ହେ…ଝିଅ ତୁ ପୁଣି ଚାଲି ଆସିଲୁ… ଶିକ୍ଷକ ହୋଇ ଛାତ୍ର ସହ କଲେ ଏମିତି, ଦେଖନ୍ତୁ Video

ହଁ ବନ୍ଧୁଗଣ ଅନେକ ପ୍ରକାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ କିଛି ଏଭଳି ଘଟଣା ସାମ୍ନାକୁ ଆସିଥାଏ ଯାହା ଆମ ମନକୁ ଦୁଃଖ କରେଇ ଦେଇଥାଏ | ତେବେ ସେହିଭଳି ଏକ ଦୁଃଖ ଭରା କାହାଣୀ ଟି ଦେଖିବାକୁ ମିଳିଛି ଆଉ ଯେଉଁଠି ବାପା ଙ୍କର କମ ସମ୍ବଳ ପାଇଁକି ସ୍କୁଲ ରେ ଫି ଭରି ପାରି ନାହାନ୍ତି ଝିଅ ଜଣଙ୍କ | ଆଉ ଯେଉଁଥିପାଇଁ ସ୍କୁଲ ର ଅଧ୍ୟକ୍ଷ ଜଣକ ତାଙ୍କୁ ପରୀକ୍ଷା ଦେବା ପାଇଁ ମନା କରିବା ସହିତ ତାଙ୍କୁ ସ୍କୁଲ ରୁ ମଧ୍ୟ ତଡ଼ି ଦେଇଛନ୍ତି |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘାଟଣା ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଅଭାବନୀୟ ଘଟଣା ଟି ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ର ଉନ୍ନଓ, ଟୋଲା ଅଞ୍ଚଳରେ | ଆଉ ଝିଅଟିର ନାଁ ହେଉଛି ଅପୂର୍ବା ସିଂହ | ଆଉ ଯାହା ଜଣା ପଡିଛି କି ଝିଅ ଟି ବାଲ ବିହାର ବିଦ୍ୟା ମନ୍ଦିରରେ ଷଷ୍ଠ ଶ୍ରେଣୀରେ ପାଠ ପଡେ | ତେବେ ଏଠାରେ ଦେଖା ଯାଇଛି କି ଆର୍ଥିକ ଅଭାବ ତାହାର ପାଠ ପଢ଼ାରେ ସୃଷ୍ଟି କରିଛି ବାଧକ |ଆଉ ଯେଉଁଠି ଦେଖିବାକୁ ମିଳିଛି କି ପିଲା ଟିର ସ୍କୁଲ ଫି କୁ ଭରି ପାରି ନାହାନ୍ତି ଝିଅ ଟିର ଗରିବ ବାପା ଜଣଙ୍କ | ଆଉ ପିଲା ଟିର ପରୀକ୍ଷା ଥିବାରୁ ପଢା ପଢି କରିକି ପିଲା ଟି ପ୍ରସ୍ତୁତ ହେଇକି ଆସିଥିଲା ପରୀକ୍ଷା ଦେବା ପାଇଁ |

କିନ୍ତୁ ଯେତେବେଳେ ଶ୍ରେଣୀ ଗୃହ ନିକଟକୁ ଝିଅ ଟି ପହଂଚିଯାଇଛି ସେତେବେଳେ ସ୍କୁଲ ର ଅଧକ୍ଷ ଜଣଙ୍କ ତାଙ୍କୁ ଶ୍ରେଣୀ ଗୃହ ଭିତରକୁ ପୋଷିବାକୁ ଦେଇ ନ ଥିଲେ | ତାହା ସହିତ ତାଙ୍କୁ ପରୀକ୍ଷା ଦେବାକୁ ମନା ମଧ୍ୟ କରିଥିଲେ | କିନ୍ତୁ ଝିଅ ଟି କହିଥିଲା କି ତାଙ୍କର ବାପା ପଛରେ ଟଙ୍କା ନେଇକି ଆସୁଛନ୍ତି ବୋଲି ଆଉ ତାଙ୍କୁ ପରୀକ୍ଷା ଦେବା ପାଇଁ ଭିତରକୁ ଛାଡ଼ନ୍ତୁ ବୋଲି | କିନ୍ତୁ ସେ ସବୁ କଥା କୁ ଶୁଣି ନ ଥିଲେ ଅଧ୍ୟକ୍ଷ ଜଣକ | ଆଉ ଯାହା ଜଣା ପଡିଥିଲା କି ସାରା ଦିନ ଝିଅ ଟି ସେମିତି ଶ୍ରେଣୀ ଗୃହ ସାମ୍ନା ରେ ଛିଡା ହୋଇଥିଲା ପରୀକ୍ଷା ଦେବା ପାଇଁ |

ଆଉ ଝିଅ ଟି ଏହିଭଳି କାନ୍ଦିବାର ଦେଖି ସେହି ଅଂଚଳର ଜଣେ ସ୍ଥାନୀୟ ସ ହୃଦୟ ବ୍ୟକ୍ତି ଜଣଙ୍କ ଆସିଥିଲେ ଓ ପିଲା ଟିର ସ୍କୁଲ ଫି କୁ ମଧ୍ୟ ଭରି ଥିଲେ | ଆଉ ଯାହା ଜଣା ପଡିଛି ଫି ଭରିବା ପରେ ଅଧ୍ୟକ୍ଷ ଜଣକ ତାଙ୍କର ପରୀକ୍ଷା ର ବ୍ୟବସ୍ଥା କରିବେ ବୋଲି ମଧ୍ୟ କହିଛନ୍ତି | ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment