ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆ ଆମ ପାଇଁ ସବୁ ବେଳେ କିଛି ନାଁ କିଛି ନୂଆ ନୂଆ ଭିଡିଓ ମାନ ଆଣି ଥାଏ | ତେବେ ବର୍ତ୍ତମାନ ଯେଉଁ ଭିଡିଓ ଟି ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ମାନଙ୍କର ମନ ଖୁସି ହୋଇଯିବ | ଆଉ ଆପଣ ମାନେ ମଧ୍ୟ କହିବାକୁ ଲାଗିବେ ଯଡ଼ି ହେବ ତ ଏମିତି | ତେବେ ଭାଇରାଲ ହେଉଥିବା ଭିଡିଓ ଟିରେ ଯାହା ଜଣା ପଡିଛି କି କ୍ରିକେଟ ମ୍ୟାଚ ଚାଲୁଥିବା ସମୟରେ ଜଣେ ଦମ୍ପତି ଯୋଡ଼ି ଙ୍କୁ ଦେଖିବା ପରେ ସମସ୍ତେ ବହୁତ ଖୁସି ହୋଇଯାଇଥିଲେ | ଆଉ ଯେଉଁଥିରେ ପାକିସ୍ତାନୀ ଝିଅ ଙ୍କୁ ବିବାହ କରିଥିଲେ ଭାରତୀୟ ଯୁବକ ଜଣଙ୍କ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସେହି ଭିଡିଓ ଆଉ ଫୋଟ ଉପରେ ଟିକିଏ ନଜର ପକାଇବା |
ତେବେ ଆପଣ ମାନେ ସମସ୍ତେ ଜାଣିଥିଲେ କି ମେଲବର୍ଣ୍ଣ ରେ T20 ମ୍ୟାଚ ଚାଲିଥିଲା | ଆଉ ଯେଉଁ ମ୍ୟାଚ ଟି ଦୁଇ ବିପକ୍ଷ ଦଳ ଭାରତ ଆଉ ପାକିସ୍ତାନ ମଧ୍ୟରେ ଚାଲିଥିବା କଥା କୁହାଯାଉଛି | ଆଉ ଏହି ମ୍ୟାଚ ଚାଲିଥିବା ସମୟରେ ଏକ ଘଟଣା ଟି ଘାରିଥିଲା ଆଉ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଥିଲା | ଆଉ ଯେଉଁଥିରେ ଦେଖୁବାକୁ ମିଳିଥିଲା ଏକ ଦମ୍ପତି ଯୋଡ଼ି ଙ୍କୁ | ଆଉ ସେମାନେ ହାତରେ ଦୁଇଟି ପୋଷ୍ଟର ମଧ୍ୟ ଧରିଥିଲେ!| ଆଉ ତାହା ସହିତ ଖେଳକୁ ବହୁତ ମଜା ର ସହିତ ଉପଭୋଗ ମଧ୍ୟ କରିଥିଲେ |
ତେବେ ସ୍ତ୍ରୀ ଜଣଙ୍କ ଯେଉଁ ପୋଷ୍ଟର ଟି ଧରିଥିଲେ ସେଥିରେ ଲେଖା ଯାଇଥିଲା କି ” ବେଟି ପାକିସ୍ତାନୀ କି ବିବି ହିନ୍ଦୁସ୍ତାନୀ ” ଆଉ ଏପଟେ ସ୍ୱାମୀ ଜଣଙ୍କର ପୋଷ୍ଟର ରେ ଲେଖା ଯାଇଥିଲା କି ” ବିବି ପାକିସ୍ତାନୀ ମଗର ଦିଲ ହେ ହିନ୍ଦୁସ୍ତାନୀ “|ଆଉ ଦୁଇ ଜଣଙ୍କୁ ଏମିତି ଦେଖିବା ପରେ 1 ଲକ୍ଷ କ୍ରିକେଟ ପ୍ରେମୀ ଙ୍କ ମଧରେ ସେହି ମାନଙ୍କ ଉପରକୁ ସମସ୍ତଙ୍କ ନଜର ଯାଇଥିଲା |ଆଉ ସମସ୍ତେ ମଧ୍ୟ ସେମାନଙ୍କୁ ଦେଖିବାକୁ ଲାଗିଥିଲେ, ଆଉ ସେମାନଙ୍କ ମଧ୍ୟରେ ଥିବା ବଣ୍ଡିଙ୍ଗ କୁ ଦେଖି ପ୍ରସଂଶା କରିଥିଲେ |
ଏହା ବ୍ୟତୀତ କ୍ରିକେଟ ର ଜୋର୍ସି ମଧ୍ୟ 2 ପ୍ରକାରର ଦେଖିବାକୁ ମିଳିଥିଲା, ଆଉ ଯେଉଁଥିରେ ସ୍ୱାମୀ ଜଣଙ୍କ ଆମ ଭାରତୀୟ ପୋଷାକ ପିନ୍ଧିଥିବା ବେଳେ ସ୍ତ୍ରୀ ଜଣଙ୍କ ପାକିସ୍ତାନୀ କ୍ରିକେଟ ଜର୍ସି କୁ ପିନ୍ଧିଥିଲେ | ଆଉ ଯାହା ଜଣା ପଡିଛି କି 125 କୋଟି ଭାରତୀୟ ଙ୍କ ମଧ୍ୟରେ ଏହି କପୁଲ ଦୁଇଜଣ ବର୍ତ୍ତମାନ ଫେମସ ହେବା ସହିତ ଭାଇରାଲ ମଧ୍ୟ ହେବାରେ ଲାଗିଛନ୍ତି | ଆଉ ଏହି ଖବର ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।