ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ତ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ବେଳେ ବେଳେ ଏଭଳି ଏକ ଭିଡିଓ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମେ ମାନେ ତାହାକୁ ସହଜରେ ଗ୍ରହଣ କରି ପାରି ନ ଥାଉ |ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଯେଉଁ ଭିଡିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ରାସ୍ତା ଉପରେ ଯାଉଥିବା ଗୋଟିଏ ବାଘ ର | ଆଉ ଯେଉଁଠି ଦେଖିବାକୁ ମିଳିଛି କି ବାଘ ଟି ରାସ୍ତାରେ ଯାଉଥିବା ସମୟରେ ଲୋକ ମାନେ ତାହାକୁ ଦେଖିକି ସେଲ୍ଫି ନେବାକୁ ଲାଗିଥିଲେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘାଟଣା ଉପରେ ଟିକିଏ ନଜର ପକାଇବା |
ତେବେ ସେ ବାଘ ହେଉ ବା ସିଂହ ସେମାନେ ହେଉଛନ୍ତି ହିଂସ୍ର ଜନ୍ତୁ | ଯଦି ଆମେ କୌଣସି କାରଣରୁ ସେମାନଙ୍କ ସାମ୍ନାକୁ ଯିବା ତେବେ ସେମାନେ ବିନା କାରଣରେ ଆମ ମାନଙ୍କୁ ଉପରେ ଆକ୍ରମଣ କରିବାକୁ ଲାଗିବ ଓ ଘଟଣା ଏମିତି ହୋଇ ପାରେ କି ହାମଲା କରିଥିବା ଲୋକ ଙ୍କର ଜୀବନ ଚାଲି ଯିବାର ମଧ୍ୟ ଆଶଙ୍କା ରହିଥାଏ | ତେବେ ବର୍ତ୍ତମାନ ଯେଉଁ ଭିଡିଓ ଟି ସୋସିଆଲ ମିଡିଆରେ ଘୁରି ବୁଲୁଛି ସେଥିରେ ମଧ୍ୟ ଏମିତି କିଛି ଭିଡିଓ ଦେଖିବାକୁ ମିଳିଛି | ଆଉ ଯେଉଁଠି ବାଘ ଟି ରାସ୍ତା ଉପରେ ଯାଉଥିବାର ନଜର କୁ ଆସିଛି |
ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ରେ ଆଉ ଯେଉଁଠି କିଛି ଲୋକ ଜଙ୍ଗଲ ରାସ୍ତାରେ ରାସ୍ତା ପାରି ହେଉଥିଲେ | ଆଉ ଠିକ ସେହି ସମୟରେ ଜଙ୍ଗଲ ଭିତରୁ ବାଘ ଟିଏ ବାହାରି ଆସିବାର ସେମାନେ ଦେଖିବାକୁ ପାଇଥିଲେ | ଆଉ ବାଘ କୁ ଦେଖିବା ପରେ ସେମା ନେ ରାସ୍ତାରେ ଅଟକି ଯାଇଥିଲେ | ଆଉ ନିଜର ଗାଡ଼ି କୁ ରଖିକି ବାଘ ର ଫୋଟ ଉଠାଇବାକୁ ଲାଗି ପଡିଥିଲେ |ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି 4-5 ଜନ ଲୋକ ଧୀରେ ଧୀରେ ବାଘ ଟି ଯେତେବେଳେ ରାସ୍ତା ପାରି ହେଇକି ଜଙ୍ଗଲକୁ ଯାଉଥିଲା ସେତିକି ସମୟରେ ବାଘ ସହିତ ସେଲ୍ଫି ନେବାକୁ ମଧ୍ୟ ବାହାରି ପଡିଥିଲେ ସେମାନେ |
ତେବେ ବାଘ ର ଅନେକ ଗୁଡିଏ ଫୋଟ ଆଉ ଭିଡିଓ ମଧ୍ୟ ଉଠାଇବାକୁ ଲାଗିଥିଲେ ଲୋକ ମାନେ | ଆଉ ଯାହାକୁ ସୋସିଆଲ ମିଡ଼ିଆ ପେଜ ରେ ଭାଇରାଲ ମଧ୍ୟ କରୁଥିବାର ଦେଖିବାକୁ ମିଳିଛି | ଆଉ ଏହିଭଳି ଏକ ଦୃଶ୍ୟ କୁ IFS ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କର ଟୁଇଟର ଏକାଉଣ୍ଟ ରେ ସେୟାର କରିକି କହିଛନ୍ତି ସେଲ୍ଫି ନେବାକୁ ଯାଇକି ନିଜ ଯିବାକୁ ସହିତ ଏମିତି ଖେଳିବା ଆଦୁ ଠିକ କଥା ନୁହଁ ବୋଲି | ଆଉ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ମଧ୍ୟ ହେବାକୁ ଲାଗିଛି ସୋସିଆଲ ମିଡିଆରେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।