେ ଅତ୍ୟାଚାର | ପିଲାଟିକୁ ଚେଙ୍କ ଦେଉଥିଲେ | ପିଲା ଟିକୁ ଲଙ୍ଗଳା କରିକି ରାତିରେ ଛିଡା କରି ଦେଉଥିଲେ ଇଜବେଷ୍ଟର ଉପରକୁ ମଧ୍ୟ ଉଠାଇ ଦେଉଥିଲେ ଖୁଡ଼ୀ ଜଣକ | ତାହା ସହିତ ଅଳିଆ ପକାଇବାକୁ କହିକି ଦୂର ଜାଗାକୁ ପଠାଉଥିଲେ ଓ ତାହା ସହିତ ମାଡ଼ ମଧ୍ୟ ମାରୁଥିବା କଥା ସାମ୍ନା କୁ ଆସିଛି |
ଆଉ ପିଲା ଟିକୁ ତାହାର ଅଜା ଆଈ ଦଶହରେ ରେ ତାଙ୍କ ଘରକୁ ନେଇଗଲା ପରେ ପିଲା ଟି ସମସ୍ତ କଥା ସେମାନଙ୍କୁ କହିଛି | ଆଉ ଯାହା ଫଳରେ ତାଙ୍କର ଅଜା ଆଉ ଆଈ ମିଶିକି ମକର୍ତ୍ତ ନଗର ଥାନା ରେ ଅଭିଯୋଗ କରିଛନ୍ତି | ଆଉ ଯାହାକୁ ନେଇକି ପୋଲିସ ମଧ୍ୟ ତଦନ୍ତ କରିବା ଆରମ୍ଭ କରିଛି | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ମଧ୍ୟ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।