ସୁପ୍ରିମକୋର୍ଟ ଙ୍କ ଐତିହାସିକ ରାୟ : ସ୍ୱାମୀ ମୂଲ ଲାଗୁ ପଛେ ସ୍ତ୍ରୀ ଓ ଛୁଆ ଙ୍କୁ ପୋଷିବାକୁ ବାଧ୍ୟ, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଏବେ ଗୋଟିଏ କଥା କୁ ନେଇକି ବେଶ ଚର୍ଚ୍ଚା ହେବାରେ ଲାଗିଛି ତାହା ହେଉଛି ସ୍ୱାମୀ ବୁଝିବେ ସ୍ତ୍ରୀ ଆଉ ପିଲା ଙ୍କ କଥା | ଆଉ ଏହି ନିୟମ ଟି ବାଧ୍ୟତା ମୂଳକ ବୋଲି ମଧ୍ୟ କୋଟ ରାୟ ଶୁଣାଇ ଦେଇଛି | ତେବେ ଆଜି କାଲି ଆମ ଯୁବ ପିଢ଼ ମାନେ ଯେଉଁଭଳି ଭାବରେ ଶାରୀରିକ ଆଉ ମାନସିକ ନିର୍ଯାତନା ର ସମ୍ମୁଖୀନ ହେଉଛନ୍ତି | ଆଉ ବିବାହ ପରେ ବିବାହ ର ବିଚ୍ଛେଦ ହେବାକୁ ଲାଗିଛି ଦିନକୁ ଦିନ | ଆଉ ସମ୍ପର୍କ ମଜଭୁତ ହେବା ପରିବର୍ତ୍ତେ ତାହା ଦିନକୁ ଦିନ ଦୁର୍ବଳ ହେବାକୁ ଲାଗିଛି | ତେବେ ସେହି ସମସ୍ତ ଅସୁବିଧା ର ସମାଧାନ ପାଇଁ ଓ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଥିବା ସମ୍ପର୍କ ରେ ବୁଝାମଣା ଆଣିବା ପାଇଁ ସୁପ୍ରିମକୋଟ ଏହିଭଳି ଗୋଟିଏ ନିଷ୍ପତ୍ତି ନେଇଛି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା |

ତେବେ ସୁପ୍ରିମକୋର୍ଟ ର ମୁଖ୍ୟ ବିଚାର ପତି ଜଷ୍ଟିସ ଦିନେଶ ମାହେଶ୍ୱରୀ ଓ ଜଷ୍ଟିସ ବେଲା ଏମ. ତ୍ରିବେଦୀ ଏହିଭଳି ଏକ ନିୟମ କରିଛନ୍ତି ବୋଲି ଜଣା ପଡିଛି |ତେବେ ଧାରା ସିଆରପିସି 125 ଅନୁସାରେ ସ୍ତ୍ରୀ ଆଉ ପିଲା ଙ୍କର ସମସ୍ତ ଭରଣ ପୋଷଣ କରିବା ପାଇଁକି ସ୍ୱାମୀ ବାଧ୍ୟ ବୋଲି କହିଛନ୍ତି କୋଟ | ଆଉ କୋଟ ର ଏହିଭଳି ଶୁଣାଣି ଚାରିଆଡେ ସାରା ଦେଶ ରେ ଚହଳ ସୃଷ୍ଟି କରିଛି ବୋଲି କୁହାଯାଉଛି | ଆଉ ଯାହା ଜଣା ପଡିଛି କି କୋଟ ର ଏହି ରାୟ କୁ ମାନିବା ପାଇଁକି ସମସ୍ତେ ବାଧ୍ୟ |

ତେବେ ସୂଚନା ଅନୁସାରେ ଯାହା ଜଣା ପଡିଛି କି କିଛି ଦିନ ପୂର୍ବରୁ ସୁପ୍ରିମ କୋଟ କୁ ଏହିଭଳି ଗୋଟିଏ ମାମଲା ଆସିଥିଲା, ଆଉ ଯେଉଁଠି ଅଭିଯୋଗ କରିଥିଲେ ସ୍ତ୍ରୀ ଜଣଙ୍କ କି ବିବାହ ର ବିଚ୍ଛେଦ ପରେ ସ୍ୱାମୀ ଜଣଙ୍କ ତାଙ୍କର କୌଣସି କଥା ବୁଝୁ ନାହାନ୍ତି କି ତାଙ୍କର ଭରଣ ଓ ପୋଷଣ ମଧ୍ୟ କରୁନାହାନ୍ତି ବୋଲି | ଆଉ ଯେଉଁ ଘଟଣା କୁ ନେଇକି ସ୍ୱାମୀ ଜଣଙ୍କ କହିଥିଲେ କି ବ୍ୟବସାୟ ରେ କ୍ଷତି ହେବା ଯୋଗୁ ସେ କୌଣସି କଥା ବୁଝୁନାହାନ୍ତି ବୋଲି |

ତେବେ ଏହି ଘଟଣା କୁ ନେଇକି କୋଟ ବର୍ତ୍ତମାନ ଶୁଣାଣି ଦେଇଛି କି କୋଟ ର ନିର୍ଦେଶ କ୍ରମେ ସ୍ୱାମୀ ସ୍ତ୍ରୀ ଓ ପିଲା ମାନଙ୍କର ଭରଣ ଓ ପୋଷଣ କରିବା ପାଇଁ ବାଧ୍ୟ ଅଟେ | ଦରକାର ପଡିଲେ ସ୍ୱାମୀ ଶାରୀରିକ ପରିଶ୍ରମ କରିକି ସ୍ତ୍ରୀ ଆଉ ପିଲା ଙ୍କର ଦାୟିତ୍ୱ ନେଇ ପାରିବେ ବୋଲି ମଧ୍ୟ କହିଛି କୋଟ | ଆଉ କୋଟ ର ରାୟ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡିଆରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment