ଶେଷରେ ମୁହଁ ଖୋଲିଲେ ଦେଇତାରୀ ପଣ୍ଡା ! ଲୋକତ ଚାହୁଁ ନାହାଁନ୍ତି ,ତୁମେ ଏମିତି କାହିଁକି ନାଚୁଛ..ଏଇଟା ମଞ୍ଚ ତୁମ ଖଟ ନୁହଁ… ଏ ନେଇ କଣ କହିଲେ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ଅନେକ ଭିଡିଓ ପ୍ରତ୍ୟେକ ଦିନ ଭାଇରାଲ ହେବାର ଆପଣ ଦେଖିବାକୁ ପାଉଥିବେ ନିଶ୍ଚିତ |ହେଲେ ମୁଁ ଆଜି ଆପଣକୁ ଯଉଁ ଘଟଣା କଥା କହିବି ତାହା ବହୁତ ଲଜ୍ୟା ଜନକ, ସମସ୍ତଙ୍କ ସାମ୍ନାରେ ଏପରି କରିବା ଆଦୁ ଉଚିତ ନୁହଁ |କେତେକ ଲୋକମାନଙ୍କ ପାଇଁ ଆମ ସମାଜର ପରିବେଶ ନଷ୍ଟ ହୋଇଗଲାଣି | ଅପେରା ଷ୍ଟେଜରେ ଜଣେ ଡ୍ୟାନ୍ସର ଏପରି କଦାଚର ବସ୍ତ୍ର ପିନ୍ଧି ଡ୍ୟାନ୍ସ କରୁଥିଲେ ଯେ ତାହା ସମସ୍ତଙ୍କୁ ବହୁତ ଖରାପ ଲାଗିଥିଲା ପରେ ଏପରି ସ୍ଥିତି ଆସିଲା ଯେ ଡ୍ୟାନ୍ସର ଜଣଙ୍କ ଚପଲ ମାଡ ଖାଇବାକୁ ବାଧ୍ୟ ହେଲା |କଳାକାର ନାମରେ ଏମାନେ କଳଙ୍କ, ଯାହା ଦର୍ଶକ ଗ୍ରହଣ କରୁନାହାନ୍ତି ତାହା କଳାକାର ମାନେ କରିବା ଉଚିତ ନୁହଁ |ତେବେ ଆସନ୍ତୁ ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ ଜାଣିବା |

କଳାକାର ମାନଙ୍କର ଅତି ସୁନ୍ଦର କଳା ବା ଆକ୍ଟିଙ୍ଗ ମାଧ୍ୟମରେ ଦର୍ଶକ ମନ କିଣି ନିଅନ୍ତି |ସବୁ କଳାକାର ଏପରି ଆକ୍ଟିଙ୍ଗ କରିବା ଉଚିତ ଯାହା ଦର୍ଶକ ମନକୁ ଛୁଇଁବ, କିନ୍ତୁ ବର୍ତମାନ ସମାଜ ଯେପରି ବିଶୃଙ୍ଖଳିତ ହେଲାନି ତାକୁ ଆହୁରି ବିଶୃଙ୍ଖଳିତ କରାଯାଉଛି |ଏହି ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ଚରମ୍ପାରେ ଚାଲିଥିଲା ରାଜନନ୍ଦିନୀ ଅପେରା, ଏହି ରାଜନନ୍ଦିନୀ ପାର୍ଟି ତରଫରୁ ନାଚ ପରିଦର୍ଶନ କରୁଥିଲେ ରାନି ପ୍ରିୟଦର୍ଶିନୀ |ସେତେବେଳେ ଏହି ଅପେରାରେ ଦର୍ଶକ ମାନଙ୍କର ବହୁତ ଭିଡ ଥିଲା,ଛୋଟ ଛୋଟ କଷ୍ଟ୍ୟୁମ ପିନ୍ଧି ମେକପ ନେଇ ଷ୍ଟେଜକୁ ଆସିଥିଲେ ରାଣୀ ପ୍ରିୟଦର୍ଶିନୀ |

ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ସେ ଖୁବ ସୁନ୍ଦର ଭାବରେ ଷ୍ଟେଜ ଉପରେ ଠୁମକା ଲଗାଇ ନାଚୁଥିଲେ |ମାତ୍ର ଏହି ନାଚ ସମସ୍ତଙ୍କ ପକ୍ଷେ ଦେଖିବା ସମ୍ଭବ ନୁହଁ ସମସ୍ତେ ଏହାକୁ ପସନ୍ଦ କରନ୍ତି ନାହିଁ,ଏହା ହେଉଛି ମଞ୍ଚ କାହାର ଖଟ ନୁହଁ ଯେ ଆପଣ ଯେମିତି ପାରିବେ ସେପରି ନାଚିବେ |ରାଣୀଙ୍କ ଏହି ନାଚ ପାଇଁ ଆଗରୁ ମଧ୍ୟ କଥା ଉଠିଥିଲା, ତାଙ୍କୁ ଆଗରୁ ମଧ୍ୟ୍ୟ ଏପରି ନାଚିବା ପାଇଁ ମନା କରା ଯାଇଥିଲା |ଦର୍ଶକ ଯାହା ଚାହୁଁନାହାନ୍ତି ତାହା ଆପଣ କାହିଁକି ବାରମ୍ବାର କରୁଛନ୍ତି |ଦର୍ଶକ ସମସ୍ତଙ୍କ ପାଇଁ ଭଗବାନ ତେବେ ସଙ୍ଘ ତରଫରୁ ମନା କଲା ପରେ ମଧ୍ୟ ଏପରି କାହିଁକି କଲେ ରାଣୀ |

ରାଜନନ୍ଦିନୀ ଷ୍ଟେଜରେ ରାଣୀ ପ୍ରିୟଦର୍ଶିନୀଙ୍କ ଏପରି ନାଚକୁ ଦେଖି ଜଣେ ମହିଳା ବିରୋଧ କରିଥିଲେ ଏବଂ ତାଙ୍କ ଉପରକୁ ଚପଲ ଫୁପାଡ଼ି ଥିଲେ |ଏମିତି ନାଚ ଦର୍ଶକ ଚାହୁଁ ନାହାନ୍ତି ତ ଆପଣ କଣ ପାଇଁ ଏପରି ନାଚୁଛ କହି ମହିଳା ଜଣଙ୍କ ଚେଇଁ ଉଠିଥିଲେ ଏବଂ ରାଣୀଙ୍କ ଉପରକୁ ଚପଲ ମଧ୍ୟ୍ୟ ଫିଙ୍ଗି ଥିଲେ |ରାଣୀଙ୍କର ଏପରି ଅସଦାଚାର ଡ୍ୟାନ୍ସ କାହାର ମନୋରଞ୍ଜନ କରିନଥିଲା ବରଂ ଅପେରା ପାର୍ଟିକୁ ବଦଲାମ କରୁଥିଲା |ରାଣୀ ପ୍ରିୟଦର୍ଶିନୀଙ୍କ ଏହି ପରି ଉଦଣ୍ଡ ନୃତ୍ୟକୁ ନେଇ ସେ ଏବେ ଚର୍ଚାରେ ଅଛନ୍ତି, ତାଙ୍କର ଏହି ନୃତ୍ୟ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment