ଦର୍ଶକ ବନ୍ଧୁ ଆଜି କାଲି ଯୁଗରେ ପୁରୁଷ ହେଉ କିମ୍ବା ମହିଳା ଉଭୟ କାହା ସାଙ୍ଗରେ ନା ସାଙ୍ଗରେ ସମ୍ପର୍କ ରଖିବାରେ ଦେଖାଯାଉଛନ୍ତି | ତେବେ ଏହି କଥା ଯଦି ନିଜର ସ୍ୱାମୀ କିମ୍ବା ସ୍ତ୍ରୀ ପରବର୍ତ୍ତୀ ମୁହୂର୍ତ ରେ ଜାଣୁଛନ୍ତି ତାହେଲେ, ସେତେବେଳକୁ ପରିସ୍ଥିତି ଯାଇ ଜଟିଳ ଅବସ୍ଥାରେ ପଛଞ୍ଚୁଛି | ତାହେଲେ ବନ୍ଧୁଗଣ ଆଜିର ସମାଜରେ ଏମିତି କିଛି ଘଟଣା ଆପଣ ଆପଣଙ୍କ ମୋବାଇଲ ହେଉ କିମ୍ବା ଘରେ ଟିଭି ରେ ହେଉ ପ୍ରତ୍ୟେକ ଦିନ ଏମିତି କିଛି ନା କିଛି ଘଟଣା ଦେଖିବାକୁ ପାଇଥାଉ | ତେବେ ଏହିପରି ଘଟଣା କୁ ଆଧାର କରି ଏହା ଆମ ପରିବେଶ ଓ ସମାଜ ଉପରେ ମଧ୍ୟ ଏହାର କୁ ପ୍ରଭାବ ପୋଡିବାରେ ଲାଗିଲାଣି | କୁହାଯାଇଛି ଏ ସମାଜ ଯେତେ ଶିକ୍ଷିତ ଆଡକୁ ଗତି କରୁଛି ଏ ସମାଜ ସେତେ ବିନାଶ ଆଡ଼କୁ ଗତି କରୁଛି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତାହାଲେ ଦର୍ଶକ ବନ୍ଧୁ ସେହିପରି ଏକ ଘଟଣା ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ଯେଉଁଥିରେ ଦେଖା ଯାଇଛି ଦୁଇଜଣ ମହିଳା ଜଣେ ସ୍ୱାମୀ ଙ୍କ ପାଇଁ ରାସ୍ତା ମଝିରେ କୋଳି କରୁଛନ୍ତି | ତେବେ ମିଳିଥିବା ସୂଚନା ଅନୁଯାୟୀ ମହିଳା ଜଣଙ୍କ ର ସ୍ୱାମୀ ଏକ ଅକ୍ଷୟ ରଞ୍ଜନ ଦାସ ଏକ ସାମ୍ବାଦିକ ଭାବରେ କାର୍ଯ୍ୟ କରନ୍ତି | ତାଙ୍କର ଜଣେ ପୁଅ ଚାକିରୀ ପାଇଁ ଆବେଦନ ଜାରିରଖିଥିବା ବେଳେ ଝିଅ ଯୁକ୍ତ 3 ରେ ପଢୁଛନ୍ତି | ତେବେ ଏନେଇ ଅକ୍ଷୟ ରଞ୍ଜନ ଦାସ ଙ୍କ ସ୍ତ୍ରୀ କହିଛନ୍ତି ଯେ ମୋ ସ୍ୱାମୀ ଙ୍କୁ ନେଇ ଏହି ମହିଳା ଜଣଙ୍କ ମଙ୍ଗଳା ବାଗ ରେ ଘର ଭଡା ନେଇ ରହୁଛି ଓ ମୋ ନାଁ ରେ ସେ ପୋଲିସ ରେ ଯାଇ ଅଭିଯୋଗ କରିଛନ୍ତି ଯେ ମୁଁ ଅକ୍ଷୟ ଦାସ ଙ୍କୁ ନେଇ ଶୋଉଛି ଵୋଲି |
ତେବେ ଏହାର ପ୍ରତିଉତ୍ତର ରେ ଆଉ ଜଣେ ମହିଳା କହିଛନ୍ତି ଯେ ତାଙ୍କ ସ୍ୱାମୀ ମୋତେ ସାମ୍ବାଦିକ କୋରେଇଦବା କଥା କହି ମୋତେ ଡାକିଥିଲେ ଓ ମୋତେ ଭଉଣୀ ବୋଲି କହି ମୋ ସହିତ ମିଶିଥିଲେ ହେଲେ ଧୀରେ ମୋ ସହିତ 5 ବର୍ଷ ହବ ମୋ ସହିତ ଶାରୀରିକ ସମ୍ପର୍କ ରଖିଛନ୍ତି | ଆଉ ସେ ମୋ ପାଖରୁ ଏକ ଲକ୍ଷ ଟଙ୍କା ମଧ୍ୟ ଘର କରିବା କଥା କହି ନେଇଥିଲେ | ସେ ଟଙ୍କା ସେ ନିଜର ଶୁଣା ଗହଣା ବନ୍ଧକ ରଖି ଆଣି ଥିଲେ ବୋଲି କହିଥିଲେ | ତେବେ ଏ ନେଇ ପୋଲିସ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଏ କଥା ରେ ଧ୍ୟାନ ଦେଉନାହାନ୍ତି ବୋଲି ମହିଳା ଜଣଙ୍କ କହିଛନ୍ତି |
ତେବେ ସେ ମହିଳା ଜଣଙ୍କ ଏକଥା ମଧ୍ୟ କହିଛନ୍ତି ଯେ ତାଙ୍କ ଅକ୍ଷୟ ରଞ୍ଜନ ଦାସ ଙ୍କ ସହିତ ଥିବା ଶାରୀରିକ ସମ୍ପର୍କ ର କିଛି ଫୋଟୋ ଯାହାକୁ ତାଙ୍କ ସ୍ତ୍ରୀ ଭାଇରାଲ କରିବା ସହିତ ଆମ ଗାଁ ର ମୁଖ୍ୟା ଙ୍କୁ ମଧ୍ୟ ଦେଖାଇଛନ୍ତି | ତାହା ସହିତ ତାଙ୍କର ମା ଙ୍କୁ ମଧ୍ୟ ମାରିଛନ୍ତି ଓ ତାଙ୍କର ଗାଡି କୁ ମଧ୍ଯ ଭାଙ୍ଗି ଦେଇଛନ୍ତି ବୋଲି କହିଥିଲେ ମହିଳା ଜଣଙ୍କ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।